Browsing Tag

vigilance

ଗାଡି ଚେକିଂ ନାଁରେ ପକେଟ ଗରମ କରୁଛି ପୋଲିସ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପରାଧ ରୋକିବା ଓ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ପକ୍ଷରୁ ଗାଡି-ମୋଟର ଚେକିଂକୁ ଜୋରଦାର କରାଯାଉଛି । ପ୍ରତିଦିନ ବିଭିନ୍ନ ଥାନା ପକ୍ଷରୁ ପ୍ରାୟ ୫୦ରୁ ଅଧିକ ଗାଡିକୁ ଜବତ କରାଯାଇ କୋର୍ଟକୁ ପଠାଯାଉଛି । ମାତ୍ର ଏହି ଗାଡି ଚେକିଂ…
Read More...

ବୈପାରୀଗୁଡା ଥାନା ଅଧିକାରୀ ବନ୍ଧା ହେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କୋରାପୁଟର ବୈପାରୀଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଇନ୍ସପେକ୍ଟର ଶ୍ରୀ ଶତପଥୀ ଗତକାଲି ବୈପାରୀଗୁଡ଼ାରୁ କଟକ ଆସୁଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରିଥିଲା । ବସ୍…
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ ଭିଜିଲାନ୍ସ ବିପୁଳ ପରିମାଣର ସମ୍ପତ୍ତି ଠାବ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ…
Read More...

ଭିଜିଲାନ୍ସ ଜାଲରେ ଶହିଦନଗର ଥାନା ଏଏସ୍‌ଆଇ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏକ ମାମଲାକୁ ରଫାଦଫା କରିବା ଲାଗି ଶହୀଦନଗର ଥାନାର ଏଏସଆଇ ମମତା ବସ୍ତଆ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି । ସୂଚନା ଅନୁସାରେ, ଶହୀଦନଗରରେ ରହୁଥିବା ଜଣେ…
Read More...

ଲାଞ୍ଚ ନେବା ବେଳେ ଧରାପଡିଲେ କିରାଣି ଓ ବ୍ୟାଙ୍କିଙ୍ଗ ଆସିଣ୍ଟାଣ୍ଟ ଘରେ ଭିଜିଲାନ୍ସ ଚଢାଉ

??????, (???????? ?????): ??????? ???? ??????? ??? ????????? ???? ????? ? ????? ??????? ???? ????? ????????? ?????? ??? ??? ???? ????????? ????? ?????????? ???? ????????? ????? ???????? ??????????? ?????????? ?????? ????? ??????????? ???…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy