Browsing Tag

asia cup

୮ମ ଥର ଏସିଆ କପ୍ ଚାମ୍ପିୟନ ହେଲା ଟିମ୍ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୫୧ ରନ ଟାର୍ଗେଟକୁ ୬.୧ ତମ ଓଭରରେ ହାସଲ କରିନେଇଥିଲା ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲ ୨୭ ରନ ଓ ଇଶାନ କିଷନ ୨୩ ରନ କରିଥିଲେ । ତେବେ…
Read More...

ଏସିଆ କପ୍ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂଘର୍ଷ ହେବ । ଭାରତ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଗତକାଲି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲକୁ ଟିକେଟ କାଟି୍‌ଥିଲା । ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ସୁପର-୪ର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ…
Read More...

ଏସିଆ କପ୍ ଫାଇନାଲରେ ଟିମ ଇଣ୍ଡିଆ, ଶ୍ରୀଲଙ୍କାକୁୁ ୪୧ ରନରେ ହରାଇଲା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଯଦିଓ ଆଉ ଗୋଟିଏ ମ୍ୟାଚ ବାଲଂଦେଶ ସହିତ ବାକି ଅଛି, ତଥାପି ଭାରତ ଫାଇନାଲରେ ପ୍ରବେଶ କରିସାରିଛି । ଆଜିର ମ୍ୟାଚରେ ରବୀନ୍ଦ୍ର ଜାଡେଜା ସଫଳ ବୋଲର ସାବ୍ୟସ୍ତ ହୋଇଥିବା କୁଲଦୀପ…
Read More...

ରାହୁଲ ଓ ବିରାଟଙ୍କ ଧୂଆଁଧାର ଶତକୀୟ ଇନିଂସ, ଭାରତର ବିଶାଳ ସ୍କୋର

ନୂଆଦିଲ୍ଲୀ: କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ଚମକିଛନ୍ତି ଭାରତର ଦୁଇ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ବିସ୍ଫୋରକ ଶତକ ବଳରେ ପାକିସ୍ତାନ ଆଗରେ ୩୫୭ ରନର ବିଶା​ଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏସିଆ…
Read More...

ସୁପର-୪ ପର୍ଯ୍ୟାୟରେ ପହଞ୍ଚିଲା ଭାରତ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଭାରତୀୟ ନେପାଳ ଦଳକୁ ପରାସ୍ତ କରିଛି। ସେପ୍ଟମ୍ବର ୪ ତାରିଖ ସୋମବାର ଅନୁଷ୍ଠିତ ପଞ୍ଚମ ଗ୍ରୁପ୍ ଷ୍ଟେଜ ମୁକାବିଲାରେ ବିଜୟୀ ହୋଇ ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ବର୍ଷା ପ୍ରଭାବିତ ମୁକାବିଲାରେ ଟିମ୍ ଇଣ୍ଡିଆ ନେପାଳ ଦଳକୁ ୧୦ ୱିକେଟ…
Read More...

ଏସିଆ କପ୍ ୨୦୨୩: ନେପାଳ ବିପକ୍ଷ ମ୍ୟାଚରେ ଜସପ୍ରୀତ ବୁମ୍ରା ଖେଳିବେନାହିଁ

ନୂଆଦିଲ୍ଲୀ, ଏସିଆ କପ୍ ୨୦୨୩ ମଝିରେ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ଆସିଛି । ବ୍ୟକ୍ତିଗତ କାରଣ ଲାଗି ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ମୁମ୍ବାଇ ଫେରିଛନ୍ତି । ନେପାଳ ବିପକ୍ଷ ମ୍ୟାଚରେ ବୁମରା ଖେଳିବେନାହିଁ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ ରୋହିତଙ୍କ ପ୍ଲାଟୁନ୍…
Read More...

ଶାଦବ ଖାନ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଲେ, ସୋସିଆଲ ମିଡିଆରେ ପ୍ରଶଂସାର ସୂଅ

ନୂଆଦିଲ୍ଲୀ, : ଏସିଆ କପ୍ ୨୦୨୩ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମହାନ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇହୋଗଲା । ପାଲଲେକେଲରେ ଲଗାତାର ବର୍ଷା ହେତୁ ବାବର ଆଜାମଙ୍କ ଟିମ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ବାହାରି ପାରିନଥିଲେ । ଭାରତ ପାଇଁ ଇଶାନ କିଶନ ଏବଂ ହାର୍ଦ୍ଦିକ…
Read More...

ଭାରତ-ପାକ୍ ମ୍ୟାଚ ଜ୍ୱର: କାଣ୍ଡିର ସମସ୍ତ ହୋଟେଲ ଫୁଲ, ଲୋକଙ୍କ ପକେଟ ହେବ ଖାଲି!

ନୂଆଦିଲ୍ଲୀ,: ସେପ୍ଟେମ୍ବର ୨ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୩ ର ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଅପରାହ୍ନ ୩ ଟାରୁ ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯିବ । ନେପାଳ ବିପକ୍ଷ ମ୍ୟାଚରେ…
Read More...

ଶ୍ରୀଲଙ୍କା ଓ ବାଂଲାଦେଶ ଟିମର ଖେଳାଳି ମଧ୍ୟରେ ସଂଘର୍ଷ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,: ବାଂଲାଦେଶ ଏବଂ ଶ୍ରୀଲଙ୍କା କ୍ରିକେଟ୍ ଟିମ ପଡ଼ିଆରେ ମଝିରେ ମୁହାଁମୁହିଁ ହୋଇଛନ୍ତି । ଯାହା ପଡିରେ ହାଇଡ୍ରାମା ସୃଷ୍ଟି ହୋଇଥିଲା । ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ଏସିଆ…
Read More...

ଏସିଆ କପ୍‌ : ଇତିହାସ ରଚିଲେ ବାବର ଆଜାମ

ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳ ସହ ପାକିସ୍ତାନ ମୁହାଁମୁହିଁ ହୋଇଛି । ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୨ ରନ୍ ସଂଗ୍ରହ କରିଥିଲା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy