Browsing Tag

congress odisha

କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେପି ଛାଡି ଏବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ସେ କଂଗ୍ରେସରେ…
Read More...

ଓଡ଼ିଶାକୁ ପାନ୍ ଚଳାଉଛନ୍ତି: ରାହୁଲ ଗାନ୍ଧୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଆଜି ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଛନ୍ତି ଯେ, ନବୀନ ବାବୁ ପାଟନରସିପ୍ କରିଛନ୍ତି । ଆଦାନୀଙ୍କୁ ରାଜ୍ୟ ଦେଇଦେଇଛନ୍ତି । ରାଜ୍ୟକୁ ପାନ୍ ଅର୍ଥାତ…
Read More...

କେନ୍ଦ୍ରାପଡା: ପରିବର୍ତ୍ତନର ଆଭାସ ଦେଲା କଂଗ୍ରେସ

କେନ୍ଦ୍ରାପଡା/ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୯ରୁ ୯୦ ସ୍ଲୋଗାନ ଦେଉଥିବା କଂଗ୍ରେସକୁ କିଛିଟା ଆସ୍ୱସ୍ତି ମିଳିଛି । କେନ୍ଦ୍ରାପଡାର ଟାଣୁଆ ନେତା ଗଣେଶ୍ୱର ବେହେରା ବିରୋଧି ଶିବିରକୁ ଯିବା ପରେ କଂଗ୍ରେସର ଆଶା ମଉଳି ଯାଇଥିଲା । ମାତ୍ର ସିପ୍ରା ମଲ୍ଲିକଙ୍କ ଆର୍ବିଭାବ ଓ ଆଜିର…
Read More...

ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ

କେନ୍ଦ୍ରାପଡା (ରିପୋଟର୍ସ ପେନ୍‌): ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ…
Read More...

୯ଟି ଆସନର ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି କଂଗ୍ରେସ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ୍, ଢେଙ୍କାନାଳରୁ ସସ୍ମିତା ବେହେରା, ପୁରୀରୁ ସୁଚରିତା ମହାନ୍ତି, ଯାଜପୁରରୁ ଅଞ୍ଚଳ ଦାସ,…
Read More...

କଂଗ୍ରେସ ଛାଡିଲେ ଗଣେଶ୍ୱର, ବିଜେଡିରେ ମିଶିବେ

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): କେନ୍ଦ୍ରପଡାର ଚର୍ଚ୍ଚିତ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy