Browsing Category

ଦେଶ ବିଦେଶ

latest news headlines, breaking news and updates of local, national and international origin with articles, photos and videos.

ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି-ଭିଜିଲ୍ ଆପ୍

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ସି-ଭିଜିଲ ଆପ୍ ଲୋକଙ୍କ ହାତରେ ଏକ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି । ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍‌ ରେ ଆଜି ସୁଦ୍ଧା ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି।…
Read More...

ଶିବସେନା ହାତ ଧରିଲେ ବଲିଉଡ଼ ଅଭିନେତା ଗୋବିନ୍ଦା

ଗୁରୁବାର (ମାର୍ଚ୍ଚ ୨୮) ମାୟାନଗରୀ ମୁମ୍ବାଇ ଠାରେ ଶିବସେନା ହାତ ଧରିଛନ୍ତି ବଲିଉଡ଼ ଅଭିନେତା ଗୋବିନ୍ଦା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଅଭିନେତା ଗୋବିନ୍ଦା ଶିବସେନାରେ (ସିନ୍ଦେ ଗୋଷ୍ଠୀ) ଯୋଗ ଦେଇଥିଲେ। ଗତ ୨୦୦୪ ଲୋକସଭା…
Read More...

ମୃତ୍ୟୁ ସଂଖ୍ୟା ୧୫୦ ଛୁଇଁଲା; ପୁଟିନ କହିଲେ- ଖୋଜି ଖୋଜି ମାରିବୁ

ଋଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ମାମଲାରେ ଋଷିଆ ପୋଲିସ ଏପର୍ଯ୍ୟନ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି, ଯେଉଁମାନଙ୍କ ମଧ୍ୟରୁ ୪ ଜଣ…
Read More...

 ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ଅରବିନ୍ଦ କେଜ୍ରିୱାଲ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି। ଦିଲ୍ଲୀ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଆଜି କେଜ୍ରିୱାଲଙ୍କୁ ଗିରଫ କରିଛି। ଆପ୍‌ ମୁଖ୍ୟ କେଜ୍ରିୱାଲ ଦଳର ୪ର୍ଥ ବରିଷ୍ଠ ନେତା ଯିଏ ଅବକାରୀ ନୀତି…
Read More...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହତ, ଡାକ୍ତରଖାନାରେ ଭର୍ତ୍ତି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିଏମସିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ମମତା ବାନାର୍ଜୀଙ୍କ ଆଘାତ ସମ୍ପର୍କରେ ସୂଚନା ଦିଆଯାଇଛି । ଟିଏମସି ଲେଖିଛି, ଆମର ଅଧ୍ୟକ୍ଷ…
Read More...

ଏହି ତାରିଖ ପୂର୍ବରୁ ମାଗଣାରେ ଆଧାର କାର୍ଡ ଅପଡେଟ୍ କରନ୍ତୁ, ଜାଣନ୍ତୁ

ଆଧାର କାର୍ଡ ଅପଡେଟ୍‌: ଆଜିକାଲି ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଟ୍ରେନ୍ ଟିକେଟ କିଣିବା ଠାରୁ ଆରମ୍ଭ କରି ଯେକୌଣି ସରକାରୀ ଯୋଜନା ପାଇଁ ଆବେଦନ କରିବା ପାଇଁ ଆଧାର କାର୍ଡ ଆବଶ୍ୟକ । ଏଭଳି ପରିସ୍ଥିତିରେ UIDAIଓ କହିଛି ଯେ, ଯଦି ଜଣେ ବ୍ୟକ୍ତି ୧୦ ବର୍ଷ ଧରି…
Read More...

ଖସି ପଡ଼ିଲା ବିମାନ ଚକ; ଭିଡ଼ିଓ ଭାଇରାଲ

ମାର୍ଚ୍ଚ ୭ ତାରିଖ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାର ସାନଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଯାଇଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହାକୁ କେହି କଳ୍ପନା କରିପାରିବେ ନାହିଁ। ପ୍ରାୟ ୨୩୫ ଜଣ ଯାତ୍ରୀ ଯାତ୍ରା କରୁଥିବା ଏକ ଆମେରିକୀୟ ବିମାନର ଟାୟାର ଉଡ଼ାଣ ଭରିବା ସମୟରେ…
Read More...

ଖୁସି ଖବର : କମିଲା ଏଲପିଜି ସିଲିଣ୍ଡର ଦର

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ସରକାର ନେଇଥିବା ଏହି ନିଷ୍ପତ୍ତିରୁ ଦେଶର କୋଟି କୋଟି ପରିବାର…
Read More...

ଫେସବୁକ୍‌, ଇନଷ୍ଟାଗ୍ରାମ ଡାଉନ୍‌: ଆକାଉଣ୍ଟ ଲଗ୍ ଆଉଟ୍ ହେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ ହଠାତ୍ ମଙ୍ଗଳବାର ରାତିରେ (୫ ଫେବୃଆରୀ ୨୦୨୪) ସର୍ଭର ଡାଉନ ହୋଇଛି । ବ୍ୟବହାରକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହଠାତ୍ ଲଗ୍ ଆଉଟ୍ ହୋଇଯାଉଛି । ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ହଠାତ୍ ଡାଉନ ଯୋଗୁଁ ଲକ୍ଷ ଲକ୍ଷ ଉପଭୋକ୍ତା…
Read More...

ନବୀନଙ୍କ ପ୍ରଭାବ କମୁଛି, ଶକ୍ତିଶାଳୀ ହେଉଛନ୍ତି ଅଶ୍ୱିନୀ

ନୂଆଦିଲ୍ଲୀ : ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବ କମିବାରେ ଲାଗିଛି । ପ୍ରତିବର୍ଷ ନବୀନଙ୍କ ପ୍ରଭାବ କମୁଥିବା ବେଳେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଭାବ ବଢୁଛି । ଏକ କଥା ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶ ପାଇଛି । । ଇଣ୍ଡିଆନ୍‍…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy