Browsing Tag

traffic police

‘ସେବା’ ନୁହେଁ ଲୋକଙ୍କୁ ‘ସଜ୍ଜା’ ଦେଉଛି ପୋଲିସ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ବିଲଡିଂକୁ ‘ପୋଲିସ ସେବା ଭବନ’ ନାମରେ ନାମିତ କରାଗଲା । ଲୋକଙ୍କୁ ସଚେତନ କରିବା ସହ ସେବକ ଭାବେ ସେମାନଙ୍କୁ ସେବା ଯୋଗାଇବାକୁ ପୋଲିସକୁ କୁହାଗଲା । ମାତ୍ର ଏହି ସଂଜ୍ଞା ଏବେ ବଦଳି…
Read More...

ଭସାଣୀରେ ଟ୍ରାଫିକ ବ୍ୟବସ୍ଥା ଫେଲ୍‌, ଘଣ୍ଟାଏ ଫସିଲା ଆମ୍ବୁଲାନ୍ସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ ଏସିପି ଜୟନ୍ତ ଦୋରା ପର୍ଯ୍ୟନ୍ତ ଦୁର୍ଗାପୂଜା ଭସାଣୀରେ ଟ୍ରାଫିକ ବ୍ୟବସ୍ଥା ନେଇ ତର୍ଜମା କଲେ । ରୁଟ୍‌ଲାଇନ ଚୟନ କରାଯାଇ ସାଧାରଣ ଲୋକଙ୍କ ଲାଗି କଟକଣା ଜାରି କରାଗଲା । ଆଶା କରାଯାଉଥିଲା…
Read More...

ସାବଧାନ! ରଙ୍ଗରୁଟ୍‌ରେ ଗାଡି ଚଳାଉଛନ୍ତି କି?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାବଧାନ! ଆପଣ ରଙ୍ଗରୁଟରେ ଗାଡି ଚଳାଉଛନ୍ତି କି? ୟୁଟର୍ନ ନନେଇ ଆପଣ ଶୀଘ୍ର ଯିବାକୁ ରଙ୍ଗରୁଟ୍‌ର ସାହାରା ନେଉଛନ୍ତି କି? ଏଣିକି ସାବଧାନ ହୋଇଯାଆନ୍ତୁ । କମିଶନରେଟ ପୁଲିସ ଏଭଳି ବେପରୁଆ ଗାଡି ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।…
Read More...

ରଙ୍ଗ ରୁଟ ଡ୍ରାଇଭିଂ ଚଢାଉ, ୧୦୨ ଗାଡି ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଆଜି ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା । ଏହି କ୍ରମରେ ଆଜି ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ରଙ୍ଗ ରୁଟ…
Read More...

ଚାଲଣ ଠିକ୍ ସମୟରେ ନଦେଲେ, ଏହି ସମସ୍ୟାର ସାମ୍ନା କରିବାକୁ ପଡିବ

ଅନେକ ଲୋକ ଅନଲାଇନ୍‌ରେ ଚାଲଣ ରିହାତି ପାଇଥାନ୍ତି ଏବଂ ଅଳସୁଆ କିମ୍ବା ଅର୍ଥ ଅଭାବ ହେତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲଣ ଦେବାକୁ ସକ୍ଷମ ନୁହଁନ୍ତି । ଏଭଳି ପରିସ୍ଥିତିରେ ଟ୍ରାଫିକ ପୋଲିସ କ’ଣ ପଦକ୍ଷେପ ଗ୍ରହଣ କରୁଛି ଆମେ ଏହି ଖବର ମାଧ୍ୟମରେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଆରସି ଲକ୍…
Read More...

ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସ ସଚେତନ କଲା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ମାତ୍ର କେତେକ ଅମାନିଆ ଏହାକୁ ନମାନିବାରୁ ଦୁର୍ଘଟଣାର ଶୀକାର ହେଉଛନ୍ତି । ବିଶେଷ କରି ରଙ୍ଗ ସାଇଡ ବା ଭୁଲ ପାର୍ଶ୍ୱରେ ଗାଡି…
Read More...

ଘରେ ବସି ଅନଲାଇନ୍ ଚାଲଣ ପେମେଣ୍ଟକରନ୍ତୁ, ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ

ଯିଏ ନିଜ ଗାଡିକୁ ରାସ୍ତାରେ ଚଲାଇଥାଏ ତାଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବାକୁ ପଡିଥାଏ । ତଥାପି, ଅନେକ ଥର ଲୋକମାନଙ୍କ ଜାଣନ୍ତରେ ହେଉ କିମ୍ବା ଅଜାଣତରେ ଏହି ନିୟମକୁ ଉଲ୍ଲଂଘନ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ଜୋରିମାନା ତଥା ଚାଲଣ ଭରିବାକୁ ପଡିବ । ଅନେକ ଥର ଚାଲଣ ମଧ୍ୟ କଟାଯାଇଥାଏ ।…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy