Browsing Tag

odisha police

ଆଇଜି ଏସ୍‌. ସାଇନୀଙ୍କୁ ମିଳିଲା ଡିଜିପି ଡିସ୍କ ପୁରସ୍କାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସ ଆଇଜି ତଥା ଆଇପିଏସ୍ ଏସ୍‌. ସାଇନୀଙ୍କୁ ତାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନଜନକ ଡିଜିପି ଡିସ୍କ ପୁରସ୍କାର ମିଳିଛି । ଗୃହମନ୍ତ୍ରଣାଳୟର ବୁରୋ ଅଫ ରିସର୍ଚ୍ଚ ଆଣ୍ଡ ଡେଭପମେଣ୍ଟ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । …
Read More...

ନାବାଳିକାକୁ ପୋଲିସ କଲା ଅସଦାଚରଣ, ଥାନାରେ ମାମଲା!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପୋଲିସ କର୍ମଚାରୀଙ୍କ ନାବାଳିକା ଝିଅକୁ ଆଉ ଜଣେ ପୋଲିସ ଅସଦାଚରଣ କରିଛି । ମାମଲା ଥାନାରେ ପହଞ୍ଚିଥିବା ବେଳେ ବଦନାମ ଭୟରେ ପୋଲିସ ଏହାର ଆପୋଷ ସମାଧାନ କରିବାକୁ ଜୋରଦାର ପ୍ରୟାସ କରୁଛି । …
Read More...

‘ଗାଡି ଚଳାଇବା ବେଳେ ସେଲଫି ଉଠାନ୍ତୁ ନାହିଁ’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୁର୍ଘଟଣାକୁ ଏଡାଇବା ସହ ଲୋକଙ୍କ ସୁରକ୍ଷା ଲାଗି ଓଡ଼ିଶା ପୋଲିସ ଏକ ସଚେତନତାର ବାର୍ତ୍ତା ଦେଇଛି । ଗାଡି ଚଳାଇବା ବେଳେ ସେଲଫି ଉଠାଇ ନିଜ ଜୀବନକୁ ବିପଦରେ ନପକାଇବାକୁ ପୋଲିସ ଟ୍ୱିଟ (ଏକ୍ସ) ମାଧ୍ୟମରେ ଲୋକଙ୍କୁ ସଚେତନ କରିଛି । ଓଡ଼ିଶା ପୋଲିସ ନିଜ…
Read More...

କଟକ ଠାରେ ୬୪ ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୪ ତମ ପୋଲିସ ଶହୀଦ ସ୍ମୁତି ଦିବସ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥିଭାବେ ଯୋଗ…
Read More...

କମିଶନରେଟ ପୋଲିସର ‘ସେଭ୍‌ସିଟି ଡ୍ରାଇଭ’ ଫେଲ୍‌ !

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସହରକୁ ଅପରାଧ ମୁକ୍ତ ଓ ଲୋକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇବା ଲାଗି କମିଶନରେଟ ପୋଲିସ ‘ସେଭ୍‌ସିଟି ଡ୍ରାଇଭ’ ଅଭିଯାନ ଚଳାଇଛି । ଏହି ଅଭିଯାନରେ ପୋଲିସ କେତେ ସଫଳତା ପାଇଲା, ତା’ର ମାଳ ମାଳ ତାଲିକା ପ୍ରେସ ରିଲିଜ ମାଧ୍ୟମରେ ପ୍ରକାଶ କରୁଛି । ମାତ୍ର…
Read More...

ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସ ସଚେତନ କଲା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ମାତ୍ର କେତେକ ଅମାନିଆ ଏହାକୁ ନମାନିବାରୁ ଦୁର୍ଘଟଣାର ଶୀକାର ହେଉଛନ୍ତି । ବିଶେଷ କରି ରଙ୍ଗ ସାଇଡ ବା ଭୁଲ ପାର୍ଶ୍ୱରେ ଗାଡି…
Read More...

୧୯୦ଟି ପୁଲିସ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରିପୋଟର୍ସ ପେନ) : ରାଜ୍ୟ ସରକାର ସୁରକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ ଆପଣେଇଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରାଯାଉଥିବାବେଳେ ପୁଲିସ ବିଭାଗ ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି। ପୁଲିସ ବିଭାଗର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ଆଜି ୧୯୦ଟି…
Read More...

ବିପଦକୁ ନିମନ୍ତ୍ରଣ କରନ୍ତୁ ନାହିଁ, ସଚେତନ କଲା ପୋଲିସ

ଭୁବନେଶ୍ୱର,(ରିପୋଟର୍ସ ପେନ) : ଅନେକ ସମୟରେ ଲୋକେ ବେପରୁଆ ଭାବେ ଟ୍ରେନ ଲାଇନ ପାର ହେଉଛନ୍ତି। ଫଳରେ ଅକାରଣରେ ଜୀବନ ଚାଲି ଯାଉଛି। ସେହିପରି ସେଲଫି ଓ ରିଲସ ନିଶାରେ ମସଗୁଲ ହୋଇ ଲୋକେ ମୃତ୍ୟୁ କୁ ନିମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ଲୋକଙ୍କୁ ସଚେତନ କରିଛି। …
Read More...

ବଢୁଛି ଟ୍ୟାକ୍ସ ରିଫଣ୍ଡ ସ୍କାମ, ସଚେତନ କଲା ପୋଲିସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ସାଇବର ଲୁଟେରାମାନେ ସକ୍ରିୟ ହୋଇଉଠିଛନ୍ତି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାକୁ ଯୋଜନା କରୁଛନ୍ତି । ଏବେ ଟ୍ୟାକ୍ସ ରିଫଣ୍ଡ ନାଁରେ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି । ଏଥିରୁ ବର୍ତ୍ତିବା ଲାଗି ଓଡ଼ିଶା ପୋଲିସ ସର୍ତକ କରିଛି । …
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy