Browsing Category

ଅପରାଧ

Bhubaneswar Crime News. latest Crime News headlines and live update on Crime News odisha crime news

ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଥିବା ଦୁଇ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର କରିସ୍ମା ରାଉତ ।…
Read More...

ଯୁବକଙ୍କୁ ହତ୍ୟା ଘଟଣା: ହତ୍ୟାକାରୀ କାହ୍ନା ଓ ପ୍ରେମିକା ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ରାଜଧାନୀରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଲକ୍ଷ୍ମୀସାଗର ପୋଲିସ ମୁଖ୍ୟ ହତ୍ୟାକାରୀ ସହ ତା’ ପ୍ରେମିକାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ୟୁନିଟ-୫ କେଶରୀନଗରରେ ରହୁଥିବା…
Read More...

ଭାଉଜଙ୍କୁ ଏକ ତରଫା ପ୍ରେମ: ଯୁବକଙ୍କୁ ଛୁରୀ ଭୂଷି ହତ୍ୟା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ସହ ରାସ୍ତାରେ ଗୋଡାଇ ଛୁରୀ ଭୁଷି ଭାଇର ଜୀବନ ନେଲା ଜଣେ ସମ୍ପର୍କୀୟ ଭାଇ । ଘଟଣାଟି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା…
Read More...

ବ୍ୟାଙ୍କ ଆଗରୁ ୩ଲକ୍ଷ ଝାମ୍ପି ନେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପରାଧ ରୋକିବାକୁ କମିଶନରେଟ ପୋଲିସ ଯେତିକି ଉଦ୍ୟମ କରୁଛି, ଲୁଟେରାମାନେ ସେତିକି ସକ୍ରିୟ ହେବାରେ ଲାଗିଛନ୍ତି । କମିଶନରେଟ ପୋଲିସକୁ ଚକମା ଦେଇ ଅପରାଧୀମାନେ ଗୋଟିକ ପରେ ଗୋଟିଏ ଲୁଟପାଟ୍ କରୁଥିବା ବେଳେ ଆଜି ଖଣ୍ଡଗିରି ଥାନା ଅଞ୍ଚଳରୁ ଏକ ବ୍ୟାଙ୍କ ଆଗକରୁ…
Read More...

ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ରାଜଧାନୀରେ ଏକ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କ ଖଣ୍ଡା ଚୋଟରେ କକ୍‌ଟେଲ ବଏ ଅଞ୍ଜନ ବେହେରାଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତ ଦେହ ଜବତ କରିବା ସହ ଘଟଣାର ଖୋଳତାଡ ଆରମ୍ଭ କରିଛି । ଘଟଣାଟି ଗତକାଲି ବିଳମ୍ବିତ ରାତିରେ…
Read More...

ଖଣ୍ଡଗିରିରେ ଲୁଟେରାଙ୍କ ମେଳି, ମେଳାରୁ ଝାମ୍ପି ନେଉଛନ୍ତି ଚେନ୍ ଓ ମୋବାଇଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଥାନା ଅଞ୍ଚଳରେ ଜମୁଛି ଏବେ ଲୁଟେରାଙ୍କ ମେଳି । ଦଳବଳ ସହ ଲୁଟେରା ଗ୍ୟାଙ୍ଗ ଥାନା ଚାରିପାଖରେ ପଇଁନ୍ତରା ମାରୁଛନ୍ତି । ସୁଯୋଗ ଦେଖି ଏହି ଗ୍ୟାଙ୍ଗ ଝାମ୍ପି ନେଉଛନ୍ତି ଚେନ୍ ଓ ମୋବାଇଲ ଫୋନ୍ । ଗତ ୪ଦିନ ଭିତରେ ଖଣ୍ଡଗିରି ଅଞ୍ଚଳରୁ ଡର୍ଜନେରୁ…
Read More...

ଲୁଟେରା ଆତଙ୍କ : ଝରକା ତାଡି ଲୁଟ୍ ଓ ଆପାର୍ଟମେଣ୍ଟରୁ ସିରିଜ ଚୋରି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ଏବେ ଲୁଟେରା ଗ୍ୟାଙ୍ଗ ମାତି ଉଠିଛନ୍ତି । ସୁଯୋଗ ପାଇଲେ ଝରକା ତାଡି ଘରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଉଛନ୍ତି । ଗତ କିଛିମାସ ହେଲା ରାଜଧାନୀ ଉପକଣ୍ଠରେ ଘନଘନ ଚୋରି ଓ ଲୁଟ୍ ଭଳି ଅପରାଧ ଘଟୁଥିବା ବେଳେ ଶନିବାର ରାତିରେ…
Read More...

ଲୁଟେରା ଗିରଫ ପୂର୍ବରୁ ଟଙ୍କା ଫେରସ୍ତ ହେଲା କିପରି?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବଜାର ନିକଟରୁ ଗତ ୨ ତାରିଖ ରାତିରେ ଟଙ୍କା ଲୁଟ୍ ହୋଇଥିଲ । ଅଭିଯୋଗକାରୀ ଘରକୁ ଫେରୁଥିବା ବେଳେ ତାଙ୍କ ପାଖରୁ ଟଙ୍କା ଲୁଟି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ବିଜୟ ନାରାୟଣ ମହାନ୍ତି କ୍ୟାପିଟାଲ…
Read More...

ଖଣ୍ଡଗିରି ତ୍ରିପଲ ମର୍ଡର କେସ୍‌: ହତ୍ୟାକାରୀକୁ ଆଜୀବନ ଜେଲ୍‌

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବହୁ ଚର୍ଚ୍ଚିତ ଖଣ୍ଡଗିରି ତ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି । ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଦୌରା ଜଜ୍ ଦେବାଶିଷ ରାଉତ ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାଟି…
Read More...

ଫିଲ୍ମ ଷ୍ଟାଇଲରେ ନିଶା ବେପାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍ପେଶାଲ କ୍ରାଇମ ୟୁନିଟର ଅତିରିକ୍ତ ଡିସିପି ସଂଜୀବ ଶତପଥୀ ଓ ଟିମ୍ ଏବେ ଆକ୍ସନ ମୁଡକୁ ଆସିଛନ୍ତି । ଅପରାଧ ଦମନ ସହ ଚୋରା ନିଶା କାରବାର ଉପରେ ରୋକ ଲଗାଇବାକୁ ଜୋରଦାର ଉଦ୍ୟମ ଚଳାଇଛି । ଏହିକ୍ରମରେ ଗତକାଲି ଅପରାହ୍ଣରେ ଫିଲ୍ଡ ଷ୍ଟାଇଲରେ ଜାତୀୟ ରାଜପଥ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy