Browsing Category

ବାଣିଜ୍ୟ

ଟ୍ରେନରେ ମଦ ନେଇ ଗଲେ କ’ଣ ହେବ ? ଜାଣନ୍ତୁ

ଟ୍ରେନ୍ ହେଉଛି ଭାରତର ପରିବହନର ମୁଖ୍ୟ ଓ ପସନ୍ଦଯୋଗ୍ୟ ମାଧ୍ୟମ। ପ୍ରତିଦିନ ଟ୍ରେନ୍ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିଥାଏ। ରେଳ ଯାତ୍ରା ସହିତ ଜଡିତ ରେଳବାଇ କିଛି ନିୟମ ପ୍ରସ୍ତୁତ କରିଛି, ଯାହା ପ୍ରତ୍ୟେକ ଯାତ୍ରୀଙ୍କ ଅନୁସରଣ କରିବା ଆବଶ୍ୟକ।…
Read More...

ନିଯୁକ୍ତି ସୁଯୋଗ: ସରକାରୀ ଚାକିରୀ ଲାଗି ଆବେଦନ କରନ୍ତୁ

ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବଡ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ରାଜ୍ୟରେ ଖାଲି ପଡିଥିବା ଆରଆଇ ଓ ଅମିନ ଭଳି ଅନେକ ପଦବୀ ପୂରଣ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାର  ୨୮୯୫ଟି ପଦରେ ନିଯୁକ୍ତି ସୁଯୋଗ ବାହାର କରିଛନ୍ତି। ପ୍ରାର୍ଥୀଙ୍କୁ ରେଭିନ୍ୟୁ ଇନ୍ସପେକ୍ଟର…
Read More...

ଆପଣଙ୍କ ଟ୍ରେନ୍ ବିଳମ୍ବ ଅଛି କି? ରେଳବାଇର ଏହି ସୁବିଧା ନେଇପାରିବେ

ନୂଆଦିଲ୍ଲୀ : ଶୀତ ଋତୁରେ ଅନେକ ସମୟରେ କୁହୁଡି ଯୋଗୁଁ ଟ୍ରେନ୍ ଗୁଡିକ ବିଳମ୍ବିତ ହୁଏ । ଏଭଳି ପରିସ୍ଥିତିରେ ଯାତ୍ରୀମାନେ ଥରି ଥରି ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଶୀତରୁ ରକ୍ଷା କରିବା ପାଇଁ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ସୁବିଧା ଯୋଗାଇ…
Read More...

ମାଲାବାର ଗୋଲ୍ଡ ଓ ଡ଼ାଇମଣ୍ଡର ନିଜ ପ୍ରତିଷ୍ଠାନ ମଧ୍ୟରେ “ମାଇନ ଡ଼ାଇମଣ୍ଡ ଉତ୍ସବ”ର ଶୁଭ ଉନ୍ମୋଚନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମାଲାବାର ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡ, ଯାହାକି ଏକ ବିଶ୍ୱସ୍ତରୀୟ ସ୍ୱର୍ଣ୍ଣ ଅଳଙ୍କାରର ଖୁଚୁରା ବିକ୍ରେତା, ଏହାର ସବୁଠାରୁ ଲୋକପ୍ରିୟ ସହ-ବ୍ରାଣ୍ଡ “ମାଇନ ଡ଼ାଇମଣ୍ଡ” ଯାହା ସବୁଠାରୁ ଅଧିକ ସୂକ୍ଷ୍ମ ହୀରା କାରୁକାର୍ଯ୍ୟର ଏକ ଅତି ସୁନ୍ଦର ପ୍ରଦର୍ଶନକାରୀ…
Read More...

ଅଜନ୍ତା ଫୁଟକେୟାରର ଭୁବନେଶ୍ୱରରେ ପ୍ରଥମ ଫ୍ଲାଗଶିପ ଷ୍ଟୋର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମଲ୍ଟି ବ୍ରାଣ୍ଡ ଆଉଟଲେଟ ପ୍ୟାନ ଇଣ୍ଡିଆରେ ୧୯୫୬ ଠାରୁ ଗତ ୬୭ ବର୍ଷ ଧରି ଫୁଟକେୟାର ବ୍ରାଣ୍ଡରେ ନିଜର ଉପସ୍ଥିତି ଜାହିର କରିଥିବା ଅଜନ୍ତା ସୁଜ୍‌ର ସ୍ୱତନ୍ତ୍ର ଖୁଚୁରା ଚେନ ଭୁବନେଶ୍ୱରର ଅଶୋକନଗରରେ ଏହାର ପ୍ରଥମ ଫ୍ଲାଗଶିପ ଷ୍ଟୋର ଆରମ୍ଭ କରିଛି । ଏହି…
Read More...

