Browsing Tag

republic day

ରାଷ୍ଟପତି ଭବନରେ ମାକ୍ରୋନ୍‌ଙ୍କୁ ସ୍ୱାଗତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ଙ୍କୁ ଭେଟିଛନ୍ତି । ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରିୟ ଭବନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଉପରାଷ୍ଟ୍ରପତି…
Read More...

ଭାରତର ସମ୍ବିଧାନ ୨୬ ଜାନୁଆରୀରେ କାହିଁକି କାର୍ଯ୍ୟକାରୀ ହୋଇଥିଲା?

ଆପଣ ଜାଣିଛନ୍ତି କି ଭାରତର ସମ୍ବିଧାନ ୨୬ ଜାନୁଆରୀ ୧୯୫୦ରେ କାହିଁକି କାର୍ଯ୍ୟକାରୀ ହୋଇଥିଲା, ଯେତେବେଳେ ଏହା ନଭେମ୍ବର ୧୯୪୯ରେ ପ୍ରସ୍ତୁତ ହୋଇଥିଲା! ଏହି ପ୍ରଶ୍ନର ଉତର ଖୋଜୁଥିବା ବେଳେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ନାମ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ବିବେଚନା କରାଯାଉଥିବା ସମୟ…
Read More...

ରଙ୍ଗୀନ ପଗଡି, ଧଳା କୁର୍ତ୍ତା-ପାଇଜାମା … ଗଣତନ୍ତ୍ର ଦିବସରେ ନୂଆ ଲୁକ୍‌ରେ ମୋଦୀ

ଭାରତ ୭୫ତମ ଗଣତନ୍ତ୍ର ଦିବସ: ଦେଶ ଆଜି ଏହାର ୭୫ ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଶୁକ୍ରବାର (ଜାନୁଆରୀ ୨୬) ସକାଳେ ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲକୁ ଯାଇ ସେଠାରେ ଦେଶ ପାଇଁ ପ୍ରାଣ ହରାଇଥିବା…
Read More...

ଧାରଣତନ୍ତ୍ର ଦିବସ-୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର…
Read More...

ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ। ତେବେ ଓଡ଼ିଶାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା…
Read More...

ସାଧାରଣତନ୍ତ୍ର ପ୍ୟାରେଡରେ ୟୁପିର ସ୍ୱତନ୍ତ୍ର ପ୍ରଜ୍ଞାପନ ବିଶ୍ୱନାଥ କରିଡରର ଦର୍ଶକଙ୍କୁ ଆକର୍ଷିତ କରିଛି

?????????: ???????? ???? ?????? ??????? ??????? ?????? ?????? ????????? ????? ?????????? ???????? ???????? ? ??? ?????, ?? ????????? ?????????? ???? ?????? ???? ???????? ??? ??? ???????? ????? ???????? ??????? ??????? ??????? ? ???…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy