Browsing Tag

special crime Unit

ଦୁଇ କୁଖ୍ୟାତ ଅପରାଧୀ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ଅପରାଧ ଉପରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ନିଶା କାରବାର ଉପରେ ରୋକ ଲଗାଇଥିବା ବେଳେ ଏବେ ଚୋରା ବନ୍ଧୁକ କାରବାର କରୁଥିବା ଦୁଇ ଅପରାଧୀକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖଣ୍ଡଗିରି…
Read More...

ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଥିବା ଦୁଇ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର କରିସ୍ମା ରାଉତ ।…
Read More...

ଫିଲ୍ମ ଷ୍ଟାଇଲରେ ନିଶା ବେପାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍ପେଶାଲ କ୍ରାଇମ ୟୁନିଟର ଅତିରିକ୍ତ ଡିସିପି ସଂଜୀବ ଶତପଥୀ ଓ ଟିମ୍ ଏବେ ଆକ୍ସନ ମୁଡକୁ ଆସିଛନ୍ତି । ଅପରାଧ ଦମନ ସହ ଚୋରା ନିଶା କାରବାର ଉପରେ ରୋକ ଲଗାଇବାକୁ ଜୋରଦାର ଉଦ୍ୟମ ଚଳାଇଛି । ଏହିକ୍ରମରେ ଗତକାଲି ଅପରାହ୍ଣରେ ଫିଲ୍ଡ ଷ୍ଟାଇଲରେ ଜାତୀୟ ରାଜପଥ…
Read More...

ଦୁଇ ବ୍ରାଉନସୁଗାର ବେପାରି ଧରାପଡିଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଏକ ଅନ୍ତଃରାଜ୍ୟ ନିଶା ମାଫିଆ ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ଦୁଇ ସଦସ୍ୟକୁ ପୋଲିସ ହେପାଜତକୁ ନେବା ସହ ସେମାନଙ୍କ ଠାରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୪ଲକ୍ଷ…
Read More...

ସ୍ପେଶାଲ କ୍ରାଇମ ୟୁନିଟର ସଫଳତା, ଦୁଇ ମାସରେ ୨୨ ଅପରାଧୀ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟର ମୁଖ୍ୟ ତଥା ଅତିରିକ୍ତ ଡିସିପି ସଂଜୀବ ଶତପଥୀ ଓ ଟିମକୁ ସଫଳତା ମିଳିଛି । ଦୁଇ ମାସରେ ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ସ୍ପେଶାଲ କ୍ରାଇମ ୟୁନିଟ ୪୫ଲକ୍ଷ ଟଙ୍କାର ବ୍ରାଉନସୁଗାର, ୧୦ଲକ୍ଷ ଟଙ୍କାର…
Read More...

ଜମି ଜାଲିଆତି ମାମଲା: ସ୍ପେଶାଲ କ୍ରାଇମ ୟୁନିଟ ଦ୍ୱାରା ୫ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ହେଉଥିବା ଜମି ଜାଲିଆତି ମାମଲାରେ କମିସନରେଟ ପୋଲିସ ଆକ୍ସନ ମୋଡକୁ ଆସିଛି । ସ୍ପେଶାଲ କ୍ରାଇମ ୟୁନିଟ ଏଭଳି ଏକ ମାମଲାର ତଦନ୍ତ କରି ୫ ପେସାଦାର ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ବ୍ୟାସନଗରର…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy