ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ । ତାଙ୍କ କାର୍ଯ୍ୟକାଳରୁ ପୁଣି ବୃଦ୍ଧି କରିଛି ବିସିସିଆଇ । ଫଳରେ ରାହୁଲଙ୍କ ନେଇ ଚାଲିଥିବା ସସପେନ୍ସ ଉପରେ ଯବନିକା ପଡ଼ିଛି । ତାଙ୍କ ସହ ପୁରୁଷ କ୍ରିକେଟ ଟିମର ସପୋର୍ଟ ଷ୍ଟାଫଙ୍କ କାର୍ଯ୍ୟକାଳ ବି ବଢାଇଛି ବିସିସିଆଇ । ବିଶ୍ବକପ୍ ପରେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ।
ତାଙ୍କ ପରେ କିଏ ହେବେ…
Read More...
Browsing Tag
cricket
ବିଶ୍ୱକପ ୨୦୨୩ ର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ବର୍ତ୍ତମାନ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେବା ଠାରୁ ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ପାଦ ଦୂରରେ । ଏହି ବିଜୟ ସହିତ ମେନ ଇନ୍ ବ୍ଲୁ ମଧ୍ୟ ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ପ୍ରତିଶୋଧ ନେଇଛି । କେବଳ…
Read More...
ଗୋଟିଏ ବି ବଲ୍ ଖେଳିନାହାଁନ୍ତି , କି ରନ୍ ଆଉଟ୍ ବି ହେଇନାହାଁନ୍ତି । ହେଲେ ଅମ୍ପାୟାର ଦେଇଦେଲେ ଆଉଟ୍ । ଶନୂ ବଲରେ ଶୂନ ରନ୍ କରି ପ୍ୟାଭିଲିୟନ ଫେରିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମ୍ୟାଥୁସ୍ । ଆପଣଙ୍କୁ କଥାଟି ନିଶ୍ଚୟ ଅଜବ ଲାଗୁଥିବ । ଏମିତି ଆଉଟ୍ କେମିତି ହେଲା? କେମିତି ଆଞ୍ଜେଲୋ ମ୍ୟାଥୁସଙ୍କୁ ଆଉଟ୍ ଦେଇଦେଲେ ଅମ୍ପାୟାର?
କ୍ରିକେଟ୍ ଇତିହାସରେ…
Read More...
କୋଲକାତା: କୋହଲିଙ୍କ ବିରାଟ ଶତକ ଏବଂ ରବିନ୍ଦ୍ର ଜାଡେଜାଙ୍କ ଯାଦୁକାରୀ ବୋଲିଂ ଯୋଗୁଁ ବିଶ୍ୱକପ୍ରେ ଭାରତର ଅପରାଜିତ ଅଭିଯାନ ଜାରି ରହିଛି । ଭାରତ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରି କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି । ଆଫ୍ରିକା ଆଗରେ ଭାରତ ୩୨୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକାର ଇନିଂସ ୨୭.୩ ଓଭରରେ ମାତ୍ର ୮୩ ରନରେ…
Read More...
ମୁଶଫିକୁର ରହୀମ ଭିଡିଓ: ବାଂଲାଦେଶ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ମୁଶଫିକୁର ରହୀମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଜଣେ ବ୍ୟାଟ୍ସମ୍ୟାନ୍ କିପରି ଦୁର୍ଭାଗ୍ୟଜନକ ଆଉଟ ହୋଇପାରିବେ ତାହା ଦେଖି ସାରା ବିଶ୍ୱରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଢାକାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ଅନ୍ତର୍ଜାତୀୟ…
Read More...
ଟିମ୍ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜ ଏସିଆ କପ୍ ଫାଇନାଲରେ ଧମାକାଦାର ପ୍ରଦର୍ଶନ କରିଥିଲେ। ନିଜର ଦମଦାର୍ ବୋଲିଂ ବଳରେ ଶ୍ରୀଲଙ୍କାର ବ୍ୟାଟ୍ସ ମାନଙ୍କ ଧୂଆଁ ବାହାର କରିଦେଇଥିଲେ । କେବଳ ଗୋଟିଏ ଓଭରରେ ହିଁ ୪ ୱିକେଟ୍ ହାତେଇଥିବା ସିରାଜ ଏବେ ବନିଯାଇଛନ୍ତି ଆଇସିସିର ଦିନିକିଆ ରାଙ୍କିଂରେ ନମ୍ବର ୱାନ । ସେହିପରି ଟପ୍ ୧୦ ରାଙ୍କିଂରେ ସ୍ଥାନ…
Read More...
ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ନେପାଳ ସହ ପାକିସ୍ତାନ ମୁହାଁମୁହିଁ ହୋଇଛି । ଏହି ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୨ ରନ୍ ସଂଗ୍ରହ କରିଥିଲା । ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମ ୧୩୧ ବଲରେ ୧୫୧ ରନର ଇନିଂସ…
Read More...
ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ ଟି -୨୦ ହାଇଲାଇଟ୍: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ସିରିଜର ଚତୁର୍ଥ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ୧୭୮ ରନ୍ ସଂଗ୍ରହ କରିଥିଲା, ଏହା ପରେ ଭାରତୀୟ ଦଳ ୧୭ ଓଭରରେ ଗୋଟିଏ ୱିକେଟ୍ ହରାଇ…
Read More...
ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏକ ଐତିହାସିକ ଘୋଷଣା କରିଛି । ଆଗକୁ ସମସ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଂଟରେ ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ସମାନ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ । ଆଗାମୀ ଟି୨୦ ବିଶ୍ୱକପରୁ ଏହାର ଆରମ୍ଭ ହୋଇପାରେ । ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ମଧ୍ୟ ଆଇସିସିର ଏହି ନିଷ୍ପତି ସ୍ୱାଗତ କରିଛନ୍ତି।
…
Read More...
?????????: ????? ??? ?????????? ??? ???????? ??? ?????? (????????) ???????????? ?????? ? ?????? ??????? ?? -?? ?????? ???? ?? ????? ????? ? ??? ?????? ???? ?? ?????????? ????? ???????? ? ??????? ????? ???????? ????? ???? ?? ??????????? ???? ????????? ???????? ?
???? ??????? ??????????????????…
Read More...