Browsing Category

ଭୁବନେଶ୍ୱର

Get all the latest news and updates on Bhubaneswar only on reporterspen Read all news including political news, current affairs crime and news headlines online on reporterspen

ପ୍ରଶାସନ ପାରୁନି, ଏକଜୁଟ ହେଲେ ଲୋକେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜୟଦେବ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳକୁ ଯିବା ଲାଗି ଏକ ମାତ୍ର ସଂକୀର୍ଣ୍ଣ ରାସ୍ତାକୁ ନେଇ ଉପୁଜୁଥିବା ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେଉନାହିଁ । ବାରମ୍ବାର ଆପତ୍ତି-ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀର ୧୨…
Read More...

ଶୋଭନୀୟ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଖରୀଫୁଟଭିସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୨୨ ତମ ବାର୍ଷିକ ଉତ୍ସବ ଅଞ୍ଜୁମନ- ୨୪ ଗତକାଲି ରବିବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଜଭଲ ଏବଂ ଅକ୍‌ସିତା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସଭା ସ୍ଥଳକୁ ପାଛୋଟି…
Read More...

ସାମ୍ବାଦିକଙ୍କୁ ହଣା ପଛରେ ମଦ ବାର, ପୋଲିସ ଜାଣି ଅଜଣା!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ବଢୁଥିବା ଅପରାଧ ପଛରେ ଚୋରା ନିଶା କାରବାର ହିଁ ମୁଖ୍ୟ କାରଣ ବୋଲି ପୂର୍ବତନ ପୋଲିସ କମିଶନର ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି । ଏଥିପାଇଁ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ…
Read More...

ଏକାମ୍ର ଉତ୍ସବର ସାରେ ମୁଖ୍ୟ ଆକର୍ଷଣ ସାଜିଲେ ସୋନା ଓ ଋତୁରାଜ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ସଙ୍ଗୀତର ମୂର୍ଚ୍ଛନାର ବୁଧବାର ପଞ୍ଚମ ସନ୍ଧ୍ୟାରେ ରେ ବସନ୍ତର ସ୍ବର ଥିମ୍‌ ରହିଥଲା। ସନ୍ଧ୍ୟାରେ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଓ ବିଧାୟକ ସୁବାଷ…
Read More...

ଲୋୟର ପିଏମ୍‌ଜିରେ ସାମ୍ବାଦିକଙ୍କ ବିଶାଳ ସମାବେଶ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ମୌଳିକ ଦାବି ନେଇ ବୁଧବାର ରାଜ୍ୟର ପ୍ରାୟ ଦୁଇ ହଜାର ସାମ୍ବାଦିକ ବିଧାନସଭା ଘେରାଉ କରିଛନ୍ତି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ବାଦିକବର୍ଗ ବିଭିନ୍ନ ସରକାରୀ…
Read More...

ନାର୍ଯ୍ୟ ଦାବି ନେଇ ବିଧାନସଭା ଘେରିବେ ସାମ୍ବାଦିକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସଦାସର୍ବଦା ଅବହେଳାର ଶୀକାର ହେଉଥିବା ସାମ୍ବାଦିକମାନେ ନିଜର ନାର୍ଯ୍ୟ ଦାବି ନେଇ ବିଧାନସଭା ସମ୍ମୁଖରେ ମହାସମାବେଶ ଓ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଅର୍ଥାତ ଫେବୃଆରୀ ୭ ତାରିଖରେ ରାଜ୍ୟର କୋଣ-ଅନୁକୋଣରେ କାର୍ଯ୍ୟରତ ସାମ୍ବାଦିକମାନେ…
Read More...

ସ୍ଵତନ୍ତ୍ର ଆକର୍ଷଣ ସାଜିବ ରାତ୍ରୀକାଳୀନ ବଜାର ‘ଏକାମ୍ର ହାଟ’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକାମ୍ର ଉତ୍ସବରେ ଚଳିତବର୍ଷ ପୁଣି ଫେରିବ ରାତ୍ରିକାଳୀନ ବଜାର 'ଏକାମ୍ର ହାଟ'।ସ୍ଥାନୀୟ କାରୀଗରଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର କୋଣ ଅନୁକୋଣରେ ଥିବା ସେମାନଙ୍କ ହାତ ତିଆରି ଜିନିଷ ଗ୍ରାହକଙ୍କ ପାଖେ…
Read More...

ଆଜିଠୁ ଭୁବନେଶ୍ଵର କାହାଣୀ ଉତ୍ସବ, ବିଡିଏ ପକ୍ଷରୁ ଆୟୋଜିତ ହେବ ତୃତୀୟ ସଂସ୍କରଣ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ସପ୍ତାହେ ବ୍ୟାପୀ ଏକାମ୍ର ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଫେବୃଆରୀ ୩ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଉତ୍ସବରେ ଏକାଧିକ କାର୍ଯକ୍ରମ ହେଉଥିବା ବେଳେ, ଭୁବନେଶ୍ୱର କାହାଣୀ ଉତ୍ସବ ବର୍ତ୍ତମାନ ଏହାର…
Read More...

ଆରମ୍ଭ ହେବ ଓଡିଆ ଭାଷାର ଗୌରବ ଗାଥା ପଦଯାତ୍ରା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ ଆରମ୍ଭ ହେଉଛି ଏକାମ୍ର ଉତ୍ସବ। ଭୁବନେଶ୍ୱର ଉନ୍ନୟନ…
Read More...

ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଟୁଇନ୍‌ସିଟିର ନୂଆ ପୁଲିସ କମିଶନର ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy