ମୂଷାଟିକିରି ହାଇସ୍କୁଲର ୧୯୯୧ ବ୍ୟାଚର ବନ୍ଧୁ ମିଳନ
ଭୁବନେଶ୍ୱର/ଯାଜପୁର, (ରିପୋଟର୍ସ ପେନ୍): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ମୂଷାଟିକିରି ହାଇସ୍କୁଲର ୧୯୯୧ ମ୍ୟାଟ୍ରିକ୍ ବ୍ୟାଚର ଏକ ବନ୍ଧୁ ମିିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୂଷା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିରାଡମ୍ବର ଭାବେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ…
Read More...
Read More...