ଏଣିକି ହ୍ୱାଟ୍ସଆପ୍ ଷ୍ଟାଟସରେ ଏଚଡି ଫଟୋ ଓ ଭିଡିଓ ସେୟାର ସହଜ ହେବ, ଜାଣନ୍ତୁ

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଉପଭୋକ୍ତାମାନେ ପ୍ରାୟତଃ ଷ୍ଟାଟସ ମାଧ୍ୟମରେ ସେମାନଙ୍କ ସମ୍ପର୍କ ସହିତ ବିଶେଷ ମୁହୂର୍ତ୍ତ ସେୟାର କରିବାକୁ ପସନ୍ଦ କରନ୍ତି । ଯେତେବେଳେ ଆପଣ ହ୍ୱାଟ୍ସଆପ୍ ଷ୍ଟାଟସ ଅପଡେଟ୍ କରନ୍ତି, ଫଟୋ ଏବଂ ଭିଡିଓର ଗୁଣ ନଷ୍ଟ ହୋଇଯାଏ, ଏଥିପାଇଁ ଆପଣ ଅନେକ ଥର ନିରାଶ ହୋଇଥିବେ…
Read More...

ଓଟିସ ଇଣ୍ଡିଆ ଜେନ3™ ନୋଭା ପରିସର ଲିଫ୍ଟ ପାଇଁ ଅନଲାଇନ ଅର୍କର-ବୁକିଙ୍ଗ ଯାଚନା କରୁଛି

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କୋଠା ମାଲିକ ଓ ସୁବିଧା ପରିଚାଳକ ଓଟିସ ଇଣ୍ଡିଆ’ର e-commerce portal ମାଧ୍ୟମରେ ଡିଜିଟଲ ଭାବେ ସଞ୍ଜୋଜିତ Gen3 Nova ଲିଫ୍ଟ ଅନଲାଇନରେ କିଣି ପାରିବେ । ଏଲିଭେଟର ଓ ଏସ୍କେଲେଟର ନିର୍ମାଣ, ସ୍ଥାପନା ଓ ସେବା ପାଇଁ ବିଶ୍ଵର ଅଗ୍ରଣୀ କମ୍ପାନୀ ଓଟିସ ଇଣ୍ଡିଆ…
Read More...

ଏୟାରଟେଲ୍ ୩୦ ଜିଲ୍ଲାକୁ ୫ଜି କଭରେଜ୍ ସମ୍ପ୍ରସାରଣ କରିଛି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍ (‘‘ଏୟାରଟେଲ’’), ଏୟାରଟେଲ୍ ୫ଜି ପ୍ଲସ୍ ଲଞ୍ଚ ହେବାର ୧ ବର୍ଷ ମଧ୍ୟରେ ଆଜି ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ୧.୪ ନିୟୁତ ୟୁନିକ୍ ୫ଜି ଗ୍ରାହକ ରହିଛନ୍ତି। ଏହି କମ୍ପାନି ମଧ୍ୟ…
Read More...

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ନିଯୁକ୍ତି ସୁଯୋଗ

ଚାକିରି ଆଶାରେ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର। କାହିଁକିନା ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ଏକ ନିଯୁକ୍ତି ସୁଯୋଗ ଆସିଛି। ଯାହା ଦ୍ବାରା ଶହଶହ ଲୋକେ ନିଯୁକ୍ତି ପାଇ ପାରିବେ।  ନିକଟରେ, ଓଏସଏସସି ପକ୍ଷରୁ ବହୁ ପଦ ପାଇଁ ଚାକିରି ବାହାରିଥିବା ବେଳେ ତା’ର…
Read More...

NLCରେ ବମ୍ପର ନିଯୁକ୍ତି ସୁଯୋଗ, ଆବେଦନ ପ୍ରକ୍ରିୟା ଆରମ୍ଭ

ଚାକିରି ଖୋଜୁଥିବା ଆଶାୟୀ ଯୁବକ-ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର। ନେଭେଲି ଲିଗ୍ନାଇଟ କର୍ପୋରେସନ (NLC) ଇଣ୍ଡିଆ ଲିମିଟେଡ ପକ୍ଷରୁ ବାହାରିଛି ନିଯୁକ୍ତି ସୁଯୋଗ। ନିଜର ଦକ୍ଷତା ବା ଶୈକ୍ଷିକ ଯୋଗତ୍ୟା ଅନୁଯାୟୀ ଏବେ ହିଁ କରନ୍ତୁ ଆବେଦନ। ଟ୍ରେଡ ଆପ୍ରେଣ୍ଟିସ ଓ ନନ-ଇଞ୍ଜିନିୟରିଂ ଗ୍ରାଜୁଏଟ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy