Browsing Tag

bjp odisha

୨୦୨୪ ନିର୍ବାଚନରେ ବିଜେପିର ବିଜୟ ସ୍ପଷ୍ଟ: ବିଜେପି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଭାରତୀୟ ଜନତା ପାର୍ଟିର ଗୋଟିଏ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ…
Read More...

ପ୍ରିୟଦର୍ଶୀ ଓ ଅପରାଜିତାଙ୍କ ରୋଡ ସୋ’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ରବିବାର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଏକ ବିଶାଳ ରୋଡ ସୋ’ କରିଥିଲେ । ଏଥିରେ ଶହଶହ ବିଜେପି କର୍ମୀ ଓ ସମର୍ଥକ ସାମିଲ ହୋଇ ବିଜେପିକୁ ଭୋଟ ଦେବାକୁ…
Read More...

ଭୋଟ ହାତେଇବାକୁ ବିଜେଡି ଗଚ୍ଛିତ କଳା ଟଙ୍କା ବାଂଟୁଛି: ଗୋଲକ ମହାପାତ୍ର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): “ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର‌୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ସ୍ୱର…
Read More...

ଭରତପୁରରେ ପ୍ରିୟଦର୍ଶୀଙ୍କ ରୋଡ ସୋ’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଭରତପୁରରେ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ପ୍ରଚାର କରିବା ସହ ଏକ ରୋଡ ସୋ’ କରିଥିଲେ । ଶତାଧିକ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀ ମିଶ୍ର ଏହି ରୋଡ ସୋ’ରେ ଯାଇଥିଲେ । ଶନିବାର ଦିନ ପ୍ରିୟଦର୍ଶୀ ମିଶ୍ର ଦଳର…
Read More...

ଓଡିଶାରେ ବିଜେପି ରେକର୍ଡ ଅନ୍ତରରେ ବିଜୟୀ ହେବା ଆଡକୁ ଅଗ୍ରସର ହେଉଛି : ମୋଦୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର ଦିନ ଓଡିଶାର କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଜେଡି ସରକାର ଉପରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ…
Read More...

ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ: ଦିଲୀପ ମଲ୍ଲିକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଏକ ପର୍ବ । ନିର୍ବାଚନ ଆଚରଣ ସଂହିତାକୁ ମାନି ଶୃଙ୍ଖଳିତଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ । କିନ୍ତୁ ଶାସକ ବିଜେଡି ଅଭ୍ୟାସଗତ ଭାବେ ଓ ନିର୍ବାଚନ ହାରିବା ଭୟରେ ସରକାରୀ କଳ, ବଳ ଓ ସରକାରୀ କର୍ମଚାରୀଙ୍କୁ…
Read More...

ଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ ଆହରଣ କରନ୍ତୁ ପାଣ୍ଡିଆନ – ଜୟ ନାରାୟଣ ମିଶ୍ର

ସମ୍ବଲପୁର, (ରିପୋଟର୍ସ ପେନ୍‌): ଓଡ଼ିଶା ରାଜନୀତି ଓ ଇତିହାସ ଉପରେ ଅଜ୍ଞ ଥିବା ଲୋକମାନେ ଆଜି ବାଚାଳାମୀ କରିବା ଆରମ୍ଭ କରିଛନ୍ତି । ତେଣୁ ବିଜେଡି ନେତା ଭି.କେ ପାଣ୍ଡିଆନ ଓଡ଼ିଶା ରାଜନୀତି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପୂର୍ବରୁ ଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ…
Read More...

ସମୃଦ୍ଧ ଓଡିଶା ଦଳର ଉପ-ସଭାପତି ବିଜେପିରେ ସାମିଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସମୃଦ୍ଧ ଓଡିଶା ଦଳର ରାଜ୍ୟ ଉପସଭାପତି ତଥା ଚଳିତ ନିର୍ବାଚନରେ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ମନୋନୟନ ପତ୍ର ଦାଖଲ କରିଥିବା ଡାକ୍ତର ବିଶ୍ୱନାଥ ପଟ୍ଟନାୟକ ବିଜେପିରେ ସାମିଲ…
Read More...

ସରକାରୀ କର୍ମଚାରୀ ଶାସକ ବିଜେଡିର ନିର୍ବାଚନ ପ୍ରଚାରରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରେ ବିଜୁ ଜନତା ଦଳ ନିର୍ବାଚନ ହାରିବା ଭୟରେ “ଔଷଧ ବିକଳରେ ତାଟିଆ କାମୁଡୁଛି” । ବିଜେଡି ୨୫ବର୍ଷ ଧରି ଯଦି କାମ କରିଛି ତାହାଲେ ଲୋକେ ତାଙ୍କୁ ଭୋଟ ଦେବେ, ତେବେ ଲୋକଙ୍କୁ ଭରି ସଭାରେ ଧମକାଉଛନ୍ତି କାହିଁକି? ବିଜେଡି ନିଜର “ଏକ୍ସପାରି ଡେଟ”୍ ଜାଣି…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy