Browsing Tag

rohit sharma

ସେମିଫାଇନାଲକୁ ନେଇ ଭାରତୀୟ ଟିମ୍ ଚିନ୍ତାରେ, ଟଚ୍ ହେବ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ୱ ଭାରତ ୨୦୨୩ର ସେମିଫାଇନାଲ ପାଇଁ ଟିମ୍ ଇଣ୍ଡିଆ ମୁମ୍ବାଇରେ ପହଞ୍ଚିଛି। ନଭେମ୍ବର ୧୫ରେ ୱାଂଖଡ଼େରେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ। ଗ୍ରୁପ୍ ରାଉଣ୍ଡ ବିଷୟରେ କହିବାକୁ ଗଲେ ଭାରତ ୯ଟି ମ୍ୟାଚ୍ ମଧ୍ୟରୁ ୯ଟି ଏବଂ…
Read More...

ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଭାରତ

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଟିମ୍‌ର ବିଜୟର ଧାରା ଜାରି ରହିଛି। ଟିମ୍‌ ଇଣ୍ଡିଆ ରବିବାର ବିଜୟର ଦୀପାବଳି ପାଳନ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌ରେ ରବିବାର ଟିମ୍‌ ଇଣ୍ଡିଆ ଆଜି ନେଦରଲାଣ୍ଡ୍‌ସ ବିପକ୍ଷରେ ୧୬୦ରନ୍‌ରେ ବିଜୟ…
Read More...

ରୋହିତଙ୍କୁ ନେଇ ଗାଙ୍ଗୁଲି କଲେ ଏକ ବଡ଼ ଖୁଲାସା

ଭାରତର ପୂର୍ଣ୍ଣକାଳୀନ ଅଧିନାୟକ ଭାବରେ ରୋହିତ ଶର୍ମା ତିନି ବର୍ଷ ପୂରଣ କରୁଛନ୍ତି । ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ରୋହିତଙ୍କ ଅଧିନାୟକତ୍ୱକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଦାଦା ଅର୍ଥାତ୍ ସୌରଭ ଗାଙ୍ଗୁଲି କହିଛନ୍ତି ଯେ ରୋହିତ ଶର୍ମା ସମସ୍ତ ତିନୋଟି ଫର୍ମାଟକୁ…
Read More...

ବାଂଲାଦେଶକୁ ପରାସ୍ତ କରି କ୍ରମାଗତ ଭାବେ ୪ର୍ଥ ବିଜୟ ହାସଲ କଲା ଭାରତ

ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଗୁରୁବାର ଅନୁଷ୍ଠିତ ମୁକାବିଲାରେ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ବଳରେ ବାଂଲାଦେଶକୁ ୭ ୱିକେଟରେ ସହଜରେ ପରାସ୍ତ କରିଛି । ୨୫୭ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ…
Read More...

ରୋହିତ ଶର୍ମା ପୁଣେରେ ଇତିହାସ ରଚିିବେ! ବିଶ୍ୱ ରେକର୍ଡ ଭାଙ୍ଗିପାରେ

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବିଶ୍ୱକପ ୨୦୨୩ ରେ ନିଜର ଚମତ୍କାର ବ୍ୟାଟିଂ ସହିତ ଲହର ସୃଷ୍ଟି କରୁଛନ୍ତି । ଏହି ବିଶ୍ୱକପ ଇଭେଣ୍ଟରେ ତାଙ୍କର ଖରାପ ଆରମ୍ଭ ହୋଇଥିଲା । ସେ ଶୂନରେ ଆଉଟ୍ ହୋଇଥିଲେ ମଧ୍ୟ ଏହା ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ବିପକ୍ଷରେ ରୋହିତଙ୍କ…
Read More...

ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ଭାରତର ବିଜୟଧାରା ଜାରି

ନୂଆଦିଲ୍ଲୀ: କ୍ୟାପଟେନ୍ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ଭାରତ ଆଫଗାନିସ୍ତାନକୁ ୮ୱକେଟରେ ପରାସ୍ତ କରି ବିଜୟଧାରାକୁ ଜାରି ରଖିଛି । ଏହି ବିଜୟ ସହିତ ଭାରତ ବିଶ୍ୱକପର ଲଗାତାର ଦ୍ୱାତୀୟ ମ୍ୟାଚକୁ ଜିତି ନେଇଛି । କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ଧୂଆଁଧାର ଇନିଂସ ଖେଳିଥିଲେ ।…
Read More...

ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ

ନୂଆଦିଲ୍ଲୀ,: ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିସିସିଆଇ ୧୫ ଜଣିଆ ଦଳ ଘୋଷଣା କରିଛି । ଭାରତ ଦଳରେ ପ୍ରସିଦ୍ଧ କୃଷ୍ଣା ଏବଂ ତିଲକ ବର୍ମାଙ୍କ ବ୍ୟତୀତ ଏସିଆ କପ୍ ପାଇଁ ମନୋନୀତ ହୋଇଥିବା ସମସ୍ତ ଖେଳାଳିଙ୍କୁ ଦିନିକିଆ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy