Browsing Tag

loot

ବ୍ୟାଙ୍କ ଆଗରୁ ୩ଲକ୍ଷ ଝାମ୍ପି ନେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପରାଧ ରୋକିବାକୁ କମିଶନରେଟ ପୋଲିସ ଯେତିକି ଉଦ୍ୟମ କରୁଛି, ଲୁଟେରାମାନେ ସେତିକି ସକ୍ରିୟ ହେବାରେ ଲାଗିଛନ୍ତି । କମିଶନରେଟ ପୋଲିସକୁ ଚକମା ଦେଇ ଅପରାଧୀମାନେ ଗୋଟିକ ପରେ ଗୋଟିଏ ଲୁଟପାଟ୍ କରୁଥିବା ବେଳେ ଆଜି ଖଣ୍ଡଗିରି ଥାନା ଅଞ୍ଚଳରୁ ଏକ ବ୍ୟାଙ୍କ ଆଗକରୁ…
Read More...

ଲୁଟେରା ଆତଙ୍କ : ଝରକା ତାଡି ଲୁଟ୍ ଓ ଆପାର୍ଟମେଣ୍ଟରୁ ସିରିଜ ଚୋରି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ଏବେ ଲୁଟେରା ଗ୍ୟାଙ୍ଗ ମାତି ଉଠିଛନ୍ତି । ସୁଯୋଗ ପାଇଲେ ଝରକା ତାଡି ଘରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଉଛନ୍ତି । ଗତ କିଛିମାସ ହେଲା ରାଜଧାନୀ ଉପକଣ୍ଠରେ ଘନଘନ ଚୋରି ଓ ଲୁଟ୍ ଭଳି ଅପରାଧ ଘଟୁଥିବା ବେଳେ ଶନିବାର ରାତିରେ…
Read More...

ଲୁଟେରା ଗିରଫ ପୂର୍ବରୁ ଟଙ୍କା ଫେରସ୍ତ ହେଲା କିପରି?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବଜାର ନିକଟରୁ ଗତ ୨ ତାରିଖ ରାତିରେ ଟଙ୍କା ଲୁଟ୍ ହୋଇଥିଲ । ଅଭିଯୋଗକାରୀ ଘରକୁ ଫେରୁଥିବା ବେଳେ ତାଙ୍କ ପାଖରୁ ଟଙ୍କା ଲୁଟି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ବିଜୟ ନାରାୟଣ ମହାନ୍ତି କ୍ୟାପିଟାଲ…
Read More...

ଚକେଇସିହାଣୀରୁ ବଡ ଧରଣର ଚୋରି, ୨୦ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍‌

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମଞ୍ଚେଶ୍ୱର ଥାନା ଚକେଇସିହାଣୀରୁ ଏକ ବଡ ଧରଣର ଚୋରି ହୋଇଛି । ଝିଅ ବାହାଘର ଲାଗି ଘରେ ଥିବା ନଗଦ ୨୦ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମଞ୍ଚେଶ୍ୱର ଅଞ୍ଚଳରେ ଏଭଳି…
Read More...

୫ଟି ଫ୍ଲାଟରୁ କୋଟିଏ ଲୁଟିନେଲେ, ପୋଲିସ ଜଳକା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱର ଓ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କରାଜ ଜାରି ରହିଛି । ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ ହେଉଛି । ସେ ଘର ହେଉ ଅବା ଆପାର୍ଟମେଣ୍ଟଲୁଟେରା ଗ୍ୟାଙ୍ଗ ନିମିଷକେ ଭିତରେ ପଶି କଳାକନା ବୁଲାଇଦେଉଛନ୍ତି ।…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy