Browsing Tag

health tips

ପାଟି ଘା’କୁ ନେଇ ଚିନ୍ତରେ ପଡିଛନ୍ତି କି ? ଏହି ଘରୋଇ ଉପଚାର କରନ୍ତୁ

ପାଟି ଘା ’: ପାଟି ଘା’ ଯୋଗୁୁଁ କିଛି ଖାଇବା କଷ୍ଟକର ହୋଇଯାଏ, ପାଣି ମଧ୍ୟ ପିଇବା ଛାଡିଦିଅନ୍ତି । ପାଣି ଲାଗିବା ମାତ୍ରେ ଜିଭକୁ ଦୋହଲାଇ ଦିଏ । ପେଟ ଗରମ ହେତୁ ଜିଭରେ ଓ ପାଟିରେ ଘା’ ହୋଇଥାଏ । ତଥାପି, ଅନ୍ୟ କେତେକ କାରଣ ମଧ୍ୟ ହୋଇପାରେ କିନ୍ତୁ ହଜମ ଏବଂ ଆଲର୍ଜି ସବୁଠାରୁ ସାଧାରଣ ଅଟେ…
Read More...

ହୃଦଘାତର କାରଣ ଜାଣନ୍ତୁ…

ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ଗମ୍ଭୀର ରୋଗର ରୂପ ନେଇଛି ।ପରିବର୍ତ୍ତିତ ଓ ଖରାପ ଜୀବନଶୈଳୀ ତଥା ଖାଦ୍ୟପେୟର ଅନିୟମିତତା କାରଣରୁ ଭାରତରେ ହାର୍ଟ ଆଟାକର ଆଶଙ୍କା ବଢ଼ିବାରେ ଲାଗିଛି। ଯୁବପିଢ଼ିଙ୍କ ଜୀବନଶୈଳୀ ଏବେ ଫାଷ୍ଟଫୁଡ୍ ବା ତେଲଭାଜି ଖାଦ୍ୟ ସହିତ ବେଶ ଜଡ଼ିତ। ଏହା ସହିତ ଶାରୀରିକ…
Read More...

ଖାଦ୍ୟ ହାତରେ ନା ଚାମଚରେ ଖାଇବା ଉଚିତ୍‌? ଜାଣନ୍ତୁ ବିଜ୍ଞାନ ଓ ଆୟୁର୍ବେଦ କ’ଣ କହୁଛି

ସ୍ୱାସ୍ଥ୍ୟ ଟିପ୍ସ: ହାତରେ ଖାଇବାର ଏକ ନିଜସ୍ୱ ଆନନ୍ଦ ଅଛି । ପ୍ରାୟତଃ ଘରର ଗୁରୁଜନମାନେ ଏପରି କଥା କୁହନ୍ତି । କିନ୍ତୁ ଆଜିକାଲି ଅଧିକାଂଶ ଲୋକ ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଘରେ ଚାମଚରେ ଖାଇବା ଆରମ୍ଭ କରି ଦେଇଛନ୍ତି । ଭାରତୀୟ ପରମ୍ପରାରେ ଖାଦ୍ୟ ସବୁବେଳେ ଚଟାଣରେ ବସି ଓ ହାତରେ…
Read More...

ପିଲାଙ୍କ ଠାରେ ଦେଖାଯାଉଛି କି ଚିଡଚିଡାପଣ ? ଜାଣନ୍ତୁ କାରଣ

ଯେତେବେଳେ ପିଲାମାନେ ବିନା କାରଣରେ ବିରକ୍ତ କିମ୍ବା ଚିଡଚିଡା ହେବାକୁ ଲାଗିନ୍ତି, ତେବେ ଏହା ଭିଟାମିନ୍ ଅଭାବର ଲକ୍ଷଣ ମଧ୍ୟ ହୋଇପାରେ। ଉଭୟ ସ୍ୱାସ୍ଥ୍ୟ ଓ ମନୋବଳ ପାଇଁ ସଠିକ୍ ପରିମାଣର ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅଭାବକୁ ସମୟ ସମୟରେ ଚିହ୍ନଟ କରାଯିବା ଉଚିତ୍ ଓ…
Read More...

ତାପମାତ୍ରା ବୃଦ୍ଧି ବ୍ରେନ ଷ୍ଟ୍ରୋକର ମୁଖ୍ୟ କାରଣ; ପୁରୁଷଙ୍କ ପାଇଁ ବିପଦ ଅଧିକ

ତାପମାତ୍ରା ବୃଦ୍ଧି ସହିତ ଜୀବନଶୈଳୀ ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି । ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରାରେ ନାଟକୀୟ ପରିବର୍ତ୍ତନ ହେତୁ ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା ବଢୁଛି । ୨୦୧୯ରେ ଷ୍ଟ୍ରୋକ୍ ଯୋଗୁଁ ୫,୨୧,୦୩୧ ଲୋକଙ୍କ ମୃତ୍ୟୁ ଘଟିଥିଲା ।…
Read More...

ଗ୍ରୀଷ୍ମ ଦିନେ ମ୍ୟାଲେରିଆ ଓ ଡେଙ୍ଗୁ ହେବାର ଆଶଙ୍କା କାହିଁକି ଅଧିକ? ଜାଣନ୍ତୁ

ଗ୍ରୀଷ୍ମ ଋତୁରେ ଲୋକମାନେ ଖରା ଏବଂ ଛୁଟିଦିନକୁ ବେଶ ଉପଭୋଗ କରନ୍ତି । କିନ୍ତୁ ଦୁଃଖର ବିଷୟ ହେଉଛି ଏହି ଋତୁରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମଶା ଜନିତ ରୋଗ ମଧ୍ୟ ଦ୍ରୁତ ଗତିରେ ବଢିଥାଏ । ଘରର କବାଟ ଖୋଲା ରଖିବା ଦ୍ୱାରା ମଶାମାନେ ସମଗ୍ର ଘରେ ପ୍ରବେଶ କରିଥାନ୍ତି । ଏଥିସହିତ ମଶାରିରେ…
Read More...

କାକୁଡି ଅଧିକ ଖାଇଲେ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ

କାକୁଡି ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର। ଅଧିକାଂଶ ଲୋକେ ସାଲାଡରେ କାକୁଡି ଖାଇବାକୁ ପସନ୍ଦ କରନ୍ତି। କାକୁଡି଼ରେ ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ। ଏବଂ ଏଥିରେ ଅଧିକ ଜଳୀୟ ପଦାର୍ଥ ମଧ୍ୟ ରହିଥାଏ ।ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ କାକୁଡି…
Read More...

ଆପଣ ଟମାଟୋ ସସ୍ ଖାଉଛନ୍ତି କି? ଜାଣନ୍ତୁ ଏହା କେତେ ବିପଜ୍ଜନକ?

ଟମାଟୋ ସସ୍‌: କୌଣସି ଜିନିଷର ସ୍ୱାଦ ବଢାଇବା ପାଇଁ ଟମାଟୋ କେଚପ୍ ବା ସସ୍‌ର ବ୍ୟବହାର କରାଯାଏ । ବୟସ୍କ ଓ ପିଲାମାନେ ଏହାକୁ ବହୁତ ପସନ୍ଦ କରନ୍ତି । ଲୋକମାନେ ବରଗର ଓ ପିଜା ସହିତ ଟମାଟୋ ସସ୍ ଖାଇବାକୁ ଭଲ ପାଆନ୍ତି । ସ୍ନାକ୍ସ ଯାହା ବି ହେଉ, ଟମାଟୋ ସସ୍ ଏହାର ସ୍ୱାଦକୁ ବଢାଇଥାଏ, କିନ୍ତୁ…
Read More...

ଗ୍ରୀଷ୍ମ ସମୟରେ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହାଁନ୍ତି କି? ଖାଲି ପେଟରେ ପିଅନ୍ତୁ ଏହି ପାଣି

ଓଜନ ହ୍ରାସ କରିବାକୁ ଲୋକମାନେ କ’ଣ କ’ଣ କରୁନାହାଁନ୍ତି? ଶରୀରରେ ମେଦବହୁଳତା ଜମା ହେବା ପରେ ଏହାକୁ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର । ଡାଏଟିଂ ଏବଂ ବ୍ୟାୟାମ କରିବା ପରେ ଓଜନ କମିଯାଏ । ଗ୍ରୀଷ୍ମ ଋତୁରେ ମେଦବହୁଳତା ହ୍ରାସ କରିବାକୁ, ଆପଣଙ୍କ ଖାଦ୍ୟରେ ପାନ ମଧୁରି ଅନ୍ତର୍ଭୁକ୍ତ କରନ୍ତୁ ।…
Read More...

ଲିଭର ଖରାପ ହେବା ପୂର୍ବରୁ ଏହି ଲକ୍ଷଣ ଦେଖାଦେଇଥାଏ

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ଶରୀରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇଥାଏ। ଲିଭର ସମସ୍ୟା କାରଣରୁ କମ୍ ଭୋକ ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ। ତେବେ ପ୍ରଥମରୁ ସତର୍କତା ଅବଲମ୍ବନ କଲେ ବଡ ବିପଦରୁ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy