Browsing Tag

arrest

ଦୁଇ କୁଖ୍ୟାତ ଅପରାଧୀ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ଅପରାଧ ଉପରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ନିଶା କାରବାର ଉପରେ ରୋକ ଲଗାଇଥିବା ବେଳେ ଏବେ ଚୋରା ବନ୍ଧୁକ କାରବାର କରୁଥିବା ଦୁଇ ଅପରାଧୀକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖଣ୍ଡଗିରି…
Read More...

ବନ୍ଧୁକ ମୁନରେ ସୁନାଗହଣା ଲୁଟ୍‌, ଦୁଇ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବନ୍ଧୁକ ମୁନରେ ଦୋକାନରେ ପଶି ସୁନା ଗହଣା ଲୁଟ୍ କରିବା ଅଭିଯୋଗରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଭଞ୍ଜନଗରର ପୁନିଆ ନାୟକ ଓ ନିଳାଦ୍ରୀ ନାୟକ ଓରଫ ପିଣ୍ଟୁ । ପୁଲିସ ଏମାନଙ୍କ ବିରୋଧରେ…
Read More...

ଜମି ଜାଲିଆତି ମାମଲା: ଏସସିୟୁ ଦ୍ୱାରା ଦୁଇ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ହେଉଥିବା ଜମି ଜାଲିଆତି ମାମଲାରେ କମିସନରେଟ ପୋଲିସ ଆକ୍ସନ ମୋଡକୁ ଆସିଛି । ସ୍ପେଶାଲ କ୍ରାଇମ ୟୁନିଟ ଏଭଳି ଏକ ମାମଲାର ତଦନ୍ତ କରି ଗତ ୪ ତାରିଖ ଦିନ ୫ପେଶାଦାର ଅପରାଧୀଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଥିବା ଏବଂ…
Read More...

ଅପହରଣ ଓ ଦାଦାବଟି ମାଗି ଦୁଇ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପହରଣ ଓ ଦାଦାବଟି ମାଗିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଦୁଇ ଜଣ ବାଉନ୍ସରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପୁରୁଣା ଭୁବନେଶ୍ୱର କୁଞ୍ଜପାଟଣାସାହିର ଆଶିଷ ସାହୁ ଓରଫ ପିନୁ ଓ ବାଲିପାଟଣା ଅଞ୍ଚଳର ଆଦିତ୍ୟ ବରାଳ ଓରଫ ଆଦି । ପୁଲିସ…
Read More...

ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ, ଜଣେ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ ସୃଷ୍ଟି କରିବା ସହ ଲୋକଙ୍କୁ ଆକ୍ରମଣ ଉଦ୍ୟମ ମାମଲାରେ ଧଉଳି ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବାଲିପାଟଣାର ତୁଷାର କୁମାର ଦେବ ଓରଫ ସୋନୁ । ପୁଲିସ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । …
Read More...

କଟୁରୀରେ ହାଣି ମୋବାଇଲ ଲୁଟ୍‌, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟୁରୀରେ ହାଣି ମୋବାଇଲ ଲୁଟ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ନାରାୟଣ ଡାକୁଆ । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । …
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy