Browsing Tag

kendrapara news

କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ତଥା ବରିଷ୍ଠ…
Read More...

କଂଗ୍ରେସ ସ୍ଥିର, ବିଜେପି ଅସ୍ଥିର ଓ ବିଜେଡି ଭାଗ ଭାଗ

କେନ୍ଦ୍ରାପଡା/ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବେଶ ଗୁରୁତ୍ୱ ରହିଛି । ଏହି ନିର୍ବାଚନ ମଣ୍ଡଳୀ ଅଣ-କଂଗ୍ରେସର ଗଡ ଭାବେ ପରିଚିତ । ହେଲେ ଚଳିତ ଥର ଏହି ଆସନରେ କଂଗ୍ରେସର ଭୋଟ ସ୍ଥିର ଥିବା ବେଳେ କ୍ରେଜ ବଢୁଥିବା…
Read More...

କଂଗ୍ରେସର ଗ୍ୟାରେଣ୍ଟି ସୁଖୀ ଓଡିଶା, ସମୃଦ୍ଧ ଓଡିଶା

ଭୁବନେଶ୍ୱର/କେନ୍ଦ୍ରାପଡା,(ରିପୋଟର୍ସ ପେନ୍‌): ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ…
Read More...

ଶଶୀଙ୍କୁ କେନ୍ଦ୍ରାପଡା ମନା, ବୈଠକରୁ ମନ ଦୁଃଖରେ ଫେରିଲେ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏଥର ଶଶୀ ଭୂଷଣ ବେହେରାଙ୍କୁ କେନ୍ଦ୍ରାପଡା ମନା ହୋଇଛି । ୨୦୧୯ରେ ହଠାତ୍ କେନ୍ଦ୍ରାପଡା ବିଧାନସଭା ଆସନରୁ ଟିକେଟ ପାଇ ଶଶୀଭୂଷଣ ବେହେରା ବିଧାୟକ ହୋଇଥିଲେ । ଏଥର କିନ୍ତୁ ତାଙ୍କୁ ଆଉ କେନ୍ଦ୍ରାପଡାରୁ ଟିକେଟ ମିଳିବନି । ଯଦିଓ ଏହା ସ୍ପଷ୍ଟ ହୋଇନାହିଁ,…
Read More...

କେନ୍ଦ୍ରାପଡାର ବିକାଶପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା…
Read More...

କେନ୍ଦ୍ରାପଡା: ପଦ୍ମ ଧରିବେ କିଶୋର ତରାଇ, ସମର୍ଥନ କରିବେ ସିପ୍ରା!

ଭୁବନେଶ୍ୱର/କେନ୍ଦ୍ରାପଡ଼ା, (ରିପୋଟର୍ସ ପେନ୍‌): ନିର୍ବାଚନୀ ବିଗୁଲ ବାଜିବାକୁ ଆଉ ମାତ୍ର କେଇଟା ଦିନ ଥିବା ବେଳେ କେନ୍ଦ୍ରାପଡା ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ଅଣ-କଂଗ୍ରେସ ଗଡ ଭାବେ ପରିଚିତ କେନ୍ଦ୍ରାପଡାରେ ଏଥର ତୃଣମୂଳସ୍ତରରୁ ବିଜେଡି ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଛି । ଗାଁ ଗହଳି…
Read More...

ସ୍ୱାଧୀନତା ଦିବସରେ ପାଟକୁରାର ଦୁଇ ପ୍ରତିଭା ସମୀକ୍ଷା ଓ ଶୁଭଲଷ୍ମୀ ସମ୍ବର୍ଦ୍ଧିତ

ପାଟକୁରା, (ରିପୋଟର୍ସ ପେନ୍‌):- କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବାଧିନତା ଦିବସ ଅବସରରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସକାଳେ ଜାତୀୟ ପତାକା ଉତ୍ତୋଳନ ଓ ପରେ…
Read More...

ପୁଣି ବିବାଦରେ କେନ୍ଦ୍ରାପଡା ପୋଲିସ: ଥାନାରେ ଥାର୍ଡ ଡିଗ୍ରୀ!

କେନ୍ଦ୍ରାପଡା/ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେନ୍ଦ୍ରାପଡା ପୋଲିସ ପୁଣି ଥରେ ବିବାଦ ଘେରକୁ ଆସିଛି । ଏଥର ମଧ୍ୟ ସେଇ ଇନ୍ସପେକ୍ଟର ଜ୍ୟୋତି ରଂଜନ ସାମନ୍ତରାୟଙ୍କ ଲାଗି ପୋଲିସ ବିବାଦରେ ଛନ୍ଦି ହୋଇଛି । ପୂର୍ବରୁ ଲୋକଙ୍କୁ ଦୁର୍ବ୍ୟବହାର, ସାମ୍ବାଦିକଙ୍କ ଉପରେ ଆକ୍ରୋଶ ଓ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy