Browsing Tag

Surya Gochar

ବଦଳିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ନକ୍ଷତ୍ର ପରିବର୍ତ୍ତନ କରିଥା । ୧ ବର୍ଷରେ ଏହି ରାଶି ଚକ୍ର ସଂପୂର୍ଣ୍ଣ କରନ୍ତି । ବର୍ତ୍ତମାନ ସୂର୍ଯ୍ୟ ମୀନ ରାଶିରେ ଚଳନ କରୁଛନ୍ତି । ଯେହେତୁ ମୀନ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ରହିଛି ତେଣୁ ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ…
Read More...

ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟପରାଗ, ଜାଣନ୍ତୁ 

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ  ଆସନ୍ତା ଏପ୍ରିଲ୍ ୮ (ଆସନ୍ତାକାଲି) ସଙ୍ଗଠିତ ହେବ।  ଏକ ବିରଳ ତଥା ସୁନ୍ଦର ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ, ଏହି ମହାଜାଗତିକ ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିଆ, କାନାଡା଼,  ମେକ୍ସିକୋର କେତେକ ଅଂଚଳରେ ପୂର୍ଣ୍ଣ ଭାବର ଦେଖାଯିବ।  ଏଥି ସହିତ  ଏହାର…
Read More...

ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ

ମୀନ ରାଶିରେ ସୂର୍ଯ୍ୟ-ରାହୁଙ୍କ ସହିତ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି । ଯାହା ପ୍ରଭାବରେ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଦମାନେ ମତ ଦେଇଛନ୍ତି । ପ୍ରାୟ ୧୮ ବର୍ଷ ପରେ ଏହି ୩ଟି ଗ୍ରହର ମିଳନ ହେବାକୁ ଯାଉଛି । ତେବେ ଏହି ମିଳନରୁ…
Read More...

ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ, ଏହି ରାଶି ହେବେ ଧନବାନ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଦେବଙ୍କୁ ଗ୍ରହମାନଙ୍କର ମଧ୍ୟରେ ରାଜା ବୋଲି ବିବେଚନା କରାଯାଇଥାଏ । ବିଶ୍ୱାସ କରାଯାଏ ଯେ, ଯେତେବେଳେ ସୂର୍ଯ୍ୟଦେବ ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । କିଛି ଦିନ ପୂର୍ବରୁ ସୂର୍ଯ୍ୟଦେବ ବୃହସ୍ପତିଙ୍କ…
Read More...

ସୂର୍ଯ୍ୟଙ୍କ ଚଳନ, ଏହି ୩ଟି ରାଶି ହେବେ ଧନବାନ!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଖରମାସ ମାର୍ଚ୍ଚ ୧୪ ଗୁରୁବାର ଠାରୁ ଆରମ୍ଭ ହୋଇଛି ଏବଂ ଏହା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନ ମାର୍ଚ୍ଚ ୧୪ ତାରିଖରେ ମୀନ ରାଶିରେ ପ୍ରବେଶ କରିଛନ୍ତି। ଭଗବାନ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବା ମାତ୍ରେ…
Read More...

୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ

ସୂର୍ଯ୍ୟ ଦେବଙ୍କୁ ଗ୍ରହମାନଙ୍କ ମଧ୍ୟରେ ରାଜା ଭାବରେ ବିବେଚନା କରାଯାଇଥାଏ । ଜ୍ୟୋତିଷଙ୍କ ମତ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଭଲ ଅବସ୍ଥାରେ ଥାଏ ସେତେବେଳେ ସେହି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି…
Read More...

ରୋଜଗାର ‘ଠୁ ଖର୍ଚ୍ଚ ଅଧିକ କି? ରବିବାର କରନ୍ତୁ ଏହି ଉପାୟ

ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା କୁହାଯାଏ । ଯଦି ସୂର୍ଯ୍ୟ ଭଗବାନଙ୍କ ଆଶୀର୍ବାଦ ଅଛି, ଜଣେ ବ୍ୟକ୍ତି ଜୀବନରେ ବହୁତ ଅଗ୍ରଗତି କରେ ଏବଂ ସର୍ବଦା ସୁସ୍ଥ ରହିଥାଏ ବୋଲି ବିଶ୍ୱାସ ରହିଛି। ଯଦି ସୂର୍ଯ୍ୟ ରାଶିରେ ଏକ…
Read More...

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ କେବେ ଜାଣନ୍ତୁ

ଚଳିତ ବର୍ଷ ଦୁଇଥର ସୂର୍ଯ୍ୟ ପରାଗ ହେବ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୮ ତାରିଖରେ ହେବାକୁ ଥିବାବେଳେ ଏହା ଆମେରିକାରେ ଦୃଶ୍ୟମାନ ହେବ । ୨୦୧୭ ପରେ ପୁଣିଥରେ ଏପରି ଏକ ବିରଳ ସୂର୍ଯ୍ୟପରାଗ ଦେଖିବାକୁ ପାଇବେ ଆମେରିକୀୟ । ଏହା ଉତ୍ତର ଆମେରିକାର ଅନେକ ସ୍ଥାନରେ ସ୍ପଷ୍ଟ ବାବେ…
Read More...

ସୂର୍ଯ୍ୟ ଚଳନ, ବଦଳିବ ଏହି ରାଶିର ଲୋକଙ୍କ ଭାଗ୍ୟ..

ତିନି ଦିନ ପରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହା ସମସ୍ତ ୧୨ଟି ରାଶିର ଲୋକଙ୍କ ଉପରେ ନକାରାତ୍ମକ ଏବଂ ସକରାତ୍ମକ ପ୍ରଭାବ ପକାଇବ। ବୈଦିକ ଜ୍ୟୋତିଷ ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ଏହାର ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ଏହା ପୃଥିବୀର ସମସ୍ତ…
Read More...

ବର୍ଷର ଶେଷ ସୂର୍ଯ୍ୟ ପରାଗ କେବେ? ତାରିଖ ଓ ପ୍ରଭାବ ଜାଣନ୍ତୁ

ସୂର୍ଯ୍ୟ ପରାଗ୨୦୨୩: ୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ଘଟିଥିଲା । ୨୦୨୩ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଶନିବାର, ଅକ୍ଟୋବର ୧୪, ୨୦୨୩ ରେ ଘଟିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ, ଜ୍ୟୋତିର୍ବିଜ୍ଞାନ ଘଟଣାଗୁଡ଼ିକ ମଧ୍ୟରେ ସୂର୍ଯ୍ୟ ପରାଗ ଗଣନା କରାଯାଏ । କେବଳ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy