Browsing Category

ଖୋର୍ଦ୍ଧା

ସମସ୍ତେ ସ୍ଵେଚ୍ଛାକୃତ ଭାବେ ଆସି ରକ୍ତଦାନ କାରିବା ଉଚିତ୍ : ରୁଦ୍ର ନାରାୟଣ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତ କିଛିଦିନ ହେବ ରାଜଧାନୀର ହସ୍ପିଟାଲ ମାନଙ୍କରେ ଦେଖାଯାଉଥିବା ରକ୍ତର ଅଭାବକୁ ଦୂର କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଦ୍ଵାରା ଆୟୋଜିତ ପାଞ୍ଚ ଦିନିଆ ରକ୍ତଦାନ ଶିବିରର ଆଜି ଶେଷଦିନ ଅନୁଷ୍ଠିତ…
Read More...

ଏଥର ବେଗୁନିଆରୁ କିଏ, ପ୍ରଦୀପ ନା ପ୍ରବୋଧ?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରୁ ଏଥର ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ବିଧାୟକ ରାଜେନ୍ଦ୍ର ସାହୁ ବିରୋଧର ଶୀକାର ହେବା ପରେ ସେ ଆଉ ଥରେ ରିପିଟ୍ ହେବାକୁ ଇଚ୍ଛା ପ୍ରକାଶ…
Read More...

‘ରୁଦ୍ରଙ୍କର ମାନବିକତା ସମସ୍ତଙ୍କ ମନକୁ ଛୁଇଁ ପାରିଛି’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନକୁ ଦିନ ବଢୁଥିବା ଖରା ଯୋଗୁ ଏବେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଅତ୍ୟଧିକ ରକ୍ତର ଅଭାବ ଦେଖା ଯାଉଥିବାରୁ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ନିଜର ଜୟ ଓଡ଼ିଶା ସଂଗଠନ ଦ୍ୱାରା ଏକ ପାଞ୍ଚ ଦିନିଆ ରକ୍ତଦାନ…
Read More...

‘ସେବା’ ନୁହେଁ ଲୋକଙ୍କୁ ‘ସଜ୍ଜା’ ଦେଉଛି ପୋଲିସ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ବିଲଡିଂକୁ ‘ପୋଲିସ ସେବା ଭବନ’ ନାମରେ ନାମିତ କରାଗଲା । ଲୋକଙ୍କୁ ସଚେତନ କରିବା ସହ ସେବକ ଭାବେ ସେମାନଙ୍କୁ ସେବା ଯୋଗାଇବାକୁ ପୋଲିସକୁ କୁହାଗଲା । ମାତ୍ର ଏହି ସଂଜ୍ଞା ଏବେ ବଦଳି…
Read More...

ଯୁବକଙ୍କୁ ହତ୍ୟା ଘଟଣା: ହତ୍ୟାକାରୀ କାହ୍ନା ଓ ପ୍ରେମିକା ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ରାଜଧାନୀରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଲକ୍ଷ୍ମୀସାଗର ପୋଲିସ ମୁଖ୍ୟ ହତ୍ୟାକାରୀ ସହ ତା’ ପ୍ରେମିକାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ୟୁନିଟ-୫ କେଶରୀନଗରରେ ରହୁଥିବା…
Read More...

ଭାଉଜଙ୍କୁ ଏକ ତରଫା ପ୍ରେମ: ଯୁବକଙ୍କୁ ଛୁରୀ ଭୂଷି ହତ୍ୟା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ସହ ରାସ୍ତାରେ ଗୋଡାଇ ଛୁରୀ ଭୁଷି ଭାଇର ଜୀବନ ନେଲା ଜଣେ ସମ୍ପର୍କୀୟ ଭାଇ । ଘଟଣାଟି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା…
Read More...

ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ…
Read More...

ପୁସ୍ତକ ଲୋକର୍ପଣ ଉତ୍ସବ, ରାତି ମୋର ଅତି ଆପଣାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ‘ରାତି ମୋର ଅତି ଆପଣାର’ ପୁସ୍ତକ ଲୋର୍କାପଣ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ପ୍ରଶାସନିକ ଅଧିିକାରୀ ତଥା ବରିଷ୍ଠ ଗୀତିକବି ଡକ୍ଟର ରବିନାରାୟଣ ସେନାପତି ଏବଂ ଓଡିଶାର ଯଶସ୍ୱୀ…
Read More...

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି…
Read More...

ରାସ୍ତା ଜାମରେ କଲବଲ ଲୋକେ, ପୋଲିସ ବେପରୁଆ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଯାତ୍ରା ମହାସମର ବେଳେ ପୋଲିସର ବେପରୁଆ ମନୋଭାବ ଏବେ ପଦାରେ ପଡିଯାଇଛି । ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ଆଖିବୁଜି ଦେଇ ପୋଲିସ ବାବୁ ଥାନାରେ ଆରାମରେ ବସି ବନ୍ଧୁ-ପ୍ରିୟଜନ ଓ ସମ୍ପର୍କୀୟଙ୍କୁ ଯାତ୍ରା ଟିକେଟ ବାଣ୍ଟି ସାବାସୀ ନେଉଛନ୍ତି । ଏକଥା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy