Browsing Category

ଦେଶ ବିଦେଶ

latest news headlines, breaking news and updates of local, national and international origin with articles, photos and videos.

ନବୀନଙ୍କ ପ୍ରଭାବ କମୁଛି, ଶକ୍ତିଶାଳୀ ହେଉଛନ୍ତି ଅଶ୍ୱିନୀ

ନୂଆଦିଲ୍ଲୀ : ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବ କମିବାରେ ଲାଗିଛି । ପ୍ରତିବର୍ଷ ନବୀନଙ୍କ ପ୍ରଭାବ କମୁଥିବା ବେଳେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଭାବ ବଢୁଛି । ଏକ କଥା ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶ ପାଇଛି । । ଇଣ୍ଡିଆନ୍‍…
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଚାରି ପ୍ରତିଶତ ବଢିପାରେ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କୁ ଖୁବଶୀଘ୍ର ଖୁସି ଖବର ଦେଇପାରନ୍ତି । ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାର ଆସନ୍ତା ମାସରେ ଅର୍ଥାତ୍ ମାର୍ଚ୍ଚ ୨୦୨୪ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ରେ ଚାରି ପ୍ରତିଶତ ବୃଦ୍ଧି ଘୋଷଣା କରିପାରନ୍ତି।…
Read More...

ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ । ଏହା ପରେ ଜନସଭାକୁ ଉଦବୋଧନ ଦେବେ। ଖବର ମୁତାବକ ଶ୍ରୀ କଳକୀ ଧାମ୍ ନିର୍ମାଣ ଟ୍ରଷ୍ଟ ଦ୍ବାରା ମନ୍ଦିରଟି ନିର୍ମାଣ କରାଯାଉଛି।ଏହି ଟ୍ରଷ୍ଟର ଅଧ୍ୟକ୍ଷ ହେଉଛନ୍ତି ଆଚାର୍ଯ୍ୟ…
Read More...

ଆବୁଧାବିରେ ମୋଦୀ କୁରାନ ବିଷୟରେ ଉଲ୍ଲେଖ କଲେ, ଜାଣନ୍ତୁ

ନୂଆଦିଲ୍ଲୀ: ବୁଧବାର (ଫେବୃଆରୀ ୧୪) ଆବୁଧାବିରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁରାନ ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ, ମନ୍ଦିର ହେଉଛି ବିଶ୍ୱ ଏକତାର ପ୍ରତୀକ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,…
Read More...

ଡକ୍ଟର କ୍ରିଶନ କୁମାରଙ୍କୁ ଏହି ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ, : ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା ପରେ କାହାକୁ ଦାୟିତ୍ୱ ଦିଆଯିବ ଜାତୀୟ ରାଜପଥ ବିକାଶ ନିଗମ (NHIDCL) ସେନେଇ ବହୁ ଚିନ୍ତା କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶେଷରେ ଯୁବ ଓଡିଶା କ୍ୟାଡର ଆଇଏଏସ ଅଫିସର ଡକ୍ଟର କ୍ରିଶନ କୁମାରଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ତାଙ୍କୁ…
Read More...

ଡକ୍ଟର କ୍ରିଷନ କୁମାର ହେଲେ ଏନ୍‍ଏଚ୍‍ଆଇଡିସିଏଲ୍‍ର ପରିଚାଳନା ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍‌ଏଚ୍‌ଆଇଡିସିଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ଭାବେ ଡ. କ୍ରିଷନ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୦୨ ବ୍ୟାଚ୍ ଆଇଏଏସ୍ ଡ. କୁମାର ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ…
Read More...

ପ୍ରଧାନମନ୍ତ୍ରୀ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ

ସମ୍ବଲପୁର,(ରିପୋଟର୍ସ ପେନ୍‌): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପକୁ ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଶକ୍ତି…
Read More...

‘ଏଥର ୪୦୦ ପାର …’, ମଲ୍ଲିକାର୍ଜୁନ ଖର୍ଗେଙ୍କ କଥା ଶୁଣି ହସିଲେ ମୋଦୀ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଶୁକ୍ରବାର ଦିନ ଗୃହରେ ଆଲୋଚନା କରାଯାଇଥିଲା । ଏହି ସମୟରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କିଛି କହିଥିଲେ ଯାହା ସମଗ୍ର ଗୃହରେ ସମସ୍ତେ ହସିବାକୁ ଲାଗିଲା । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମଧ୍ୟ…
Read More...

ପଢ଼ନ୍ତୁ ଆଜିର ବଜେଟ୍ ହାଇଲାଇଟ୍ସ

ପ୍ରଥମ ଫେବୃଆରୀ ହେଉଛି ବଜେଟ୍ ଦିନ। ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ତଥାପି, କହିରଖୁଛୁ ଯେ ଏହା ପୂର୍ଣ୍ଣ ବଜେଟ୍ ନୁହେଁ। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଏହା ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍।…
Read More...

ଦୂରଦର୍ଶନକୁ ଫେରୁଛି ରାମାୟଣ, ଜାଣନ୍ତୁ କେବେଠାରୁ ଦେଖିବେ

ଦୂରଦର୍ଶନକୁ ଫେରୁଛି ରାମାୟଣ: ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ସିରିଏଲ ହେଉଛି ରାମାୟଣ । ୯୦ ଦଶକର ପିଲାମାନେ ଏହି ସିରିଏଲ ଦେଖି ସେମାନଙ୍କର ପିଲାଦିନ ଅତିବାହିତ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଏହି ଶୋ’ର କ୍ରେଜ୍ ସେହି ସମୟ ଭଳି ଏବେ ବି ଲୋକପ୍ରିୟ ରହିଛି । ପ୍ରତ୍ୟେକ ଧର୍ମର…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy