Browsing Tag

commissionrate police

ଲୁଟେରା ଗିରଫ ପୂର୍ବରୁ ଟଙ୍କା ଫେରସ୍ତ ହେଲା କିପରି?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବଜାର ନିକଟରୁ ଗତ ୨ ତାରିଖ ରାତିରେ ଟଙ୍କା ଲୁଟ୍ ହୋଇଥିଲ । ଅଭିଯୋଗକାରୀ ଘରକୁ ଫେରୁଥିବା ବେଳେ ତାଙ୍କ ପାଖରୁ ଟଙ୍କା ଲୁଟି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ବିଜୟ ନାରାୟଣ ମହାନ୍ତି କ୍ୟାପିଟାଲ…
Read More...

ଫିଲ୍ମ ଷ୍ଟାଇଲରେ ନିଶା ବେପାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍ପେଶାଲ କ୍ରାଇମ ୟୁନିଟର ଅତିରିକ୍ତ ଡିସିପି ସଂଜୀବ ଶତପଥୀ ଓ ଟିମ୍ ଏବେ ଆକ୍ସନ ମୁଡକୁ ଆସିଛନ୍ତି । ଅପରାଧ ଦମନ ସହ ଚୋରା ନିଶା କାରବାର ଉପରେ ରୋକ ଲଗାଇବାକୁ ଜୋରଦାର ଉଦ୍ୟମ ଚଳାଇଛି । ଏହିକ୍ରମରେ ଗତକାଲି ଅପରାହ୍ଣରେ ଫିଲ୍ଡ ଷ୍ଟାଇଲରେ ଜାତୀୟ ରାଜପଥ…
Read More...

ସାମ୍ବାଦିକଙ୍କୁ ହଣା ପଛରେ ମଦ ବାର, ପୋଲିସ ଜାଣି ଅଜଣା!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ବଢୁଥିବା ଅପରାଧ ପଛରେ ଚୋରା ନିଶା କାରବାର ହିଁ ମୁଖ୍ୟ କାରଣ ବୋଲି ପୂର୍ବତନ ପୋଲିସ କମିଶନର ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି । ଏଥିପାଇଁ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ…
Read More...

ଦୁଇ ବ୍ରାଉନସୁଗାର ବେପାରି ଧରାପଡିଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଏକ ଅନ୍ତଃରାଜ୍ୟ ନିଶା ମାଫିଆ ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ଦୁଇ ସଦସ୍ୟକୁ ପୋଲିସ ହେପାଜତକୁ ନେବା ସହ ସେମାନଙ୍କ ଠାରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୪ଲକ୍ଷ…
Read More...

ଅଯୋଗ୍ୟଙ୍କ ହାତରେ କମିଶନରେଟ ବ୍ୟବସ୍ଥା, ବଢୁଛି ଅପରାଧ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନ ଥିଲା କମିଶନରେଟ ପୋଲିସ ନାଁ ଶୁଣିଲେ ଅପରାଧୀ ଜଗତରେ ଛନକା ପଶି ଯାଉଥିଲା । କମିଶନରେଟ ଏରିୟାକୁ ପଶିବାକୁ ଗ୍ୟାଙ୍ଗଷ୍ଟରମାନେ ମଧ୍ୟ ୧୦ଥର ଚିନ୍ତା କରୁଥିଲେ । ଏବେ କିନ୍ତୁ ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି । ଛୋଟମୋଟ ଅପରାଧୀ ଓ ଲୁଟେରାମାନେ ମଧ୍ୟ…
Read More...

ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଟୁଇନ୍‌ସିଟିର ନୂଆ ପୁଲିସ କମିଶନର ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ…
Read More...

ପତ୍ନୀର ତଣ୍ଟି ଚିପି ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପତ୍ନୀର ତଣ୍ଟିଚିପି ହତ୍ୟା କରିବା ଘଟଣାରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଭଦ୍ରକର ସମରେନ୍ଦ୍ର ବିଶ୍ୱାଳ । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଏନେଇ ତପନ…
Read More...

ଆପାର୍ଟମେଣ୍ଟ ଲୁଟ ଘଟଣାର ପର୍ଦ୍ଦାଫାସ : ଦୁଇ ଦୁର୍ଦ୍ଦାନ୍ତ ଲୁଟେରା ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଧରାପଡିଲେ ଦୁଇ ଆପାର୍ଟମେଣକଟ ଲୁଟେରା । ନୟାପଲ୍ଲୀ ନିକଟସ୍ଥ ନିରୂପମା ଆପାର୍ଟମେଣ୍ଟ ଲୁଟ ଘଟଣାରେ ପୁଲିସ ଦୁଇ ଲୁଟେରାଙ୍କୁ ଧରିଥିବା ବେଳେ ସେମାନଙ୍କଠାରୁ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାଛଡ଼ା ଗୋଟିଏ ନମ୍ବର ବିହୀନ କାର, ମୋବାଇଲ ଫୋନକୁ…
Read More...

ବନ୍ଧୁକ ମୁନରେ ସୁନାଗହଣା ଲୁଟ୍‌, ଦୁଇ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବନ୍ଧୁକ ମୁନରେ ଦୋକାନରେ ପଶି ସୁନା ଗହଣା ଲୁଟ୍ କରିବା ଅଭିଯୋଗରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଭଞ୍ଜନଗରର ପୁନିଆ ନାୟକ ଓ ନିଳାଦ୍ରୀ ନାୟକ ଓରଫ ପିଣ୍ଟୁ । ପୁଲିସ ଏମାନଙ୍କ ବିରୋଧରେ…
Read More...

ବନ୍ଧୁତ୍ୱପୂର୍ଣ୍ଣ ପୋଲିସିଂକୁ ଗୁରୁତ୍ୱ ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୋଲିସ ବିଗତ ୧୬ବର୍ଷ ମଧ୍ୟରେ ଅନେକ ଭଲ କାମ କରି ସୁନାମ ଅର୍ଜନ କରିଛି । ପୋଲିସ ଲୋକଙ୍କ ନିକଟତର ହୋଇ କାମ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କମିଶନରେଟ ପୋଲିସର ସମସ୍ତ ଅଫିସର ନାଗରିକ ବନ୍ଧୁତ୍ୱପୂର୍ଣ୍ଣ ପୋଲିସିଂ ଉପରେ ଗୁରୁତ୍ୱ ଦେବା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy