Browsing Tag

parliament

ଟିଏମସି ସାଂସଦ ଡେରେକ ଓ’ବ୍ରାୟନ ରାଜ୍ୟସଭାରୁ ନିଲମ୍ବିତ

ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାୟନଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଓ’ବ୍ରାୟନଙ୍କ ଉପରେ ସଂସଦୀୟ କାର୍ଯ୍ୟରେ ବାଧା ପହଂଚାଉଥିବା ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ଲୋକସଭା ସୁରକ୍ଷାରେ ହୋଇଥିବା ତ୍ରୁଟି ପରେ ଗୁରୁବାର ଦିନ ପୁଣି…
Read More...

ସଂସଦ ସୁରକ୍ଷା ଢିଲା: ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏସଆଇଟି ଗଠନ, ୫ ଗିରଫ

ନୂଆଦିଲ୍ଲୀ: ବୁଧବାର (ଡିସେମ୍ବର ୧୩) ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ଦର୍ଶକ ଗ୍ୟାଲେରୀରେ ବସିଥିବା ଦୁଇଜଣ ଲୋକ ସାଂସଦଙ୍କ ବସିବା ସ୍ଥାନକୁ ଡେଇଁପଡି ଏକ କେନ୍ ମାଧ୍ୟମରେ ଧୂଆଁ ଛାଡି ଥିଲେ । ଏହା ବ୍ୟତୀତ ଅନ୍ୟ ଦୁଇଜଣ କ୍ୟାମ୍ପସରେ ବିକ୍ଷୋଭ…
Read More...

‘ଭାରତୀୟ ରେଳ ଏହି ଚାରୋଟି ବର୍ଗରେ ଭିନ୍ନକ୍ଷମଙ୍କୁ ଭଡା ରିହାତି ପ୍ରଦାନ କରୁଛି’

ନୂଆଦିଲ୍ଲୀ : ରେଳବାଇ ଚାରୋଟି ବର୍ଗରେ ଭିନ୍ନକ୍ଷମଙ୍କୁ ଭଡା ରିହାତି ପ୍ରଦାନ କରିଥାଏ । ଏହା ସହିତ ସରକାର ୨୦୧୯-୨୦ ରେ ଯାତ୍ରୀ ଟିକେଟ୍ ଉପରେ ୫୯,୮୩୭ କୋଟି ଟଙ୍କା ସବସିଡି ପ୍ରଦାନ କରିଥିଲେ । ରେଳବାଇରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଏହି ପରିମାଣ ହାରାହାରି ୫୩ ପ୍ରତିଶତ…
Read More...

ବାୟୁ ପ୍ରଦୂଷଣକୁ ନେଇ ସଂସଦରେ ଉଦବେଗ ପ୍ରକାଶ କଲେ ମାନସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କୋଇଲା ଖଣି ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି । କୋଇଲା ଖଣି ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ସେନେଇ ସଂସଦରେ ସେ…
Read More...

ରାଜ୍ୟ ସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ମହିଳା ଆରକ୍ଷଣ ବିଲ୍‍

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଳମ୍ବିତ ସନ୍ଧ୍ୟାରେ ପୂର୍ଣ୍ଣ ସହମତିରେ ପାରିତ ହୋଇଛି ମହିଳା ଆରକ୍ଷଣ ବିଲ୍‍ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଲୋଚନା ପରେ ରାତି ପ୍ରାୟ ୧୦ଟା ୮ ମିନିଟ୍‍ ସମୟରେ ଗୃହର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ସଦସ୍ୟମାନଙ୍କ ଭୋଟ୍‍ ଗ୍ରହଣ…
Read More...

ରାଜ୍ୟସଭାକୁ ନିର୍ବାଚିତ ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସମେତ ୧୧ ପ୍ରାର୍ଥୀ

ରାଜ୍ୟସଭାର ସମସ୍ତ୧୧ ସିଟ ପାଇଁ ପ୍ରାର୍ଥୀ ମନୋନୀତ ହୋଇ ସାରିଛନ୍ତି । ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ଏହି ୧୧ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୬, ଗୁଜରାଟର ୩ ଏବଂ ଗୋଆର ଜଣେ ପ୍ରାର୍ଥୀ । ଏଥିସହିତ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟ ସଭା ସିଟ ପାଇଁ…
Read More...

ନୂଆ ସଂସଦ ଭବନ ଉଦ୍‌ଘାଟନ: ୧୯ ବିରୋଧୀ ଦଳର ନେତା ଉତ୍ସବକୁ କଲେ ବର୍ଜନ, ବିଜେଡି ଯିବ

?????????,: ???????, ‘????’, ??????? (??????), ?????? ??????? ??? ???? ?? (??????????) ???? ???? ?????? ?? ?? ?? ??????? ?????? ???? ???? ???? ??? ???????? ????? ????? ????? ???? ??? ????? ????????? ????????????? ???????? ?????????????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy