Browsing Tag

IPL-2024

ରୋହିତ ଶର୍ମା କାହିଁକି ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିଥିଲେ, ଜାଣନ୍ତୁ

ଆଇପିଏଲ୍‌: କେକେଆର ବିପକ୍ଷ ମ୍ୟାଚ୍ ପରେ ରୋହିତ ଶର୍ମାଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଲେଗ୍ ସ୍ପିନର ପୀୟୁଷ ଚାୱଲା ଏକ ଅପଡେଟ୍ ଦେଇଛନ୍ତି । ରୋହିତ ଶର୍ମା ଏକ ଇମ୍ପାକ୍ଟ ଖେଳାଳି ଭାବରେ କେକେଆର ବିପକ୍ଷରେ ଖେଳିବାକୁ କାହିଁକି ଆସିଛନ୍ତି ବୋଲି ପୀୟୁଷ ପ୍ରକାଶ କରିଛନ୍ତି । ପୀୟୁଷ…
Read More...

ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ଲଢ଼େଇ

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ । ପୂର୍ବ ମ୍ୟାଚ୍ ରେ ସନରାଇଜର୍ସ ହ୍ରାଇଦାବାଦ ଠାରୁ ପରାଜିତ ହୋଇଥିବା ଦିଲ୍ଲୀ ଆଜି ବିଜୟ ନେଇ ଉଦ୍ୟମ କରିବ । ଅନ୍ୟପଟେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ, ଉଭୟ ଦଳ…
Read More...

ପଡିଆରେ ଅସନ୍ତୋଷ ଜାହିର କଲେ କୋହଲି, ଦେଖନ୍ତୁ ଉଗ୍ର ରୂପ…

 ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲି ପୂଲ୍ ଟସ୍ ବୋଲରେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। ତେବେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା। ବିରାଟ…
Read More...

ଆଜି ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନସ୍ ଟକ୍କର

ଆଜି ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନସ୍ ମଧ୍ଯରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ଉଭୟ ଦଳ ଶେଷ ମ୍ୟାଚ୍ ରେ ପରାସ୍ତ ହୋଇଥିବା ବେଳେ ଆଜି ବିଜୟୀ ନେଇ ଉଦ୍ୟମ କରିବ । ଉଭୟ ଟିମ୍ ମଧ୍ଯରେ ଖେଳାଯାଇଥିବା ପୂର୍ବ ମ୍ୟାଚ୍ ରେ ପଞ୍ଜାବ ବାଜି ମାରିଥିଲା ବେଳେ ଗୁଜରାଟ ଆଜି ପ୍ରତିଶୋଧ ନେଇ ଉଦ୍ୟମ…
Read More...

ଟି-୨୦ ବିଶ୍ୱକପ ଲାଗି ଦଳରେ ପନ୍ତଙ୍କୁ ସ୍ଥାନ ମିଳିବା ଉଚିତ୍ :  ରିକି ପଣ୍ଟିଂ

ଗତ ୨୦୨୨ ଡିସେମ୍ବରରେ କାର ଦୁର୍ଘଟଣା ଜନିତ ଇଞ୍ଜୁରୀରୁ ସୁସ୍ଥ ହୋଇ ଭାରତୀୟ ୱିକେଟ୍ କିପର ଓ ବ୍ୟାଟର ରିଷଭ ପନ୍ତ ଚଳିତ ଆଇପିଏଲ ଜରିଆରେ ମଇଦାନକୁ ଫେରିଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ କୋଚ୍ ରିକି ପଣ୍ଟିଂ ରିଷଭ ପନ୍ତଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ପନ୍ତଙ୍କୁ ନେଇ ରିକି…
Read More...

ବସ୍ ଡ୍ରାଇଭର ରୋହିତ ଶର୍ମା! ଭିଡିଓ ଭାଇରାଲ

ରବିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି…
Read More...

 କୋଲକାତା ବିଜୟ ପଥରେ ବ୍ରେକ, ବିଜୟ ଧାରା ବଜାୟ ରଖିଲା ଚେନ୍ନାଇ

ସୋମବାର ଚେନ୍ନାଇ ସ୍ଥିତ ଚିଦାମ୍ବରମ ଷ୍ଟାଡିୟମ୍ ଠାରେ ମୁହାମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ କୋଲକାତା ନାଇଟ ରାଇଡର୍ସ (କେକେଆର)। ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଘରୋଇ ମଇଦାନରେ ଚେନ୍ନାଇ ଦଳର ବିଜୟ ଧାରା ଜାରି ରହିଛି। ଅନ୍ୟପକ୍ଷରେ କୋଲକାତା…
Read More...

ବିରାଟ କୋହଲି : ଆଇପିଏଲ୍ ଇତିହାସରେ ସବୁଠୁ ଧୀମା ଶତକ

ବିରାଟ କୋହଲି ଆଇପିଏଲ ୨୦୨୪ ସିଜନର ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ଖେଳି ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୬୭ ବଲରେ ୧୦୦ ରନ୍ ମାର୍କ ଅତିକ୍ରମ କରିଥିଲେ। ସେ ନିଜର ଏହି ଇନିଂସରେ ୧୨ଟି ଚୌକା ଓ ଚାରିଟି ଛକା ସହ ୭୨ ବଲରେ ୧୧୩ ରନ୍ ସ୍କୋର କରିବା…
Read More...

ରୋହିତ ଶର୍ମା, ବୁମ୍ରା ଓ ସୂର୍ଯ୍ୟକୁମାର ଛାଡିବେ ମୁମ୍ବାଇ ଇଣ୍ଡିଆନ୍ସ!

ଆଇପିଏଲ୍ ୨୦୨୪ ଆରମ୍ଭ ପୂର୍ବରୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଆଲୋଚନାର ବିଷୟ ପାଲଟିଥିଲା। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା, ହାର୍ଦ୍ଦିକ ନୂତନ ଅଧିନାୟକ ହେବା ଓ ବର୍ତ୍ତମାନ ରୋହିତଙ୍କ ନିଷ୍ପତ୍ତିକୁ ଦଳରେ ସମ୍ମାନ ନଦେବା ଖବର MI ଫ୍ରାଞ୍ଚାଇଜ୍ ଭବିଷ୍ୟତ ବିଷୟରେ ବହୁତ କିଛି…
Read More...

ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇର ନାକ କଟିଲା!

ଆଇପିଏଲ : ଆଇପିଏଲ୍ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଥିଲେ । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ମୁମ୍ବାଇ ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ହରାଇଥିଲା, କିନ୍ତୁ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy