ରାଜଧାନୀର ସୁଉଚ୍ଚ ତୋରଣ, ଦେଖନ୍ତୁ ଫଟୋ

0 567

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଉ ଗୋଟିଏ ଦିନ ପରେ ଦୁର୍ଗତି ନାଶିନୀ ମା’ ଦୁର୍ଗା ଧରାବତରଣ କରିବେ । ଏଥିପାଇଁ ଏବେ ଗାଁଠାରୁ ସହର ସବୁ ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ଧୂମଧାମରେ ପୂଜା ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଏବେ ପୂଜା ମାହୋଲ ବେଶ ସରଗରମ ହୋଇଛି । ସବୁ ପୂଜା ମଣ୍ଡପରେ ଏବେ ସାଜସଜ୍ଜାକୁ ନେଇ ଏକ ପ୍ରତିଯୋଗିତା ଚାଲିଛି । ବିଶେଷ କରି ସହରରେ ସୁଉଚ୍ଚ ତୋରଣ ଦର୍ଶକଙ୍କୁ ଆକୃଷ୍ଠ କରିଛି । ଏହି ତୋରଣ ଦେଖିବା ଲାଗି ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଭିଡ ଆରମ୍ଭ ହୋଇଯାଇଛି ।
ଆସନ୍ତୁ ଦେଖିବା ରାଜଧାନୀର କେତେକ ପୂଜା ମଣ୍ଡପର ସୁଉଚ୍ଚ ତୋରଣ… ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy