Browsing Category

ରାଜ୍ୟ

breaking news odisha political news, crime news, state news

ପିଲାଙ୍କ ଠାରେ ଦେଖାଯାଉଛି କି ଚିଡଚିଡାପଣ ? ଜାଣନ୍ତୁ କାରଣ

ଯେତେବେଳେ ପିଲାମାନେ ବିନା କାରଣରେ ବିରକ୍ତ କିମ୍ବା ଚିଡଚିଡା ହେବାକୁ ଲାଗିନ୍ତି, ତେବେ ଏହା ଭିଟାମିନ୍ ଅଭାବର ଲକ୍ଷଣ ମଧ୍ୟ ହୋଇପାରେ। ଉଭୟ ସ୍ୱାସ୍ଥ୍ୟ ଓ ମନୋବଳ ପାଇଁ ସଠିକ୍ ପରିମାଣର ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅଭାବକୁ ସମୟ ସମୟରେ ଚିହ୍ନଟ କରାଯିବା ଉଚିତ୍ ଓ…
Read More...

ସ୍କୁଲ୍ ଛୁଟି, କିନ୍ତୁ ପାଠପଢ଼ା ଜାରି ରହିବ : ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ 

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏପ୍ରିଲ୍ ୨୫ ତାରିଖରୁ ସରକାର ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଗ୍ରୀଷ୍ମ ଛୁଟି ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛୁଟିଦିନର ହୋମୱାର୍କ, ଅନଲାଇନ୍ ଏକାଡେମିକ୍ ସହାୟତା ଏବଂ ପ୍ରଶାସନିକ କାର୍ଯ୍ୟକଳାପ ସମ୍ବନ୍ଧରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…
Read More...

ଆହୁରି ୪ଦିନ ଅଗ୍ନିବର୍ଷା, ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତ କିଛିଦିନ ହେଲା ରାଜ୍ୟରେ ଅଗ୍ନିବର୍ଷା ହେଉଛି । ସକାଳ ୯ଟା ପରେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ଦିନ ୧୨ଟା ବେଳକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ରାସ୍ତାଘାଟ ଖାଁ ଖାଁ ହୋଇପଡୁଛି । ଆଜି ମଧ୍ୟ ଏଭଳି ଭାବେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି ।…
Read More...

ଆହୁରି ଏକ ସପ୍ତାହ ଜାରି ରହିବ ପ୍ରଚଣ୍ଡ ଖରା ତାତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରେ ଆହୁରି ଏକ ସପ୍ତାହ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପାକିସ୍ତାନ ଏବଂ ଆଫଗାନିସ୍ତାନର ଜଳବାୟୁ ପ୍ରଭାବରେ ଏଭଳି ପରିସ୍ଥିତି ସୃ୍‌ଷ୍ଟି ହୋଇଥିବା ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର…
Read More...

ରେକର୍ଡ ଭାଙ୍ଗୁଛି ତାତି : ୪୦ ଡିଗ୍ରୀ ଉପରେ ୬ ସହର, ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। । ଆଜି ବି କଲବଲ କରିଛି ମୁଣ୍ଡଫଟା ଖରା। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୬ ସହରରେ ୪୦ ଡିଗ୍ରୀ ଉପରେ ପାରଦ ରେକର୍ଡ ହୋଇଛି। ସେପଟେ ଆଜି ଦିନ…
Read More...

୩ଦିନ ଖୋଲିବ ସ୍କୁଲ, ୨୫ରୁ ଗ୍ରୀଷ୍ମ ଛୁଟି 

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାର ଚଳିତ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଚାଲିବ। ସକାଳ ସାଢ଼େ ୬ଟାରୁ ସାଢ଼େ…
Read More...

୧୨ ରାଜ୍ୟରେ ଅଗ୍ନିବର୍ଷା, ଜାଣନ୍ତୁ ଆଇଏମଡିର ଆକଳନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏପ୍ରିଲ ମାସର ଅଧାରୁ ଅଧିକ ସମୟ ଅତିବାହିତ ହୋଇଛି ଏବଂ ବର୍ତ୍ତମାନ ଦେଶବାସୀ ଗ୍ରୀଷ୍ମ ଲହରୀର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ହିଟ ୱେଭ ବିଷୟରେ ପାଣିପାଗ ବିଭାଗ ମଧ୍ୟ ଚେତାବନୀ ଦେଇଛି। ଆସନ୍ତା ୪ ଦିନ ପାଇଁ ଦେଶର ୧୨ଟି ରାଜ୍ୟ ହିଟୱେଭର ସମ୍ମୁଖିନ ହେଉଛି।…
Read More...

ସ୍କୁଲ ଛୁଟି ନେଇ ମିଥ୍ୟା ଖବର ଭାଇରାଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଲେଟର ହେଡ୍‌ରେ ସ୍କୁଲ ଛୁଟି ଘୋଷଣା ନେଇ ଏକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହାକୁ ମିଥ୍ୟା ବୋଲି ଓଡିଶା ପୋଲିସ ସ୍ପଷ୍ଟ କରିବା ସହ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇଛି । ସୂଚନା…
Read More...

ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିପାରେ : ସିଇସି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)…
Read More...

ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ୍ ସଂଜୟ ସିଂ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶା କ୍ୟାଡର ଆଇପିଏସ୍  ଅଫିସର ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ନେଲେ। ୧୯୯୬ ବ୍ୟାଚ୍‌ର ଏହି ବରିଷ୍ଠ ଆଇପିଏସ୍  ଅଧିକାରୀଙ୍କୁ ଭିଆରଏସ୍‌ ପାଇଁ ଅନୁମତି ମିଳିଛି। ତାଙ୍କ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି।  ସଞ୍ଜୟ ସିଂହ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy