Browsing Tag

accident

 ଓଭର ବ୍ରିଜ୍‌ରୁ ତଳକୁ ଖସିଲା ବସ୍, ୫ ମୃତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ଓଭରବ୍ରିଜରୁ ତଳକୁ ଖସି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୫ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ…
Read More...

ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। । ବାଙ୍ଗିରିପୋଷି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ପଡ଼ିବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ଗୁରୁତର ହୋଇଛନ୍ତି । ଆହତ…
Read More...

ଆନନ୍ଦପୁର ଓ ସୋନପୁରରେ ପିକ୍‍ନିକ ବସ୍‍ ଦୁର୍ଘଟଣା: ୧୭ ଆହତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପିକ୍‍ନିକ୍‍ ସାରି ଫେରୁଥିବାବେଳେ ଦୁଇଟି ପୃଥକ ଘଟଣାରେ ଦୁଇଟି ପିକ୍‍ନିକ୍‍ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଦ୍ୱାରା ୧୭ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମ ଘଟଣା ଆସିଛି ସୋନପୁରରୁ। ଏଠାରେ ୭ ଜଣ ପିଲା…
Read More...

ଟିପ୍ପର ଓଲଟି ୫ ଶ୍ରମିକ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର/ମାଲକାନଗିରି , (ରିପୋଟର୍ସ ପେନ୍‌): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ ୫ଜଣଙ୍କ ପ୍ରାଣହାନି ଘଟିଛି। ସମସ୍ତ ମୃତକ ଶ୍ରମିକ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବମିଖାଲ ଫ୍ଲାଏ ଓଭରବ୍ରିଜ ତଳେ ଯାଇଥିବା ଖାଳଖମା ରାସ୍ତାରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଡାକ୍ତରଙ୍କ ଜୀବନ ଯାଇଛି । ମୃତ ଡାକ୍ତରଙ୍କ ନାମ ଅମିତ କୁମାର ବିଷୋଇ (୨୬) ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲା ବହ୍ମପୁରରେ ବୋଲି ଜଣାପଡିଛ ।…
Read More...

ପାହାଡରୁ ପଥର ଖସି ରାସ୍ତାରେ ଯାଉଥିବା କାରକୁ ଚୁନା କରିଦେଲା, ଦେଖନ୍ତୁ ଭୟଙ୍କର ଭିଡ଼ିଓ

?????????: ?????????? ?? ???????????? ????? ???????? ????? ? ????????? ???????? ????? ??? ?????? ?????, ????? ?????? ????? ?????? ??????? ????? ? ???? ?????????? ??? ????? ???????? ?? ???? ????????? ??? ?? ???????? ????? ????? ? ?????????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy