Browsing Tag

Unit-1 Market

ଆନ୍ଦୋଳନକୁ ଓହ୍ଲାଇବ ରାଜଧାନୀ କଞ୍ଚା ପରିବା ମହାସଂଘ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସମାଧାନ କରିବା ପରିବର୍ତ୍ତେ ଘଟଣାକୁ ଜଟିଳ କରାଯାଉଛି । ମହାସଂଘ ଦାବିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ପାଳନ କରୁନଥିବା ବେଳେ ମହାସଂଘ ଦିନକୁ ଦିନ ଅଧିକ ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛି । ଦୀର୍ଘଦିନ ହେଲା ବିଏମ୍‌ସି ଓ ସ୍ଥାନୀୟ…
Read More...

ଆନ୍ଦୋଳନରୁ ଓହରିଲା କଞ୍ଚା ପରିବା ମହାସଂଘ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍ଥାନୀୟ ବିଧାୟକ ଓ ପ୍ରଶାସନର ପ୍ରତିଶ୍ରୁତି ପରେ ରାଜଧାନୀ କଞ୍ଚା ପରିବା ମହାସଂଘ ଆନ୍ଦୋଳନରୁ ଓହରି ଯାଇଛି । ୭ଦଫା ଦାବି ନେଇ ମହାସଂଘ ଆନ୍ଦୋଳନ ଡାକରା ଦେଇଥିଲା । ପ୍ରତିଶ୍ରୁତି ମିଳିବା ପରେ ଆସନ୍ତା ୨୦ ତାରିଖରୁ ହେବାକୁ ଥିବା ବନ୍ଦକୁ ସାମୟିକ ଭାବେ…
Read More...

ପ୍ରଶାସନ ଆମ ଦାବି ମାନୁ, ନହେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ: କବିରାଜ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘଦିନ ହେଲା ବିଏମ୍‌ସି ଓ ସ୍ଥାନୀୟ ପ୍ରଶାସନ ନିକଟରେ ଆମର ଦାବି ଉପସ୍ଥାପନ କରୁଛୁ । ହେଲେ ସେମାନେ ଏହାକୁ ହାଲକା ଭାବେ ନେଇ ଚୁପ୍ ବସିପଡୁଛନ୍ତି । ଫଳରେ ବ୍ୟବସାୟୀ ଓ ଖାଉଟୀମାନେ ହଇରାଣ ହରକତ ହେଉଛନ୍ତି । ଆମର ୭ଦଫା ଦାବି ଯଦି ପ୍ରଶାସନ ନମାନେ,…
Read More...

୪ ଦିନ ଯାଏଁ ୧ ନମ୍ବର ହାଟ ବନ୍ଦ!: କିଛି ପ୍ରଭାବ ପଡିବନି : କଞ୍ଚା ପରିବାର ମହାସଂଘ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପାର୍କିଂ ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ଏକ ନମ୍ବର ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି । ଫଳରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ‘ଏକ ନମ୍ବର ହାଟ’କୁ ମଙ୍ଗଳବାର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଏହି ବନ୍ଦ ଯୋଗୁଁ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy