Browsing Category

ଜିଲ୍ଲା

କେନ୍ଦ୍ରାପଡା: ବୈଜୟନ୍ତଙ୍କ ଚେର କାଟିବ ବିଜେପି!

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଥର ପୁଣି ବିଜେପି ଟିକେଟରୁ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଏଥର କିନ୍ତୁ ତାଙ୍କୁ ନିଜ ଦଳ ଭିତରେ ବିରୋଧର ଶୀକାର ହେବାକୁ ପଡିଛି । ଅଣ୍ଟି ଛୁରୀ ତଣ୍ଟି କାଟିବା ପରି ନିଜ ଲୋକମାନେ ତାଙ୍କ ଚେର…
Read More...

ବେଗୁନିଆ: ବିରୋଧୀଙ୍କୁ ମାତ ଦେବେ ପ୍ରବୋଧ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଧାନସଭା ଆସନରୁ ଏଥର ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ଏକ ପ୍ରକାର ନିଷ୍ପତ୍ତି ନେଇଛି । ଏହିକ୍ରମରେ ଏହି ତାଲିକାରେ ଦୁଇଜଣଙ୍କ ନାଁ ରହିଛି । କଂଗ୍ରେସ ଛାଡି ବିଜେଡିକୁ ଯାଇଥିବା ପ୍ରଦୀପ ସାହୁ ଓ ସରକାରୀ…
Read More...

ବାଇଁଆ ଓ ରୁଦ୍ର ମଧ୍ୟରେ ମହାମେଣ୍ଟ, ବୁନୁ ବିରୋଧରେ ଏକଜୁଟ ହେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ଆଶାୟୀ ଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ମଧ୍ୟରେ ଏକ ମହାମେଣ୍ଟ ହୋଇଛି । ଏମାନେ ପରସ୍ପରକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁନୁ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଯଦି ଦଳ…
Read More...

ଚର୍ଚ୍ଚାରେ ରୁଦ୍ରଙ୍କ ‘ସମ୍ପର୍କ ହିଁ ସମ୍ପଦ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ରାଜଧାନୀରେ ଜୋର୍ ଧରିଛି ନିର୍ବାଚନ ମାହୋଲ। ଏହି ଦୌଡରେ ସାମିଲ ହୋଇଛନ୍ତି ଅନେକ ରାଜନେତା। ଏଥିରୁ ବାଦ ପଡିନାହାନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ଆଶାୟୀ ରୁଦ୍ର ନାରାୟଣ ସାମନ୍ତରାୟ। ବିଗତ ୧୦ ବର୍ଷ ହେବ ବିଭିନ୍ନ ସମାଜସେବା କାର୍ଯ୍ୟରେ…
Read More...

ସମସ୍ତେ ସ୍ଵେଚ୍ଛାକୃତ ଭାବେ ଆସି ରକ୍ତଦାନ କାରିବା ଉଚିତ୍ : ରୁଦ୍ର ନାରାୟଣ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତ କିଛିଦିନ ହେବ ରାଜଧାନୀର ହସ୍ପିଟାଲ ମାନଙ୍କରେ ଦେଖାଯାଉଥିବା ରକ୍ତର ଅଭାବକୁ ଦୂର କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଦ୍ଵାରା ଆୟୋଜିତ ପାଞ୍ଚ ଦିନିଆ ରକ୍ତଦାନ ଶିବିରର ଆଜି ଶେଷଦିନ ଅନୁଷ୍ଠିତ…
Read More...

ବଡ଼ଚଣା: ଅମରଙ୍କ ଯୁଗ ଶେଷ, ଏଥର ନୂଆ ଚେହେରା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦଶନ୍ଧି ଦଶନ୍ଧି ଧରି ବଡ଼ଚଣାରେ ରାଜ କରୁଥିବା ଅମର ଶତପଥିଙ୍କ ଯୁଗ ଶେଷ ହୋଇଛି । ଏଥର ବିଜେଡି ତାଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଛି । ନାସ୍ତିବାଣୀ ଶୁଣିବା ପରେ ଅମରଙ୍କ ମନ ଆମ୍ବିଳା ହୋଇଯାଇଥିବା ବେଳେ ବଡ଼ଚଣାରେ ଖୁସିର ମାହୋଲ ଖେଳିଯାଇଛି । କାରଣ ଏଥର…
Read More...

ଏଥର ବେଗୁନିଆରୁ କିଏ, ପ୍ରଦୀପ ନା ପ୍ରବୋଧ?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରୁ ଏଥର ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ବିଧାୟକ ରାଜେନ୍ଦ୍ର ସାହୁ ବିରୋଧର ଶୀକାର ହେବା ପରେ ସେ ଆଉ ଥରେ ରିପିଟ୍ ହେବାକୁ ଇଚ୍ଛା ପ୍ରକାଶ…
Read More...

‘ରୁଦ୍ରଙ୍କର ମାନବିକତା ସମସ୍ତଙ୍କ ମନକୁ ଛୁଇଁ ପାରିଛି’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନକୁ ଦିନ ବଢୁଥିବା ଖରା ଯୋଗୁ ଏବେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଅତ୍ୟଧିକ ରକ୍ତର ଅଭାବ ଦେଖା ଯାଉଥିବାରୁ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ନିଜର ଜୟ ଓଡ଼ିଶା ସଂଗଠନ ଦ୍ୱାରା ଏକ ପାଞ୍ଚ ଦିନିଆ ରକ୍ତଦାନ…
Read More...

ମୂଷାଟିକିରି ହାଇସ୍କୁଲର ୧୯୯୧ ବ୍ୟାଚର ବନ୍ଧୁ ମିଳନ

ଭୁବନେଶ୍ୱର/ଯାଜପୁର, (ରିପୋଟର୍ସ ପେନ୍‌): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ମୂଷାଟିକିରି ହାଇସ୍କୁଲର ୧୯୯୧ ମ୍ୟାଟ୍ରିକ୍ ବ୍ୟାଚର ଏକ ବନ୍ଧୁ ମିିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୂଷା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିରାଡମ୍ବର ଭାବେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ…
Read More...

କଂଗ୍ରେସର ଗ୍ୟାରେଣ୍ଟି ସୁଖୀ ଓଡିଶା, ସମୃଦ୍ଧ ଓଡିଶା

ଭୁବନେଶ୍ୱର/କେନ୍ଦ୍ରାପଡା,(ରିପୋଟର୍ସ ପେନ୍‌): ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy