Browsing Tag

stf

ଯାଜପୁରରୁ ଧରାପଡିଲା କାଶ୍ମୀର ଆତଙ୍କବାଦୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘଦିନ ହେଲା ପୁଲିସକୁ ଚକ୍‌ମା ଦେଇ ଲୁଚି ବୁଲୁଥିବା କାଶ୍ମୀର ଆତଙ୍କବାଦୀ ସୟଦ ଇସାନ ବୁଖାରୀକୁ ବ୍ରାଇମବ୍ରାଞ୍ଚର ଏସଟିଏଫ କାବୁ କରିବାରେ ସକ୍ଷମ ହୋଇଛି । ଯାଜପୁର ଜିଲ୍ଲା ନେଉଳପୁରରୁ ଏସଟିଏଫ ତାକୁ ଗିରଫ କରିଥିବା ବେଳେ ତା’ ନିକଟରୁ ଅନେକଗୁଡିଏ…
Read More...

ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର,(ରିପୋଟର୍ସ ପେନ) : କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଟିମ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ଶରତ ଦେ ଓରଫ କାଳିଆ । ପୁଲିସ ତା ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ତା’ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ…
Read More...

ଦୁଇ ଫେରାର ବ୍ରାଉନସୁଗାର ବେପାରୀ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘଦିନ ହେଲା ପୁଲିସ ଆଖିରେ ଧୂଳି ଦେଇ ଖସି ବୁଲୁଥିବା ଦୁଇ ନିଶା ମାଫିଆଙ୍କୁ ଏସ୍‌ଟିଏଫ କାବୁ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପିପିଲି ଦାନଗୋହିରିର ମହମ୍ମଦ ସଦାମ ଓ ନୟାଗଡ ଫତେଗଡର ଚିତ୍ତରଂଜନ ବେହେରା । ଏସଟିଏଫ ଏମାନଙ୍କ ଠାରୁ ଟଙ୍କା, ବନ୍ଧୁକ…
Read More...

୩ ଚାଇନା ନାଗରିକ ନାଁରେ ଲୁକ୍‌ଆଉଟ ସକ୍ୟୁଲାର ଜାରି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅନଲାଇନ ସ୍କାମ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ଚାଇନାର ଗୁଆଁହୁଆ ୱାଙ୍ଗିଙ୍କ ବିରୋଧରେ ପୂର୍ବରୁ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା । ଏବେ ତାଙ୍କ ସହଯୋଗୀ ୩…
Read More...

୪୧ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ଜଣେ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏହି ମାମଲାରେ ଏସଟିଏଫ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହେର । ତାଙ୍କ ଘର ଉଲୁଣ୍ଡାର ମାଟିଖାଇ ନୂଆବସ୍ତିରେ ବୋଲି…
Read More...

ବଡ ଅଫିସର କହି ଠକୁଥିଲା, ପୂର୍ବରୁ ୬ ଥର ଗିରଫ ହୋଇଛି କାହ୍ନୁଚରଣ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନକଲି ଆରଟିଆଇ କର୍ମଚାରୀ କହି ଠୁକୁଥିବର କାହ୍ନୁଚରଣ ପ୍ରଧାନର ଗୋଟାଏ ପରେ ଗୋଟାଏ ଗୁମର ଖୋଲିବାରେ ଲାଗିଛି ।କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ) କାହ୍ନୁ କିପରି ନିଜକୁ ବଡ ଅଫିସର ପରିଚୟ ଦେଇ ଭିନ୍ନଭିନ୍ନ ସମୟରେ ଲୋକଙ୍କୁ ବୋକା ବନାଇ…
Read More...

ଏସ୍‌ଟିଏଫ ହାତରେ ଧରାପଡିଲେ ୪ ନିଶା ବେପାରି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ନିଶା ସପ୍ଲାଏ କରୁଥିବା ୪ଜଣ ମାଫିଆରଙ୍କୁ କ୍ରାଇମବ୍ରାଞ୍ଚର ଏସଟିଏଫ କାବୁ କରିଛି । ବାଲେଶ୍ୱର ରେଳଷ୍ଟେସନ ରୋଡ ନିକଟରୁ ଏସଟିଏଫ ୪ ନିଶା ନିଶା ବେପାରିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ…
Read More...

ଓଟିପି ସେୟାରିଂ ମାମଲା: ଏସଟିଏଫ ହାତରେ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଟିପି ସେୟାରିଂ ମାମଲାର ତଦନ୍ତ କରୁଥିବା ଏସଟିଏଫ ହାତକୁ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ ଆସିଛି । ଏସଟିଏଫ ରିପୋର୍ଟକୁ ଅନୁଧ୍ୟାନ କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବ । ଏଥିସହିତ ଏସଟିଏଫ ଦେଶ ବିରୋଧୀ…
Read More...

ଚାଇନା ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଶହେ କୋଟି ଟଙ୍କା ଠକେଇ ଅଭିୋଗରେ ଜଣେ ଚାଇନା ନାଗରିଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର । କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପୁଲିସ(ଇଓଡବ୍ଲ୍ୟୁ)ର ଅନୁରୋଧ କ୍ରମେ ଗ୍ରୃହରାଷ୍ଟ୍ର ବିଭାଗର ବ୍ୟୁରୋ ଅଫ୍ ଇମିଗ୍ରେସନ୍ ପକ୍ଷରୁ ଏହି…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy