Browsing Tag

Railway

ବଦଳିଲା ନିୟମ: ଟ୍ରେନ ଟିକେଟ ବାତିଲ ହେଲେ ମାତ୍ର ୬୦ ଟଙ୍କା କଟିବ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁବିଧା ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛି । ଏହି କ୍ରମରେ ଆଜି ୱେଟିଂ ବା ଟିକେଟ ବାତିଲ ନେଇ ଏକ ନିୟମ ଆଣିଛି । ଅନେକ ସମୟରେ ଯାତ୍ରୀଙ୍କ ୱଟିଂ ଟିକେଟ କନଫର୍ମ ହୋଇନଥାଏ। ଏଭଳି ପରିସ୍ଥିତିରେ ରେଳବାଇ ଦ୍ୱାରା ସେହି ଟିକେଟ୍ ବାତିଲ କରିଦିଆଯାଏ।…
Read More...

ଏଣିକି ରେଳବାଇ ସାଧାରଣ କୋଚ୍‌ରେ ମିଳିବ ଖାଦ୍ୟ

ପ୍ରଥମ ଥର ପାଇଁ ଜେନେରାଲ୍ କୋଚ୍ ରେଳ ଯାତ୍ରୀମାନେ ପୁରୀ-ସାବଜୀକୁ ୨୦ ଟଙ୍କାରେ ଓ ପ୍ଲାଟଫର୍ମରେ ୫୦ ଟଙ୍କା ମୂଲ୍ୟରେ ସୁଲଭ ଖାଦ୍ୟ ପ୍ୟାକେଟ୍ ପାଇବେ। ଗ୍ରୀଷ୍ମ ଛୁଟି ଯୋଗୁଁ ଟ୍ରେନରେ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ଅସ୍ଥାୟୀ ଖାଦ୍ୟ କାଉଣ୍ଟର ଖୋଲିଛି। ଟ୍ରେନର ଦୁଇ ମିନିଟର…
Read More...

ଦଶମ ପାସ୍ ପାଇଁ ବମ୍ପର ନିଯୁକ୍ତି, ରେଲୱେ ୯୧୪୪ ପଦବୀରେ ନିଯୁକ୍ତି ଦେବ

ଦଶମ ପାସ୍ ଯୁବ ବର୍ଗଙ୍କ ପାଇଁ ରେଳବାଇରେ ଚାକିରି କରିବାକୁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଭାରତୀୟ ରେଳ ବିଜ୍ଞପ୍ତି ଜାରି କରିଛି। ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ୮ ଏପ୍ରିଲ ମଧ୍ୟରେ ଆବେଦନ…
Read More...

ରେଳବାଇରେ ୯ ହଜାର ଟେକ୍ନିସିଆନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି

ନୂଆଦିଲ୍ଲୀ : ରେଳବାଇରେ ସରକାରୀ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ରେଳବାଇରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ୫ ହଜାର ପଦବୀରେ ନିଯୁକ୍ତି ପରେ ଏବେ ଆରଆରବି ୯୦୦୦ ହଜାର ଟେକ୍ନିସିଆନ ପଦବୀରେ ନିଯୁକ୍ତି ଘୋଷଣା କରିଛି । ଏକ ସ୍ୱଳ୍ପ ବିଜ୍ଞପ୍ତି…
Read More...

ଟ୍ରେନରେ ମଦ ନେଇ ଗଲେ କ’ଣ ହେବ ? ଜାଣନ୍ତୁ

ଟ୍ରେନ୍ ହେଉଛି ଭାରତର ପରିବହନର ମୁଖ୍ୟ ଓ ପସନ୍ଦଯୋଗ୍ୟ ମାଧ୍ୟମ। ପ୍ରତିଦିନ ଟ୍ରେନ୍ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିଥାଏ। ରେଳ ଯାତ୍ରା ସହିତ ଜଡିତ ରେଳବାଇ କିଛି ନିୟମ ପ୍ରସ୍ତୁତ କରିଛି, ଯାହା ପ୍ରତ୍ୟେକ ଯାତ୍ରୀଙ୍କ ଅନୁସରଣ କରିବା ଆବଶ୍ୟକ।…
Read More...

ଆପଣଙ୍କ ଟ୍ରେନ୍ ବିଳମ୍ବ ଅଛି କି? ରେଳବାଇର ଏହି ସୁବିଧା ନେଇପାରିବେ

ନୂଆଦିଲ୍ଲୀ : ଶୀତ ଋତୁରେ ଅନେକ ସମୟରେ କୁହୁଡି ଯୋଗୁଁ ଟ୍ରେନ୍ ଗୁଡିକ ବିଳମ୍ବିତ ହୁଏ । ଏଭଳି ପରିସ୍ଥିତିରେ ଯାତ୍ରୀମାନେ ଥରି ଥରି ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଶୀତରୁ ରକ୍ଷା କରିବା ପାଇଁ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ସୁବିଧା ଯୋଗାଇ…
Read More...

ରେଳ କର୍ମଚାରୀଙ୍କ ପାଇଁ ୧୯୬୮.୮୭ କୋଟି ଟଙ୍କାର ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି)କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ (ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ର କ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର,…
Read More...

ରେଲୱେ ଆପ୍ରେଣ୍ଟିସ୍ ପଦବୀରେ ବମ୍ପର ନିଯୁକ୍ତି, ତୁରନ୍ତ ଆବେଦନ କର

ରେଲୱେ ନିଯୁକ୍ତି : ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ରେଳବାଇରେ ଆପ୍ରେଣ୍ଟିସ ପଦବୀ ପାଇଁ ରେଳବାଇ ନିଯୁକ୍ତି ସେଲ୍ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେକୌଣସି ଯୋଗ୍ୟ ଏବଂ…
Read More...

ଅଗଷ୍ଟ ୬ରେ ପ୍ରଧାନମନ୍ତ୍ରୀ ଏକକାଳୀନ ୫୦୮ ରେଳଷ୍ଟେସନର ନବୀକରଣ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୬ ତାରିଖ ସକାଳ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ମୂଳଦୁଆ ପକାଇବାକୁ ଯାଉଛନ୍ତି । ଏହି ପୁନଃ ନିର୍ମାଣ କାର୍ଯ୍ୟ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯିବ ।…
Read More...

ରେଳବାଇର ଏହି ଯୋଜନାରୁ ଲାଭ ପାଆନ୍ତୁ, ଭଲ ରୋଜଗାର ହେବ

ଭାରତୀୟ ରେଳ କୌଶଳ ବିକାଶ ଯୋଜନା: ବେରୋଜଗାର ଯୁବକମାନଙ୍କ ପାଇଁ ଭାରତୀୟ ରେଳ ଏକ ବଡ଼ ଅଭିଯାନ ଆରମ୍ଭ କରିଛି । ଭାରତୀୟ ରେଳବାଇ ଅଧିକରୁ ଅଧିକ ବେକାର ଯୁବକଙ୍କୁ ରୋଜଗାରକ୍ଷମ କରିବାକୁ ଚାହୁଁଛି, ତେଣୁ ଏହି ଅଭିଯାନ ଅଧୀନରେ ରେଳବାଇ ଯୁବକମାନଙ୍କୁ ୧୫ ରୁ ୧୮ ଦିନ ତାଲିମ ଦେବାକୁ ନିଷ୍ପତ୍ତି…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy