Browsing Tag

Independence Day

ଲାଲକିଲାରୁ ମୋଦୀଙ୍କ ଘୋଷଣା, “ମୁଁ ଅଗଷ୍ଟ ୧୫ରେ ପୁଣି ଆସିବି”

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାନୁମାନ କରିଛନ୍ତି । ଲାଲକିଲା ଦୁର୍ଗର ପ୍ରାଚୀରରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ…
Read More...

ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏବଂ ରାଜ୍ୟବାସୀଙ୍କୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ…
Read More...

ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ଗୀତ ‘ମିଲେ ସୁର ମେରା ତୁମହାରା’ କିପରି ହେଲା? ପଢନ୍ତୁ

ନୂଆଦିଲ୍ଲୀ: ସାରା ଦେଶ ସ୍ୱାଧୀନତାର ୭୭ ତମ ବାର୍ଷିକୀ ପାଳନ କରୁଛି । ଏଭଳି ପରିସ୍ଥିତିରେ ଦୂରଦର୍ଶନର ଏକ ଲୋକପ୍ରିୟ ଗୀତ ମନେ ପଡୁଛିି, ଯାହା ସମଗ୍ର ଦେଶକୁ ଏକତାର ସୂତ୍ରରେ ଏକତ୍ର କରିବା ପାଇଁ ଜଣାଶୁଣା -ମିଲେ ସୁର ମେରା ତୁମହାରା ତୁୁ ସୁର ବନେ ହାମାରା । ଏହି ଆଇକନିକ୍ ଗୀତ ୩୫ ବର୍ଷର…
Read More...

ଗାନ୍ଧିଜୀ ସ୍ୱାଧୀନତା ସଂଗ୍ରାମର ସ୍ୱରୂପ ବଦଳାଇଥିଲେ, ଜାଣନ୍ତୁ କିପରି

ମହାତ୍ମା ଗାନ୍ଧୀ: ଭାରତ ସ୍ୱାଧୀନତାର ୭୭ ତମ ବର୍ଷ ପାଳନ କରୁଛି । ଏଭଳି ପରିସ୍ଥିତିରେ ଆମେ ସ୍ୱାଧୀନତା ସଂଗ୍ରାମର ହିରୋ ଏବଂ ସେମାନଙ୍କର ଅବଦାନକୁ ସ୍ମରଣ କରୁଛୁ । ମହାତ୍ମା ଗାନ୍ଧୀ ସ୍ୱାଧୀନତା ଆନ୍ଦୋଳନର ସବୁଠାରୁ ବଡ ନେତା ଥିଲେ । ଆଫ୍ରିକାରୁ ଭାରତକୁ ଫେରିବା ପରେ ସେ ସ୍ୱାଧୀନତା…
Read More...

ଲାଲକିଲାରୁ ମଣିପୁର ହିଂସା ବିଷୟରେ କହିଲେ ମୋଦୀ, ଶାନ୍ତିରେ ମିଳିବ ସମାଧାନ

ନୂଆଦିଲ୍ଲୀ : ଭାରତ ଆଜି ଏହାର ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲା ଦୁର୍ଗରେ ଆମର ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲା ଦୁର୍ଗର ପ୍ରାଚୀରରୁ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ…
Read More...

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା

ନୂଆଦିଲ୍ଲୀ, : ମୋର ପ୍ରିୟ ଦେଶବାସୀ, ଆମ ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ସାଂପ୍ରତିକ ପରିବେଶରୁ ଏହି ଉତ୍ସବ ପାଳନର ଖୁସି ଓ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ ଗାଁରୁ ସହର…
Read More...

ନ୍ୟୁ ଜର୍ସିର ୧୯ତମ ଇଣ୍ଡିଆ ଡେ ପରେଡରେ ତମନ୍ନା ଭାଟିଆ ଗ୍ରାଣ୍ଡ ମାର୍ଶଲ ହୋଇଥିଲେ

ସ୍ୱାଧୀନତା ଦିବସ ୨୦୨୩: ତମନ୍ନା ଭାଟିଆ ଜଣେ ଦକ୍ଷ ଅଭିନେତ୍ରୀ, ଯିଏକି ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ସିନେ ଜଗତରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ନିକଟରେ ସ୍ୱାଧୀନତା ଦିବସ ଅବସରରେ ଅଭିନେତ୍ରୀଙ୍କୁ ଏକ ବଡ଼ ସମ୍ମାନ ମିଳିଥିଲା । ତମନ୍ନା ଭାଟିଆ ଗ୍ରାଣ୍ଡ…
Read More...

ଦେଶର ବିଭାଜନ ବେଳେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ମୋର ନମସ୍କାର: ମୋଦୀ

ନୂଆଦିଲ୍ଲୀ: ଆଜି ଦେଶରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି । ବିଭାଜନ ସମୟରେ ଦେଶରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ରଖିବା ଏବଂ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିନ ପାଳନ କରାଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ପ୍ରାଣ ହରାଇଥିବା…
Read More...

ସ୍ୱାଧିନତା ଦିବସ ଲାଗି ଫୁଲଡ୍ରେସ୍ ରିହରସାଲ ସରିଲା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଉ ଦିନକ ପରେ ସାରା ଦେଶରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହେବ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି । ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍…
Read More...

ଓଡ଼ିଶା ଚାଷୀଙ୍କୁ ଦିଲ୍ଲୀରୁ ଡକରା : ସ୍ୱାଧୀନତା ଦିବସ ସମାରୋହରେ ହେବେ ସ୍ୱତନ୍ତ୍ର ଅତିଥି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁ ଚାଷୀ, ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy