Browsing Tag

election commission

ବିଜେଡି ନେତା ଓ ତାଙ୍କ ସରକାର ମିଳିମିଶି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି: ଗୋଲକ ମହାପାତ୍ର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ବୈତରଣୀ ପାର ହେବା ପାଇଁ ଶାସକ ବିଜୁ ଜନତା ଦଳ ସରକାରୀ କଳ ଓ ବଳ ଏବଂ ବ୍ୟବସ୍ଥାକୁ ବାରମ୍ବାର ଅପବ୍ୟବହାର କରି ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି । ଶାସନ କ୍ଷମତାକୁ ଜାବୁଡି ଧରିବା ପାଇଁ ବାରମ୍ବାର ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ…
Read More...

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଜାରି ହେବ ବିଜ୍ଞପ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବ। ଗେଜେଟ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହେବ। ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟ ମତଦାନ ମଇ ୨୮ ତାରିଖରେ ଅନୁଷ୍ଠିତ ହେବ।…
Read More...

ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ନିର୍ବାଚନ ପ୍ରଚାର

ଲୋକସଭା ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ୧୯ ରେ ଅନୁଷ୍ଠିତ ହେବ। ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ବୁଧବାର ଦିନ ସନ୍ଧ୍ୟାରେ ଏହି ଆସନଗୁଡ଼ିକରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ ଏହି…
Read More...

ନିର୍ବାଚନ କମିଶନଙ୍କ ନୋଟିସ; ହୋର୍ଡିଂରେ ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରହିବ

ସହରର ବିଭିନ୍ନ ରାସ୍ତା ଓ ଛକ ସ୍ଥାନମାନଙ୍କରେ ଲାଗୁଥିବା ରାଜନୀତିକ ହୋର୍ଡିଂରେ ଏଣିକି ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରହିବ। ଏହି ସ୍ଥାନମାନଙ୍କରେ ବିନା ପ୍ରକାଶକ ଓ ମୁଦ୍ରାକରଙ୍କ ନାଁରେ ଅନେକ ହୋର୍ଡିଂ ଲଗାଯାଉଥିବାରୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସମସ୍ତ ମୁଖ୍ୟ…
Read More...

ଅଘୋଷିତ ବିଜେଡି ମୁଖିଆଙ୍କ ଠାରୁ ଅନାବଶ୍ୟକ ସୁବିଧା ପ୍ରତ୍ୟାହାର କରାଯାଉ : ସୁରଥ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ୭୪ଜଣ ପୋଲିସ କର୍ମଚାରୀ ନିୟୋଜିତ ହେବା ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେପି ପ୍ରତିନିଧିମଣ୍ଡଳୀ । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ…
Read More...

ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି-ଭିଜିଲ୍ ଆପ୍

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ସି-ଭିଜିଲ ଆପ୍ ଲୋକଙ୍କ ହାତରେ ଏକ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି । ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍‌ ରେ ଆଜି ସୁଦ୍ଧା ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି।…
Read More...

ସରକାରୀ କଳ-ବଳ, ହିଂସା ପ୍ରୟୋଗ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବିଜେଡି: ଡ.ଲେଖାଶ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାରରେ ରହିବା ହେତୁ ଅହଂକାର ବଢ଼ିବା ସହ କ୍ଷମତା ଅପବ୍ୟବହାର କରିବାରେ ସୀମା ଟପିଛି । ବିଜେଡି ସରକାରୀ କଳକୁ ଅପବ୍ୟବହାର କରିବା, କ୍ଷମତାର ଦବ୍‌ଦବା ଦେଖାଇ ବିରୋଧୀଙ୍କୁ ଚାପଗ୍ରସ୍ତ କରିବା, ବିଜେଡିର ନେତା ଓ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy