Browsing Tag

bjp

୪୦%ପରିବାର ଶୁଦ୍ଧ ପିଇବା ପାଣିରୁ ବଂଚିତ ହେବା ନବୀନ ବାବୁଙ୍କ କେଉଁ ରୂପାନ୍ତରୀକରଣ: ଗୋଲକ ମହାପାତ୍ର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ନବୀନ ବାବୁ ପାଖାପାଖି ଦୀର୍ଘ ୧୦ହଜାର ଦିନ ଶାସନ ଗାଦିରେ ରହି ଯାହା କରିପାରିଲେ ନାହିଁ ତାହାକୁ କରିଦେଖାଇଛି ଗଞ୍ଜାମ ଜିଲ୍ଲା ପାତ୍ରପଡା ବ୍ଲକର ଜଣେ ଆଦିବାସୀ ଯୁବକ ଭୀମ ବେହେରା । ବିଜେଡି ସରକାର ପାଖରେ ଅର୍ଥର ଅଭାବ ନାହିଁ, କ୍ଷମତା…
Read More...

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି : ନାଉରୀ ନାଏକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜୁ ଜନତା ଦଳ । ମହାପ୍ରଭୁ ଜଗନ୍ନାଥ ନାଁରେ ଚାଉଳ, ଗୁଆ, ନଡିଆ, ଘିଅ, ସୁନା, ରୁପା ମାଗି ଲୋକଙ୍କ ଶ୍ରଦ୍ଧା, ଭାବନା ସହ ଖେଳ ଖେଳି କୁଠାରଘାତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଜଗନ୍ନାଥଙ୍କ ନାମ ନେଇ ଯେଉଁ…
Read More...

‘ମେଟ୍ରୋ ପ୍ରକଳ୍ପ’ – ବିଜେଡିର ନିର୍ବାଚନୀ ଥୋପ : ଦିଲୀପ ମଲ୍ଲିକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିକାଶ ନୁହେଁ ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୋଲାପୀ ଚିତ୍ର ଓ ନିର୍ବାଚନ ଭେଳିକି…
Read More...

ମହାଦେବ ବେଟିଂ ସ୍କାମର ଲୁଟ୍ ଅର୍ଥରେ କଂଗ୍ରେସ ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ୁଛି : ଡ.ଯତୀନ ମହାନ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତ କିଛିଦିନ ଧରି ମହାଦେବ ବେଟିଂ ଆପ୍‌ର ସ୍କାମ୍ ଘୋଟାଲା ଚାଲିଥିଲା । ଏହି ସ୍କାମ୍‌ରେ ବର୍ତମାନର ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୁରୁତରଭାବେ ଛନ୍ଦି ହୋଇଛନ୍ତି । ଅନ୍‌ଲାଇନରେ ଜୁଆ ଖେଳର ବ୍ୟବସ୍ଥା କରି ମହାଦେବ ବେଟିଂ ପ୍ରୟୋଜକମାନେ ବିଭିନ୍ନ…
Read More...

ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଂଚାୟତସ୍ତରରୁ ଆନ୍ଦୋଳନ ହେବ : ମନମୋହନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ୨୦୨୪ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡ ମ୍ୟାପ କରାଯାଇଛି । ପ୍ରଧାନମନ୍ତ୍ରୀ…
Read More...

ରାଜ୍ୟର ସର୍ବାଙ୍ଗିନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ବିଫଳ ରାଜ୍ୟ ସରକାର: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଗତ ୯ବର୍ଷ ସମୟରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଟିକସର ଅଂଶଭାଗ, ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଏବଂ ସାମାଜିକ କ୍ଷେତ୍ର ଯୋଜନାରେ ଆର୍ôଥକ ସହାୟତା ପୂର୍ବବତୀ ଉପା ସରକାର ତୁଳନାରେ ପ୍ରାୟ ୯ଗୁଣ ବୃଦ୍ଧି…
Read More...

ଚାଷୀଙ୍କ ସମସ୍ୟାକୁ ନେଇ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବ ବିଜେପି: ମହେଶ୍ୱର ସାହୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏଥି ପାଇଁ କାର୍ଯ୍ୟରତ । ମୋଦି ସରକାର ଚାଷୀମାନଙ୍କୁ ବିହନ, ସାର, କୀଟନାଶକଠାରୁ ଆରମ୍ଭ କରି ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେବା ସତ୍ୱେ ଆଜି ଓଡିଶାରେ କୃଷକ…
Read More...

କେବଳ ଘୋଷଣାରେ ସୀମିତ ଓଡିଆ ବିଶ୍ୱବିଦ୍ୟାଳୟ : ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଠକିବା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାଁରେ ଛାତ୍ରଛାତ୍ରୀଙ୍କୁ ପ୍ରତାରିତ କରୁଛନ୍ତି । ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ଓଡ଼ିଶାରେ ସମସ୍ତ ସରକାରୀ ନିଥିପତ୍ର ଓ ନାମଫଳକ ଓଡ଼ିଆରେ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ଏଯାଏଁ ତାହା…
Read More...

ରାଜ୍ୟରେ ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅଭିଧାନରୁ ବଛା ବଛା ଶବ୍ଦରେ ସ୍ୱଚ୍ଛ ଶାସନର ‘ହଲ୍ ମାର୍କ’ ବା ଚାରିତ୍ରିକ ବିଶେଷତ୍ୱ ତିଆରି ହୁଏ ନାହିଁ । ଏଥି ପାଇଁ ସର୍ବପ୍ରଥମେ ଶୃଙ୍ଖଳା, ନିଷ୍ଠା ଓ ପ୍ରତିବଦ୍ଧତାର ଆବଶ୍ୟକତା ହୋଇଥାଏ । ଦୁର୍ଭାଗ୍ୟବଶତଃ ଦୀର୍ଘ ୨୩ ବର୍ଷର ବିଜେଡି ଶାସନରେ ଏସବୁ…
Read More...

ବିଜେଡି ସରକାର ସବୁଜ ପତ୍ରିକାଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି : ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦେଶରେ ଦୃତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଦେଶବାସୀଙ୍କ ସହଯୋଗରେ ୧୯୮୩ ମସିହାରେ ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ତତ୍କାଳୀନ ସରକାର “ସବୁଜ ପତ୍ରିକା” ଆରମ୍ଭ କରିଥିଲେ । ବିଭିନ୍ନ ସାମାଜିକ ପ୍ରତିବନ୍ଧକ ଓ ପରିବାରଲୋକଙ୍କ ଆକଟକୁ ଭୃକ୍ଷେପ ନକରି…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy