ଜାମ୍ମୁ କାଶ୍ମୀରରରେ ଆତଙ୍କବାଦୀ ଆକ୍ରମଣ

0 961

ପୁଞ୍ଚ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଏକ ସେନା ଟ୍ରକ ଉପରେ ଆକ୍ରମଣ କରିଛନ୍ତି । ସେନା ଟ୍ରକଟି ଆସୁଥିବା ବେଳେ ଆତଙ୍କବାଦୀମାନେ ହଠାତ ଗୁଳି ଚଳାଇଥିଲେ । ଏଥିରେ କ’ଣ କ୍ଷୟକ୍ଷତି ହୋଇଛି, ତାହା ସ୍ୱଷ୍ଟ ହୋଇନାହିଁ । ତେବେ ସେନା କର୍ମଚାରୀଙ୍କୁ ନେଇ ଟ୍ରକରେ ଆତଙ୍କବାଦୀଙ୍କ ଗୁଳି ବିନିମୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy