Browsing Tag

congress odisha

୯ଟି ଆସନର ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି କଂଗ୍ରେସ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ୍, ଢେଙ୍କାନାଳରୁ ସସ୍ମିତା ବେହେରା, ପୁରୀରୁ ସୁଚରିତା ମହାନ୍ତି, ଯାଜପୁରରୁ ଅଞ୍ଚଳ ଦାସ,…
Read More...

କଂଗ୍ରେସ ଛାଡିଲେ ଗଣେଶ୍ୱର, ବିଜେଡିରେ ମିଶିବେ

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): କେନ୍ଦ୍ରପଡାର ଚର୍ଚ୍ଚିତ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ…
Read More...

ଅଡିଓ ଟେପରେ ଥିବା ସ୍ୱର କେଉଁ ବିଧାୟକଙ୍କର ତାହା ପୋଲିସ ସ୍ପଷ୍ଟ କରୁ – ଯୁବ କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାର ସତ୍ୟତା ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଲାନାହିଁ । ରୁଚିକା ମହାନ୍ତିଙ୍କୁ ମାରି ଦିଆଯାଇଛି ନା ତାଙ୍କ ପ୍ରତି ଏଭଳି କିଛି ଅତ୍ୟଚାର କରାଯାଇଛି ଯଦ୍ୱାରାକି ସେ ନିଜର ଭାରସାମ୍ୟ ହରାଇ ମୃତ୍ୟୁକୁ ଆଦରି…
Read More...

ହାତ ଛାଡି ଶଙ୍ଖ ଫୁଙ୍କିବେ ଗଣେଶ୍ୱର ବେହେରା!

ଆଜି ମିଶବେ ପ୍ରକାଶ ଓ ସୁରେନ୍ଦ୍ର ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): ମେଣ୍ଟ ଚର୍ଚ୍ଚା ଥମିବା ପରେ ଏବେ ନେତାଙ୍କ ଦଳ ଡିଆଁ ପର୍ବ ଜୋରଦାର ଆରମ୍ଭ ହୋଇଛି । ଏହି କ୍ରମରେ ଆଜି କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଓ ବିଜେପି ନେତା ପ୍ରକାଶ ବେହେରା ନିଜ ଦଳ ଛାଡି…
Read More...

କଂଗ୍ରେସର ଗ୍ୟାରେଣ୍ଟି ସୁଖୀ ଓଡିଶା, ସମୃଦ୍ଧ ଓଡିଶା

ଭୁବନେଶ୍ୱର/କେନ୍ଦ୍ରାପଡା,(ରିପୋଟର୍ସ ପେନ୍‌): ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ…
Read More...

ନୀବନ ବାବୁଙ୍କ ୨୪ ବର୍ଷର ସରକାରରେ ଓଡ଼ିଶା ପାଇଛି କ’ଣ – ଯୁବ କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସୁଦିପ ସାମଲ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋର୍ଦ୍ଧିତ କରି ବିଜୁ ଜନତାଦଳ ସରକାରର ୨୪ ବର୍ଷ ଶାସନ କାଳରେ…
Read More...

କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ କଂଗ୍ରେସ କମିଟି କାର୍ଯ୍ୟାଳୟରେ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବିଧିବଦ୍ଧଭାବେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଶ୍ରୀ ଜେନାଙ୍କ…
Read More...

କେନ୍ଦ୍ରାପଡାର ବିକାଶପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy