Browsing Tag

amaresh Jena

ମ୍ୟାନେଜ ହେଲେ ବାଇଁଆ, ରୁଦ୍ର ଓ ଲିଟୁ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ଛକାପଞ୍ଝା ପରେ ବିଜେଡିରେ କୁହୁଳୁଥିବା ବିଦ୍ରୋହର ଅବସାନ ଘଟିଛି । ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ବିରୋଧ କରୁଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ରନାରାୟଣ ସାମନ୍ତରାୟ…
Read More...

ଧମକ ଦେଇ ଟିକେଟ ହାତେଇବେ ବୁନୁ, ଭକୁଆ ହେବେ ବାଇଁଆ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଅଙ୍କ ଛିଡୁନି । ବୁନୁ ଓ ବାଇଁଆ କଳିକୁ ନେଇ ଦଳ ଅଡୁଆରେ ପଡିଛି । ବିଜେଡି ପ୍ରାର୍ଥୀ କିଏ ହେବେ? କାହାକୁ ଭରସା କରିବେ ସୁପ୍ରିମୋ? ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଥିବା ବେଳେ ବୁନୁ ଦଳ ମୁଖିଆଙ୍କୁ ଧମକ ଦେଇ…
Read More...

ଦଳକୁ ଧମକ ଦେବା ଆରମ୍ଭ କଲେ ବୁନୁ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦଳୀୟ ଟିକେଟକୁ ନେଇ ଅଙ୍କ ଛିଡୁନଥିବା ବେଳେ ଏବେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଧମକ ଦେବା ଆରମ୍ଭ କରିଛନ୍ତି । ଗୁରୁବାର ରାତିରେ ଜଣେ ମଙ୍ଗୁଆଳଙ୍କ ଘରକୁ ଯାଇ ବୁନୁ ପରୋକ୍ଷରେ ତାଙ୍କୁ ଧମକ ଦେବା ଘଟଣା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ…
Read More...

ବାଇଁଆ ଓ ରୁଦ୍ର ମଧ୍ୟରେ ମହାମେଣ୍ଟ, ବୁନୁ ବିରୋଧରେ ଏକଜୁଟ ହେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ଆଶାୟୀ ଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ମଧ୍ୟରେ ଏକ ମହାମେଣ୍ଟ ହୋଇଛି । ଏମାନେ ପରସ୍ପରକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁନୁ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଯଦି ଦଳ…
Read More...

ଗେରୁଆ ପିନ୍ଧିବେ ଅମରେଶ ଓ ପ୍ରିୟଦର୍ଶୀ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ଆସନ ଲାଗି ବିଜେଡି ଟିକେଟ ଦାବିଦାର ଅମରେଶ ଜେନା ଓରଫ ବାଇଁଆ ଓ ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗେରୁଆ ପିନ୍ଧିବାକୁ ସଜବାଜ ହେଉଛନ୍ତି । ଆଜି ପ୍ରିୟଦର୍ଶୀ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ବାଇଁଆ ଦଳ ଛାଡିବା ନେଇ…
Read More...

ଅମରେଶଙ୍କୁ ମିଳିଲା ଗ୍ରୀନ୍ ସିଗନାଲ୍‌, ପ୍ରଚାର ଆରମ୍ଭ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନକୁ ନେଇ ଲାଗି ରହିଥିବା ଛକାପଞ୍ଛାର ଏକ ପ୍ରକାର ଅବସାନ ଘଟିଛି । ଗତକାଲି ବିଜେଡି ସମ୍ପାଦକ ଅମରେଶ ଜେନା ଓରଫ ବାଇଆଁ ଘରେ ଘରେ ଶଙ୍ଖ ଓ ପଦଯାତ୍ରା କାର୍ଯ୍ୟକ୍ରମ ପରେ ତାଙ୍କୁ ଉପର ମହଲରୁ ଗ୍ରୀନ…
Read More...

କଳ୍ପନା ଛକରେ ଅନନ୍ତ ଜେନାଙ୍କୁ ବିରୋଧ, ଗୋ-ବ୍ୟାକ୍ ନାରାବାଜୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଘୋର ବିରୋଧ କରାଯାଇଛି । କଳ୍ପନା ଛକରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଅନନ୍ତ ଜେନାଙ୍କୁ ଲୋକେ ବିରୋଧ କରିଥିଲେ । ଗୋ-ବ୍ୟାକ୍ ନାରାବାଜୀ ସହ ପୁରୁଣା ଭାଇରାଲ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy