Browsing Category

ଏସିଆ କପ୍‌

Get latest news headlines breaking news and updates of local national and international origin with articles photos and videos

ଏସିଆ କପ୍ : ୯ ବର୍ଷ ପରେ ଫେରୁଛନ୍ତି ବିରାଟ କୋହଲି

ଏସିଆ କପ୍‌: ଆଉ ଦିନ କେଇଟା ବେଳେ ଏସିଆ କପ୍ ୨୦୨୩ ଆରମ୍ଭ ହେବ । ସାରା ବିଶ୍ୱବାସୀ ଉତ୍ସାହର ସହିତ କେବଳ ସେପ୍ଟେମ୍ବର ୨କୁ ଅପେକ୍ଷା କରିଛନ୍ତି । ଏହି ତାରିଖରେ ଟିମ୍ ଇଣ୍ଡିଆ ଟୁର୍ନାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ ରୋହିତ ଟିମ ସମ୍ମୁଖରେ ରହିବ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ…
Read More...

ରାହୁଲଙ୍କ ୱିକେଟ୍ କିପିଂ ଅଭ୍ୟାସ ଓ ଆୟରଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଲା

ନୂଆଦିଲ୍ଲୀ,: ଏସିଆ କପ୍ ପାଇଁ ପ୍ରସ୍ତୁତିରେ ନିୟୋଜିତ ଟିମ୍ ଇଣ୍ଡିଆ, ଆଲୁରରେ ଥିବା ୬ ଦିନିଆ କଣ୍ଡିସନର କ୍ୟାମ୍ପରେ ନିରନ୍ତର ଅଭ୍ୟାସ ଚଳାଇଛି । କେଏଲ ରାହୁଲ ଶନିବାର ୱିକେଟ୍ କିପିଂ କରିବା ସହିତ ବ୍ୟାଟିଂ ଅଭ୍ୟାସ କରିଥିଲେ । ଏସିଆ କପ୍ ୨୦୨୩ ପାଇଁ ଦଳ ଘୋଷଣା କରିବାବେଳେ ମୁଖ୍ୟ…
Read More...

ଆରମ୍ଭରୁ ଏବେ ପର୍ଯ୍ୟନ୍ତ କିଏ ପିନ୍ଧିଛି ଏସିଆ କପ୍ ମୁକୁଟ? ଜାଣନ୍ତୁ …

ଏସିଆ କପ୍ ୨୦୨୩ : ଆସନ୍ତା ୩୦ ତାରିଖରୁ ଏସିଆ କପ୍ ୨୦୨୩ ଆରମ୍ଭ ହେବ । ଏଥର ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ । ଏହାପୂର୍ବରୁ ୨୦୨୨ ମସିହାରେ ଏହି ଟୁର୍ନାମେଣ୍ଟ ଟି -୨୦ ଫର୍ମାଟରେ ଖେଳାଯାଇଥିଲା ଯେଉଁଥିରେ ଶ୍ରୀଲଙ୍କା ଚାମ୍ପିୟନ ହୋଇଥିଲା । ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍…
Read More...

ଭାରତ ଓ ପାକିସ୍ତାନ ତିନୋଟି ସ୍ମରଣୀୟ ମ୍ୟାଚ୍‌, ଜାଣନ୍ତୁ

ନୂଆଦିଲ୍ଲୀ: ବିଗତ ୧୯୮୪ ମସିହାରୁ ଏସିଆ କପ୍ ଆୟୋଜିତ ହେଉଛି । ଏଥିରେ ଭାରତ ଓ ପାକିସ୍ତାନ ୧୫ରୁ ଅଧିକ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଭାରତ ଏବଂ ପାକିସ୍ତାନର ତିନୋଟି ମ୍ୟାଚ୍ ବିଷୟରେ କହୁଛୁ, ଯାହା ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ଅଛି । ଭାରତ ବନାମ ପାକିସ୍ଥାନ…
Read More...

ଏସିଆ କପ୍ ଇତିହାସ: ଏହି ବୋଲର ସବୁଠାରୁ ମହଙ୍ଗା ପକାଇଛନ୍ତି

ଏସିଆ କପ୍ ୨୦୨୩: ଆସନ୍ତା ୩୦ ତାରିଖରୁ ଏସିଆ କପ୍ ମହାକୁମ୍ଭ ଆରମ୍ଭ ହେଉଛି । ଏସିଆ କପରେ ଏସିଆ ମହାଦେଶର ଟିମ ଅଂଶଗ୍ରହଣ କରୁଛନ୍ତି । ଇତିହାସ ଅନୁସାରେ ଭାରତ ସର୍ବାଧିକ ୭ ଥର ଏସିଆ କପ୍ ଜିତିଛି । ଏଥି ସହିତ ଶ୍ରୀଲଙ୍କା ୫ଥର ଏସିଆ କପ୍ ଜିତିଛି । ଦୁଇଥର ଏସିଆ କପ୍ ଜିତିବାରେ ପାକିସ୍ତାନ…
Read More...

ଏସିଆ କପ୍ ୨୦୨୩: ଭାରତୀୟ ଦଳ ବିଷୟରେ ୫ ଟି ବଡ଼ କଥା

ନୂଆଦିଲ୍ଲୀ,: ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଚୟନକର୍ତ୍ତାମାନେ ୧୭ ଜଣିଆ ଦଳ ଚୟନ କରିଛନ୍ତି । ଆଘାତରୁ ସୁସ୍ଥ ହେବା ପରେ କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ଦଳକୁ ଫେରିଛନ୍ତି । ଏଥି ସହିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ବ୍ୟାଟ୍…
Read More...

ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,: ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ହାତରେ ଥିବାବେଳେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି । ୟୁଜଭେନ୍ଦ୍ର ଚହଲ ଭାରତୀୟ ଦଳରେ ସ୍ଥାନ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy