Browsing Tag

World Cup 2023

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର କ୍ୟାପଟେନ୍‌

ନୂଆଦିଲ୍ଲୀ : ବିଶ୍ୱକପ୍ ସରିବା ପରେ ୨୩ ନଭେମ୍ବରରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯିବ । ଏଥିପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି । ସୂର୍ଯ୍ୟକୁମାରଙ୍କୁ ଯୁବ ଦଳର ଅଧିନାୟକ କରାଯାଇଛି । ଯେଉଁଠାରେ ସଞ୍ଜୁ ସାମସନ ଦଳରେ ସ୍ଥାନ ନେଇପାରିନଥିଲେ । …
Read More...

ରୋହିତ-ସିରାଜଙ୍କ ଲୁହ ବନ୍ଦ ହେଲାନି, ଫଟୋ ଦେଖି ପ୍ରଶଂସକଙ୍କ ହୃଦୟରେ ତରଳି ଯିବ

ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ପିକ୍ସ: ବିଶ୍ୱ ଦଳ ଟ୍ରଫି ଜିତିବା ପାଇଁ ଦୀର୍ଘ ୧୨ ବର୍ଷ ହେଲା ଅପେକ୍ଷା କରିଥିବା ଭାରତୀୟ ଦଳର ଆଶା ଆଶାରେ ହିଁ ରହିଯାଇଛି । ଫାଇନାଲରେ ରୋହିତ ଟିମ୍‌କୁ ଅଷ୍ଟ୍ରେଲିଆ ଦଳ ୬ ୱିକେଟରେ ପରାସ୍ତ ହୋଇଛି । ଏହି ପରାଜୟ ପରେ ଭାରତୀୟ ଶିବିରରେ ଦୁଃଖରେ ବୁଡି ରହିଛି । …
Read More...

ଭାରତୀୟ ପ୍ରସଂଶକ ନିରାଶ, ଅଷ୍ଟ୍ରେଲିଆ ପୁଣି ବିଶ୍ୱଚାମ୍ପିୟନ

ବିଶ୍ୱକପ୍ ୨୦୨୩ ଫାଇନାଲ୍‌: ଲଗାତର ୧୦ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ କ୍ରିକେଟ ଟିମ କୋଟି କୋଟି ପ୍ରସଂଶକଙ୍କୁ ନିରାଶ କରିଛନ୍ତି । ୨୦୨୩ ବିଶ୍ୱକପ୍ ଜିତିବା ଆଶାକୁ ଧୂଳିସାତ କରିଦେଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ ମାତ୍ର ୨୪୦ ରନରେ ଅଲ୍‌ଆଉଟ ହୋଇଥିଲେ ।…
Read More...

୧୬ ବର୍ଷ ତଳର ପରାଜୟର ଦାଗ ଲିଭାଇବ ଦ୍ରାବିଡ ଟିମ୍‌!

ବିଶ୍ୱକପ୍ ୨୦୨୩ ଫାଇନାଲ୍‌: ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଯାତ୍ରା ସହଜ ହୋଇନାହିଁ । କୋଚ୍ ହେବା ପରେ ଦ୍ରାବିଡଙ୍କୁ ଅନେକ ଥର ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଦ୍ରାବିଡଙ୍କ…
Read More...

ଫାଇନାଲରେ କାହାକୁ ମିଳିବ ଫାଇଦା ବୋଲର ନା ବ୍ୟାଟ୍ସମ୍ୟାନ? ଜାଣନ୍ତୁ ପିଚ୍ ରିପୋର୍ଟ

ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ପିଚ୍ ରିପୋର୍ଟ: ବିଶ୍ୱକପ୍ ଟାଇଟଲ୍ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ । ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ଟାରୁ ଆରମ୍ଭ ହେବ । କିନ୍ତୁ…
Read More...

‘ଏପର୍ଯ୍ୟନ୍ତ ସବୁ ଭଲ ହୋଇଛି, ଆସନ୍ତାକାଲି ମଧ୍ୟ ଭଲ ହେବ …’ : ରୋହିତ ଶର୍ମା

କ୍ରିକେଟ ବିଶ୍ୱକପ୍ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଅନେକ ଖୁଲାସା କରିଛନ୍ତି । ଭାରତୀୟ ଅଧିନାୟକ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗତ ଆଠଟି ମ୍ୟାଚ୍ ଜିତିଥିବାରୁ…
Read More...

ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଦୁର୍ବଳ ହୋଇପାରେ, ଜାଣନ୍ତୁ

ବିଶ୍ୱକପ ୨୦୨୩ ରେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଯେଉଁଭଳି ପ୍ରଦର୍ଶନ କରିଛି, ତାହା ବେଶ ଉଚ୍ଚକୋଟିର ଓ ସ୍ୱାଗତଯୋଗ୍ୟ । ଏପରି ଶକ୍ତିଶାଳୀ ଟିମ୍ ଇଣ୍ଡିଆ ପୂର୍ବରୁ କ୍ୱଚିତ୍ ଦେଖିବାକୁ ମିଳିଥିଲା । ବ୍ୟାଟିଂ ଠାରୁ ଆରମ୍ଭ କରି ବୋଲିଂ ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ପ୍ରତ୍ୟେକ କ୍ଷେତ୍ରରେ…
Read More...

ବିଶ୍ୱକପ୍ ଫାଇନାଲ: ପିଚ୍ ସ୍ପିନରଙ୍କୁ ସୁହାଇବ ଓ ରନ୍‌କୁ ପିଛା କରିବା ସହଜ ହେବ!

ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପିଚ୍‌: ଯଦିଓ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ବିବେଚନା କରାଯାଏ, ତେବେ ଏଥର ବୋଲରମାନେ ମଧ୍ୟ ଏଠାରେ ଏକ ଚମତ୍କାର କାର୍ଯ୍ୟ କରିଛନ୍ତି । ବିଶେଷକରି ସ୍ପିନରମାନେ ଏହି ପିଚ୍‌ରେ କଡ଼ା ବୋଲିଂ ସହ ଅନେକ ୱିକେଟ୍ ନେଇଛନ୍ତି ।…
Read More...

ଟିମ୍ ଇଣ୍ଡିଆ ବିଶ୍ୱ ଚାମ୍ପିଅନ୍ ହେବା ନିଶ୍ଚିତ!

ବିଶ୍ୱକପ ୨୦୨୩ ଫାଇନାଲ: ବିଶ୍ୱକପ୍‌ର ଫାଇନାଲ ତଥା ଶେେ ମ୍ୟାଚ୍ ରବିବାର (ନଭେମ୍ବର ୧୯) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ଐତିହାସିକ କରିବାକୁ ଭାରତ ଏବଂ ଅଷ୍ଟ୍ରେଲିଆର କ୍ରିକେଟ୍ ଦଳ ଜୋରଦାର ପ୍ରସ୍ତୁତି…
Read More...

ଭାରତର ଏହି ୧୦ ଖେଳାଳି ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିବେ, ଜାଣନ୍ତୁ

କ୍ରିକେଟ ବିଶ୍ୱକପ୍‌: ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆକୁ ଭେଟିବ । ଦୁଇ ଦଳ ମଧ୍ୟରେ ଟାଇଟଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଆପଣ ଜାଣନ୍ତି କି ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଫାଇନାଲରେ କେବଳ ଜଣେ ଭାରତୀୟ ଖେଳାଳି ଖେଳିବେ, ପ୍ରଥମ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy