Browsing Tag

chief secratary

‘ସଂରକ୍ଷଣ ସହିତ ଉନ୍ନୟନକୁ ଦୃଷ୍ଟିରେ ରଖି ସନ୍ତୁଳିତ ବିକାଶ ଉପରେ ଗୁରୁତ୍ୱ’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଜଙ୍ଗଲ(ସଂରକ୍ଷଣ) ସଂଶୋଧନ ଆଇନ୍-୨୦୨୩ ସଂପର୍କିତ ଏକ କର୍ମଶାଳା ବୁଧବାର ସ୍ଥାନୀୟ ମେଫେୟାର କନ୍ଭେନ୍ସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ…
Read More...

ସଶସ୍ତ୍ର ବଳ ଓ ବେସାମରିକ ସେବା ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଜ୍ଞାନ ଆହରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସଶସ୍ତ୍ର ବଳ ( ଭାରତୀୟ ସେନା, ବାୟୁସେନା, ନୌସେନା ଏବଂ ଭାରତୀୟ ତଟ ରକ୍ଷକ ସେନା ) ଓ ବେସାମରିକ ସେବା ଅଧିକାରୀ(ସିଭିଲ୍ ସର୍ଭିସେସ୍) ଅଧିକାରୀଙ୍କ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ଦ୍ୱିତୀୟ ପାରସ୍ପରିକଭାବବିନିମୟରେ ଜ୍ଞାନ…
Read More...

‘ମିଶନ ଇନ୍ଦ୍ରଧନୁଷ-ଅଭିଯାନ-୫’କୁ ବ୍ୟାପକ କରାଯିବ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ 'ମିଶନ ଇନ୍ଦ୍ରଧନୁଷ-ଅଭିଯାନ-୫'କୁ ବ୍ୟାପକ କରାଯିବ। ଆଗାମୀ ସେପ୍ଟେମ୍ବର ୧୧ ରୁ ୧୬ ତାରିଖ, ଅକ୍ଟୋବର ୯ରୁ ୧୪ ତାରିଖ ଏବଂ ନଭେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଟୀକାକରଣ କାର୍ଯ୍ୟକ୍ରମ…
Read More...

ଆଗାମୀ ୪ ବର୍ଷରେ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ଦକ୍ଷ କରିବାକୁ ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସଂପର୍କିତ ସମୀକ୍ଷା ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,…
Read More...

‘ମୋ ଘର’ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା “ମୋ ଘର” ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ସହାୟତା ପ୍ରଦାନ ସଂପର୍କରେ ଯୋଜନାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଲୋକସେବା…
Read More...

ସମବାୟ ସମିତିଗୁଡିକୁ ସୁଦୃଢ଼ କରିବା ଦିଗରେ ପରାମର୍ଶ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ…
Read More...

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଚଳିତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ମାନ୍ୟବର ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ…
Read More...

ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ପାଇଁ ରାୟପୁରରେ ଓଡ଼ିଶା ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚଳିତ ଜୁଲାଇ ୧୪ ଓ ୧୫ ତାରିଖରେ ରାୟପୁରଠାରେ “ଓଡ଼ିଶା ନିବେଶକ ସମ୍ମିଳନୀ’ ସଫଳତାର ସହ ଆୟୋଜନ କରାଯାଇଥିଲା । ବିଜୁ…
Read More...

ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିବା ପାଇଁ ତତକାଳ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

?????????, (???????? ?????): ??????? ????? ??? ????? ???? ??????? ??????????? ??????? ?????????????? ???? ???? ?????? ???? ?????? ?????? ?????? ??? ?????? ?????? ????? ??? ????????? ??? ?????????? ??????? ????? ????? ??? ????? ??? ??????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy