Browsing Tag

Sujit kumar das

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନକୁ ସାମ୍ନା କରିନପାରି ବିଜେଡି ମିଥ୍ୟା ପ୍ରଳାପ କରୁଛି : ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପରାଜୟରୁ ବର୍ତିବା ପାଇଁ ବିଜେଡି ପ୍ରତ୍ୟେକ ଦିନ ମିଛ ପ୍ରଚାର ଆରମ୍ଭ କରିଛି । ମିଥ୍ୟା ପ୍ରଚାରର ସାହାରା ନେଉଥିବା ବିଜେଡି ଦଳ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର…
Read More...

ବିଜେଡି ସରକାରର ଅପାରଗତା ବିରୁଦ୍ଧରେ ଜାରୀ କରାଯିବ ଚାର୍ଜସିଟ୍‌: ସୁଜିତ୍ ଦାସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ଜନବିରୋଧୀ ବିଜେଡି ସରକାରର ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ଅଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାରେ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି । ପ୍ରତ୍ୟେକ ଦିନ ଓଡିଆ ଅସ୍ମିତା ଓ ସ୍ୱାଭୀମାନର ହତ୍ୟା…
Read More...

ଶ୍ରୀଜଗନ୍ନାଥ ମନ୍ଦିରରେ ଗୋମାଂସ ଖାଇ ପଶିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି? : ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଗୋମାଂସ ଖାଇ ପଶିବା ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାମିଆ ଜାନିଙ୍କୁ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ…
Read More...

ବ୍ୟକ୍ତିଗତ କୁତ୍ସାରଟନାରୁ ବିଜେଡି ନିବୃତ୍ତ ରହୁ: ସୁଜିତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେଡିକୁ ପ୍ରଶ୍ନ ପଚାରିଲେ ସେ ବ୍ୟକ୍ତିଗତସ୍ତରକୁ ଆସି ସମାଲୋଚନା କରୁଛି । ବ୍ୟକ୍ତିଗତ କୁତ୍ସାରଟନାରୁ ବିଜେଡି ନିବୃତ୍ତ ରହିବା ଭଲ ବୋଲି ବିଜେପି ମୁଖପାତ୍ର ସୁଜିତ କୁମାର ଦାସ କହିଛନ୍ତି । ବିଜେପି ମୁଖପାତ୍ର ଶ୍ରୀ ଦାସ ଟ୍ୱିଟ (ଏକ୍ସ) କରି…
Read More...

ରୋହିତ ପୁଜାରୀଙ୍କ ଟ୍ୱିଟର ଜବାବ ଦେଲେ ସୁଜିତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିରୋଧୀ ଦଳ ନେଇ ଜୟନାରାୟଣ ମିଶ୍ରଙ୍କ ସମ୍ପର୍କରେ ଟ୍ୱିଟ (ଏବେ ଏକ୍ସ) କରି କଟୁ ମନ୍ତବ୍ୟ ଦେଇଥିବା ବିଜେଡି ବିଧାୟକ ରୋହିତ ପୂଜାରୀଙ୍କୁ କଡା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ସୁଜିତ କୁମାର ଦାସ । ସୁଜିତ ଟ୍ୱିଟ କରି କହିଛନ୍ତି, ବିଭାଗୀୟ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy