Browsing Tag

school

ସ୍କୁଲରେ ପିଲାଙ୍କୁ ଦିଆଯାଉଛି ନିର୍ଯାତନା, ପାଣି ପିଇବା ମନା!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍କୁଲକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ଏଥିସହିତ ୫-ଟି ଓ ମୋ ସରକାର ମାଧ୍ୟମରେ ସ୍କୁଲର ଉନ୍ନତିକରଣ କରାଯାଉଛି । ପିଲାଙ୍କୁ ସଠିକ୍ ଶିକ୍ଷାଦାନ ଲାଗି କୋଟି କୋଟି ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରାଯାଉଛି । ହେଲେ ଖୋଦ ରାଜଧାନୀର…
Read More...

୩ଦିନ ଖୋଲିବ ସ୍କୁଲ, ୨୫ରୁ ଗ୍ରୀଷ୍ମ ଛୁଟି 

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାର ଚଳିତ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଚାଲିବ। ସକାଳ ସାଢ଼େ ୬ଟାରୁ ସାଢ଼େ…
Read More...

ପ୍ରତି ସ୍କୁଲରେ ସ୍ୱତନ୍ତ୍ର ‘ଜଳ ବିରତି’ ହେବ : ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ଲାଗି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ଏଥର ନୂଆ ପଦକ୍ଷେପ ନେଇଛି। ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‍ ଶିକ୍ଷାଧିକାରୀଙ୍କୁ ଏହି ନିଷ୍ପତ୍ତି ନିର୍ଦ୍ଦେଶ ଆକାରରେ ଜଣାଇ ଦିଆଯାଇଛି।। ଏହି ନିଷ୍ପତ୍ତି ଅନୁସାରେ ପ୍ରତି…
Read More...

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ଯାଜପୁର ଜିଲ୍ଲାର ୮୭ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଯାଜପୁର ଜିଲ୍ଲାର ୮୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ସ୍କୁଲ…
Read More...

ଆଜିର ପିଲାମାନେ ହେବେ ନୂଆ ଓଡିଶା, ସଶକ୍ତ ଓଡ଼ିଶାର ସୂତ୍ରଧର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।…
Read More...

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟ: ୫ଟି ଜିଲ୍ଲାର ୩୬୧ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ…
Read More...

ବଦଳିବ ପ୍ରାଥମିକ ସ୍କୁଲ୍‌ର ଚିତ୍ର, ଶ୍ରେଣୀଗୃହକୁ କରାଯିବ ଶିଶୁ ସୁଲଭ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବଦଳିବ ପ୍ରାଥମିକ ସ୍କୁଲ୍‌ର ଚିତ୍ର । ଶ୍ରେଣୀର ପରିବେଶକୁ କରାଯିବ ଆକର୍ଷଣୀୟ । ଶ୍ରେଣୀଗୃହକୁ ଶିଶୁ ସୁଲଭ କରାଯିବ । ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ କାନ୍ଥରେ ଚିତ୍ର କରାଯିବ । ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍‌ ବୋର୍ଡ, ପ୍ରଦର୍ଶନୀ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy