Browsing Tag

mancheswar police station

ପୁଣି ଅଶାନ୍ତ ପଟିଆ: ସୁଧ ଟଙ୍କା ପାଇଁ ଘରେ ପଶି ହାଣିଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୪ମାସ ପରେ ପୁଣି ଥରେ ରାଜଧାନୀର ପଟିଆ ଅଞ୍ଚଳର ଅଶାନ୍ତ ହୋଇଛି । ସୁଧ ଟଙ୍କାକୁ ନେଇ ଗୋଟିଏ ଗୋଷ୍ଠୀ ରାତିରେ ଘରେ ପଶି ଶ୍ୱଶୁର, ବୋହୂଙ୍କୁ ହାଣିଲେ । ଘଟଣାଟି ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ ଘଟିଥିବା ବେଳେ ଗୁରୁତରଙ୍କୁ କଟକ ବଡ…
Read More...

ଭିଣୋଇ ହତ୍ୟାକାରୀ ଶାଳକ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭିଣୋଇକୁ ହତ୍ୟା କରିଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଶାଳକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନନ୍ଦନକାନନ ଥାନା କଲ୍ୟାଣପୁରର ପ୍ରୀତମ ବେହେରା ଓରଫ ପଦିଆ (୨୫) । ପୁଲିସ ତା ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । …
Read More...

ଥାନା ମୁହଁରୁ ମୋବାଇଲ ଝାମ୍ପି ନେଲା ଲୁଟେରା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହାବଳଶାଳୀ ବୋଲାଉଥିବା କମିଶନରେଟ ପୋଲିସକୁ ଅପରାଧି ଆଉ ଖାତିର କରୁନାହାନ୍ତି । ରାସ୍ତା ହେଉ ଅବା ଘର ଭିତରୁ ଲୁଟପାଟ କରିବା ଅପରାଧୀଙ୍କ ନିତିଦିନିଆ ଘଟଣା ପାଲଟିଥିବା ବେଳେ ଏବେ ଥାନା ଦୁଆର ମୁହଁରୁ ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ…
Read More...

ଆଇନଶୃଙ୍ଖଳା ରକ୍ଷାରେ ମଞ୍ଚେଶ୍ୱର ଥାନା ବିଫଳ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଇନଶୃଙ୍ଖଳା ରକ୍ଷାକ୍ଷେତ୍ରରେ କମିଶନରେଟ ପୋଲିସର ମଞ୍ଚେଶ୍ୱର ଥାନା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଅନଭିଜ୍ଞ ତଥା ନବାଗତ ଅଫିସରଙ୍କୁ ମଞ୍ଚେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଥାନା ଦାୟିତ୍ୱ ନେବା ଡିସିପିଙ୍କୁ ଏବେ ମହଙ୍ଗା ପଡିଛି । ଦୁର୍ଗାପୂଜା ଭସାଣୀ ବେଳେ…
Read More...

ପୋଲିସକୁ ଆକ୍ରମଣ ଉଦ୍ୟମ ଘଟଣା, ୪ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଚଢାଉ ବେଳେ ପୋଲିସକୁ ପନିକି ଧରି ହାଣିବାକୁ ଗୋଡାଇବା ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଖଣ୍ଡପଡାର ଅମୀୟ ନାୟକ, କଟକ ନରସିଂହପୁରର ରମାକାନ୍ତ ନାୟକ, ନୟାଗଡର ଜିତେନ୍ଦ୍ର ସାମନ୍ତରାୟ ଓରଫ ସନ୍ତୁ…
Read More...

ପୋଲିସକୁ ପନିକି ଧରି ଗୋଡାଇଲେ ଅପରାଧି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ଅପରାଧି ଏବେ ଉପର ମୁହାଁ ହୋଇଉଠିଛନ୍ତି । କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଚୋରି, ଲୁଟ୍‌, ରାହାଜାନୀ ରାଜଧାନୀରେ ନିତିଦିନିଆ ଘଟଣା ହୋଇଥିବା ବେଳେ ଏଥିରେ ସାଧାରଣ ଲୋକେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy